Posted inଜାତୀୟ

ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବ ତାଲିବାନ

ନୂଆଦିଲ୍ଲୀ,୭।୧୦: ଆଫଗାନିସ୍ତାନ ବନ୍ଧୁତ୍ୱର ପୁନଃ ସ୍ଥାପନ ପାଇଁ ନିଯୁକ୍ତ ଆମେରିକାର ବିଶେଷ ପ୍ରତିନିଧି ଜାଲମେ ଖଲିଲଜାଦ ଓ ତାଲିବାନ ମଧ୍ୟରେ ଇସଲାମାବାଦରେ ହୋଇଥିବା କଥାବାର୍ତ୍ତାର ପରିଣାମ ଏବେ ଦେଖିବାକୁ ମିଳିଛି। ଏହାର ପରିଣାମ ସ୍ବରୂପ କଏଦୀମାନଙ୍କୁ ଅଦଳବଦଳ କରିବା। ଅର୍ଥାତ୍‌ ଏବେ ତାଲିବାନରେ ୧୭ ମାସ ହେବା ବନ୍ଦୀଥିବା ୩ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରାଯିବା ଜଣାପଡିଛି। ଏହା ବଦଳରେ ଆଫଗାନିସ୍ତାନ ୧୧ ତାଲିବାନ କଏଦୀଙ୍କୁ ମଧ୍ୟ ମୁକ୍ତ କରିବ। ତେବେ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। କେବଳ ଏତିକି କୁହାଯାଇଛି କି ଏହି ଖବର ମିଳିବା ପରେ ଆଫଗାନିସ୍ତାନ ସରକାରଙ୍କ ସହ ସମ୍ପର୍କ କରିଛି କେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ: ଶିମୋଗାରେ ୧୪୪ ଧାରା

ବେଙ୍ଗାଲୁରୁ,୯।୨: କର୍ନାଟକ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ସ୍କୁଲ, କଲେଜରେ ମୁସଲମାନ ସମ୍ପ୍ରଦାୟର ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେବା...

ସନ୍ଧାନୀ କୁକୁରକୁ ରାଜକୀୟ ବିଦାୟ

ନାସିକ,୨୭।୨: ଚାକିରିରୁ ଅବସର ନେବା ସମୟରେ ବିଦାୟ ଉତ୍ସବର ଆୟୋଜନ କରାଯାଇଥାଏ। ନାସିକ ପୋଲିସ ବିଭାଗରେ ଗତ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ପାଇକ୍‌...

ସପ୍ତାହେ ପୂର୍ବରୁ ଶୀତ ଅଧିବେଶନ ହୋଇପାରେ ଶେଷ…

ନୂଆଦିଲ୍ଲୀ,୨୦।୧୨ : ସଂସଦର ବର୍ତ୍ତମାନର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ଶୁକ୍ରବାର ଦିନ ଶେଷ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଏକ...

ସୁପ୍ରିମକୋର୍ଟରେ ଜଷ୍ଟିସ ମିତ୍ତଲ କମିଟିର କ୍ଷତିପୂରଣ ଯୋଜନା ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨୨ା୮: ମଣିପୁର ଜାତିଆଣ ହିଂସା କ୍ଷତିଗ୍ରସ୍ତଙ୍କୁ ସହାୟତା ଏବଂ ଥଇଥାନ ସମ୍ପର୍କରେ ରିପୋର୍ଟ ଦେବା ଲାଗି ସୁପ୍ରିମକୋର୍ଟ ଜଷ୍ଟିସ ଗୀତା ମିତ୍ତଲ କମିଟି ଗଠନ କରିଥିଲେ। ସୋମବାର...

ଚାଇନା ସହ ସଂଘର୍ଷ: ୨୦ ଯବାନ ଶହୀଦ, ପିଏଲ୍‌ଏର ୪୩ ସୈନ୍ୟ ମୃତାହତ

ନୂଆଦିଲ୍ଲୀ,୧୭ା୬ : କଥା କଟାକଟିରୁ ହାତାହାତି ତା’ ପରେ ସଂଘର୍ଷ ଓ ଶେଷରେ ଫୁଟିଛି ଗୁଳି। ସଂଘର୍ଷ ବେଳେ ଟେକାମାଡ଼ରେ ଟଳିପଡ଼ିଛନ୍ତି ଭାରତୀୟ ସେନାର ଜଣେ...

ଅଜ୍ଞାତ ବନ୍ଧୁକଧାରୀ-ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ…

ଇମ୍ଫାଲ,୨୨।୬ : ଗୁରୁବାର ଭୋର ୫ଟାରେ ମଣିପୁରର ପଶ୍ଚିମ ଇମ୍ଫାଲର ଉତ୍ତର ବୋଲଜୁଙ୍ଗରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ...

କୋଭିଡ୍‌ ଟିକା ନେଇ ଓଡ଼ିଶାରେ ୫୦ ମୃତ୍ୟୁ

ନୂଆଦିଲ୍ଲୀ,୨୯ା୩: ମହାମାରୀ କୋଭିଡ୍‌ ମୁକାବିଲା ପାଇଁ ଟିକାକରଣ ଉପରେ କେନ୍ଦ୍ର ସରକାର ଜୋର୍‌ ଦେଉଥିଲେ। କିନ୍ତୁ କୋଭିଡ୍‌-୧୯ ଟିକା ନେବା ପରେ ଭାରତରେ ୧୧୫୬ ଜଣଙ୍କ...

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି…

ନୂଆଦିଲ୍ଲୀ,୨୬।୧୨ : ପୃଥିବୀର ବିଭିନ୍ନ ଦେଶରେ ବଢୁୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଦେଶରେ କୋଭିଡର ନୂତନ ବିପଦ ସମ୍ପର୍କରେ କେନ୍ଦ୍ର ସରକାର ପୁଣି ଚେତାବନୀ...

Advertisement
Archives

Model This Week