Posted inଜାତୀୟ

ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବ ତାଲିବାନ

ନୂଆଦିଲ୍ଲୀ,୭।୧୦: ଆଫଗାନିସ୍ତାନ ବନ୍ଧୁତ୍ୱର ପୁନଃ ସ୍ଥାପନ ପାଇଁ ନିଯୁକ୍ତ ଆମେରିକାର ବିଶେଷ ପ୍ରତିନିଧି ଜାଲମେ ଖଲିଲଜାଦ ଓ ତାଲିବାନ ମଧ୍ୟରେ ଇସଲାମାବାଦରେ ହୋଇଥିବା କଥାବାର୍ତ୍ତାର ପରିଣାମ ଏବେ ଦେଖିବାକୁ ମିଳିଛି। ଏହାର ପରିଣାମ ସ୍ବରୂପ କଏଦୀମାନଙ୍କୁ ଅଦଳବଦଳ କରିବା। ଅର୍ଥାତ୍‌ ଏବେ ତାଲିବାନରେ ୧୭ ମାସ ହେବା ବନ୍ଦୀଥିବା ୩ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରାଯିବା ଜଣାପଡିଛି। ଏହା ବଦଳରେ ଆଫଗାନିସ୍ତାନ ୧୧ ତାଲିବାନ କଏଦୀଙ୍କୁ ମଧ୍ୟ ମୁକ୍ତ କରିବ। ତେବେ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। କେବଳ ଏତିକି କୁହାଯାଇଛି କି ଏହି ଖବର ମିଳିବା ପରେ ଆଫଗାନିସ୍ତାନ ସରକାରଙ୍କ ସହ ସମ୍ପର୍କ କରିଛି କେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରଥମ ରଙ୍ଗ ବଦଳାଉଥିବା ବିରଳ ମାଛର ସନ୍ଧା

କୋଚି,୨।୬: ସେଣ୍ଟ୍ରାଲ ମେରାଇନ ମତ୍ସ୍ୟ ପ୍ରତିଷ୍ଠାନ (ସିଏମ୍‌ଏଫ୍‌ଆର୍‌ଆଇ) ର ବୈଜ୍ଞାନିକମାନେ ଏକ ବିରଳ ମାଛର ସନ୍ଧାନ କରିଛନ୍ତି। ଏହି ମାଛ ନିଜର ରଙ୍ଗ ପରିବର୍ତ୍ତନ କରିବା...

କାର୍ଯ୍ୟ ସ୍ଥଳରେ ଦିଆଯିବ ଟିକା

ନୂଆଦିଲ୍ଲୀ,୭ା୪ : କାର୍ଯ୍ୟ ସ୍ଥଳ (ଅଫିସ)ରେ ଯୋଗ୍ୟ ବିବେଚିତ ବର୍ଗର କର୍ମଚାରୀଙ୍କୁ ଦିଆଯିବ କୋଭିଡ୍‌-୧୯ ଟିକା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର କୁହାଯାଇଛି।...

୨୦୨୧ରେ ପଶ୍ଚିମବଙ୍ଗରେ ଭାଜପା ଗଢ଼ିବ ସରକାର: ଶାହା

କୋଲକାତା, ୧।୩: ଆସନ୍ତା ୨୦୨୧ରେ ହେବାକୁଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ଦୁଇ ତୃତୀୟାଶଂ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବ। କୋଲକାତାଠାରେ...

ଶେଷରେ ତୁଟିଲା କଳି: ଗେହଲଟଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ସଚିନଙ୍କ ୫ ସହଯୋଗୀ

ଜୟପୁର,୨୧।୧୧: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟର ନୂତନ କ୍ୟାବିନେଟର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଛି। ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ୧୧ ଜଣ...

‘ଦୁଇ ଭାଗରେ ବାଣ୍ଟି ହୋଇଛି ଭାରତ’

ନୂଆଦିଲ୍ଲୀ,୨।୨: ଭାରତ ଏବେ ଦୁଇ ଭାଗରେ ବାଣ୍ଟି ହୋଇଛି। ଗୋଟିଏ ଭାରତରେ କେବଳ ଅତ୍ୟଧିକ ଧନୀଙ୍କ ପାଇଁ। ଏହି ଦେଶରେ ସେମାନେ ରହୁଛନ୍ତି, ଯେଉଁମାନଙ୍କ ପାଖରେ...

ଘନ କୁହୁଡ଼ି: ବିମାନ ଉଡ଼ାଣ ବାତିଲ, ରେଳ ସେବା ବ୍ୟାହତ, ଏକ୍ସପ୍ରେସ୍‌ ଓ୍ବେରେ ୨୫ ଗାଡ଼ି ଦୁର୍ଘଟଣା

ନୂଆଦିଲ୍ଲୀ,୧୬।୧: ଘନ କୁହୁଡି ଯୋଗୁ ଦିଲ୍ଲୀ ଏନ୍‌ସିଆର୍‌ରେ ସଙ୍କଟ ସୃଷ୍ଟି ହୋଇଛି। ୨-୩ ମିଟର ଦୂରରୁ ଦେଖିବା ମଧ୍ୟ ସମ୍ଭବ ହେଉ ନାହିଁ। ସୁରକ୍ଷା ଦୃଷ୍ଟିରୁ...

ନୁପୁରଙ୍କ ସୁରକ୍ଷା ବ୍ୟବସ୍ଥା ବଢିଲା

ନୂଆଦିଲ୍ଲୀ, ୭।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମା ଏବଂ ତାଙ୍କ ପରିବାରକୁ ଦିଲ୍ଲୀ...

ପ୍ରବାସୀ ଶ୍ରମିକଙ୍କ ଦୁଃଖ ଭାଜପାକୁ ଛାଡ଼ି ଅନ୍ୟମାନେ ଅନୁଭବ କରିପାରୁଛନ୍ତି: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୮।୫: କରୋନା ମହାମାରୀ ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାଜପାକୁ...

Advertisement
Archives

Model This Week