ଭାଟିକାନ୍‌ ସିଟିରେ ବିଜୁଳି ସମସ୍ୟା, ଲିଫ୍ଟରେ ଫଶିଗଲେ ପୋପ୍‌ ଫ୍ରାନ୍‌ସିସ୍‌

ଭାଟିକାନ୍‌ ସିଟି,୧।୯: ଭାଟିକାନ୍‌ ସିଟିରେ ଏବେ ବିଜୁଳି ସମସ୍ୟା ଦେଖାଦେଇଛି। ରବିବାର ବିଜୁଳି ହଠାତ୍‌ ଚାଲଯିବାରୁ ଫଶିଯାଇଛନ୍ତି ପୋପ୍‌ ଫ୍ରାନସିସ୍‌୍‌। ଫଳରେ ଦମକଳ ବାହିନୀର ଏକ ଟିମ୍‌ ୨୫ମିନିଟ୍‌ ପରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ପୋପ୍‌ ଫ୍ରାନ୍‌ସିସ୍‌ ସେଣ୍ଟ୍‌ ପିଟର୍ସ ସ୍କୋୟାରରେ ଆୟୋଜିତ ଏକ ସାପ୍ତାହିକ ସଭାରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିଲା। ୧୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିବାରୁ ସଭାସ୍ଥଳରେ ଉପସ୍ଥିତ ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଏହାସହ ସେ ଦମକଳ ବାହିନୀ କର୍ମଚାରୀଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଜନସଂଖ୍ୟାରେ ହ୍ରାସ

ହଂକଂ,୧୮।୧: ୧୯୬୧ ମସିହା ପରଠାରୁ ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଚାଇନାର ଲୋକସଂଖ୍ୟା କମିଛି। ଚାଇନାର ଜନସଂଖ୍ୟା ୧.୪୧୨୬୦ ବିଲିୟନ୍‌ରୁ ଗତବର୍ଷ...

ଅନୁଚ୍ଛେଦ ୩୭୦ ଥିଲା ଆତଙ୍କବାଦର ମୁଖ୍ୟ କାରଣ: ୟୁଏଇରେ କହିଲେ ମୋଦି

ଆବୁଧାବି, ୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ ସମୟରେ ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବ ଅନୁଚ୍ଛେଦ ୩୭୦ ଉପରେ ସୂଚନା ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ମୋଦି...

କ୍ଷମତା ଦଖଲ କରି ମଧ୍ୟ ତାଲିବାନ ଏବେ କାଙ୍ଗାଳ…

ଓ୍ବାଶିଂଟନ/କାବୁଲ,୧୯।୮: ବନ୍ଧୁକର ଶକ୍ତି ଦ୍ୱାରା ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା...

ଅବଦୁଲ ଲତିଫ ରଶିଦ ଇରାକ ରାଷ୍ଟ୍ରପତି ନିର୍ବାଚିତ

ବାଗଦାଦ,୧୪।୧୦: ଇରାକ ପାର୍ଲାମେଣ୍ଟ ସଦସ୍ୟମାନେ କୁର୍ଦ୍ଦିଶ ନେତା ଅବଦୁଲ ଲତିଫ୍‌ ରଶିଦ୍‌ଙ୍କୁ ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ କରିଛନ୍ତି। ଫଳରେ ବର୍ଷେ ହେଲା ଲାଗିରହିଥିବା ରାଜନୈତିକ...

ଭୋକ ସୂଚକାଙ୍କ: ପୃଥିବୀରେ ୮୨.୮ କୋଟି ଲୋକ ଭୋକିଲା, ତାଲିକାରେ ପାକିସ୍ତାନ ୯୯ ତମ ସ୍ଥାନରେ…

ଓ୍ବାଶିଂଟନ,୨୭।୭ : ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ(ଜିଏଚଆଇ)ରେ ପାକିସ୍ତାନର ମାନ୍ୟତା ୨୦୦୬ରେ ୩୮.୧ ରୁ ୨୦୨୨ ରେ ୨୬.୧ କୁ ଖସି ଆସିଛି। ଦେଶ ତଥା ଏହାର...

ପୁଟିନଙ୍କ ଅତି ନିକଟତମ ଅଲେକଜ୍ୟାଣ୍ଡର ଦୁଗିନଙ୍କୁ ହତ୍ୟା ଉଦ୍ୟମ, କାର ବିସ୍ଫୋରଣରେ ଝିଅ ମୃତ

ମସ୍କୋ,୨୧ ।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନର ଅତି ନିକଟତମ ଆଲେକଜ୍ୟାଣ୍ଡର ଦୁଗିନଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ଏକ କାର ବିସ୍ଫୋରଣରେ ଆଲେକଜ୍ୟାଣ୍ଡରଙ୍କ ଝିଅ...

ପିଏମ୍‌ଏଲ୍‌-ଏନ୍‌ ଜିତିଲେ ନଓ୍ବାଜ ଶରିଫ ପ୍ରଧାନମନ୍ତ୍ରୀ ହେବେ

ଲାହୋର,୮ା୮: ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ପାକିସ୍ତାନର ସାଧାରଣ ନିର୍ବାଚନରେ ଯଦି ଶାସକ ପିଏମ୍‌ଏଲ୍‌-ଏନ୍‌ କ୍ଷମତାକୁ ଫେରେ ତେବେ ନଓ୍ବାଜ ଶରିଫ୍‌ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ...

ମୋଦିଙ୍କ ସହ ହ୍ବାଇଟ ହାଉସରେ ଡିନର କରିଥିବା ଅରବପତି ଜେମ୍ସ କ୍ରାଉନଙ୍କ ପରଲୋକ

ଓ୍ବାଶିଂଟନ,୨୭।୬: ଆମେରିକାର ବ୍ୟବସାୟୀ, ଅରବପତି ନିବେଶକ ଜେମ୍ସ କ୍ରାଉନଙ୍କର ରବିବାର ମୃତ୍ୟୁ ହୋଇଛି। କଲରାଡୋରେ ଏକ କାର ରେସିଂ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଦୁର୍ଘଟଣା...

Advertisement
Archives

Model This Week