ଭାରତ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ରିଷି

ମୁମ୍ବାଇ: ବଲିଉଡ୍‌ ନାୟକ ରିଷି କପୁର ୨୦୧୮ ମସିହାରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ହେଲେ ସେଠାରେ ସେ କେଉଁ ରୋଗ ଚିକିତ୍ସା କରାଉଛନ୍ତି ତାହା ତାଙ୍କ ପରିବାର ତରଫରୁ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ କ୍ୟାନ୍‌ସରରେ ପୀଡିତ ଥିବା ବିଶେଷ ସୂତ୍ରରୁ ଜଣାପଡିଛି। ୨୦୧୮ରୁ ଆଜି ପର୍ଯ୍ୟନ୍ତ ସେ ପତ୍ନୀ ନିତୁ କପୁରଙ୍କ ସହ ରହି ଚିକିତ୍ସିତ ହେଉଛନ୍ତି। ତେବେ ପୂର୍ବାପେକ୍ଷା ଏବେ ସେ ସୁସ୍ଥ ଥିବା କୁହାଯାଉଛି। କିନ୍ତୁ ଯେ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ସେ ଭାରତଫେରି ପାରିବେ ନାହିଁ। ତେବେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସେ ଭଲ ହୋଇ ଭାରତ ଫେରିବେ ବୋଲି ଅନୁମାନ କରାଯାଉଛି। ନିକଟରେ ରିଷି ଭାରତ ଫେରିବେ ବୋଲି ପୁଅ ରଣବୀର ମଧ୍ୟ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ସାମନ୍ଥାଙ୍କ କ୍ରେଜ୍‌

‘ଫିଲ୍ମ’ ପୁଷ୍ପାର ହିନ୍ଦୀ ଭର୍ସନ ରିଲିଜ ପରେ ତାହା ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପାର ଗୀତ ଏବଂ ଡାଇଲଗଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ...

ମେକଅପ୍‌ ନ ନେଇ ବିୟୁଟିଫୁଲ୍‌…

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକଅପ୍‌ ନେବାକୁ ପଡ଼ିଥାଏ। କିନ୍ତୁ ବିଲିଉଡର ଏଭଳି କେତେକ ଅଭିନେତ୍ରୀ ଅଛନ୍ତି, ସେମାନଙ୍କୁ...

ହୃଦୟ ଜିତିଲେ ଜୁନିଅର୍‌ ଏନ୍‌ଟିଆର୍‌

୯୫ତମ ଓସ୍କାର ପୁରସ୍କାର ଉପରେ ସମସ୍ତ ଭାରତୀୟଙ୍କ ନଜର ରହିଛି। ଏହି ପୁରସ୍କାର ସମାରୋହ ସମସ୍ତ ଦେଶବାସୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବାକୁ ଯାଉଛି।...

ଏହି କାରଣ ପାଇଁ ୮ ଅଭିନେତ୍ରୀ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ କାମ କରିବାକୁ କରିଥିଲେ ମନା

ବଲିଉଡ୍‌ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ, ଶାହାରୁଖ ଖାଁ ଓ କାଜଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ...

ଭୁଲ୍‌ ଭୁଲୈୟା-୨: କାର୍ତ୍ତିକ-କିଆରାଙ୍କ ରୋମାଣ୍ଟିକ ଭିଡିଓ ଭାଇରାଲ

ବମ୍ବେ: ନିକଟରେ ରିଲିଜ ହୋଇଥିଲା ସାରା ଅଲ୍ଲୀ ଖାଁ-କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ୍‌ ଆଜ କଲ୍‌-୨’। କଥିତ ରିଅଲ୍‌ ଲାଇଫ୍‌ ଯୋଡ଼ିର ରୋମାନ୍ସ ରିଲ୍‌...

ଅମିତାଭ ବଚ୍ଚନଙ୍କୁ ନେଇ ଏମିତି ସ୍ବପ୍ନ ଦେଖିଥିଲେ ସ୍ମିତା ପାଟିଲ୍‌, ଯାହା ଗୋଟିଏ ଦିନ ପରେ ହୋଇଥିଲା ସତ

ବଲିଉଡ୍‌ ସବୁଠୁ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଆଜି ଶୁଭ ଜନ୍ମଦିନ। ନିଜ ଦମଦାର ଅଭିନୟ ପାଇଁଁ ହିନ୍ଦୀ ସିନେମା ଜଗତରେ ପରିଚିତ ଥିବା ସ୍ମିତାଙ୍କ...

କିଙ୍ଗ ଖାଁଙ୍କ ସହ ହାତ ମିଳାଇଲେ ଆଲିଆ

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାଁ ଶାହାରୁଖ ଖାଁଙ୍କ ଅଭିନୀତ ଫିଲ୍ମର ନାଁ ଧୀରେ ଧୀରେ ସାମ୍ନାକୁ ଆସୁଛି । କିଛିଦିନ ତଲେ ଶୁଣିବାକୁ ମିଳିଥିଲା କି...

‘କଫି ୱିଥ କରନ’ ଶୋ’କୁ ନ ଆସିବାର କାରଣ କହିଲେ ତାପସୀ

ମୁମ୍ବାଇ: ବଲିଉଡ ନାୟିକା ତାପସୀ ପନ୍ନୁ ତାଙ୍କ ଅଭିନୀତ ଫିଲ୍ମ ‘ଦୋବାର’ର ରିଲିଜକୁ ନେଇ ପ୍ରସ୍ତୁତ ହୋଇଗଲେଣି । ଏଥିରେ ତାପସୀ ତାଙ୍କ ଦମଦାର ଅନ୍ଦାଜରେ...

Advertisement
Archives

Model This Week