ଭାଜପା କୃଷକ ମୋର୍ଚ୍ଚାର ନୂଆ ଜିଲା ପ୍ରଭାରୀ

ଭୁବନେଶ୍ୱର,୯ା୪ (ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଏନେଇ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସୂନା ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲା ପାଇଁ ରାମଚନ୍ଦ୍ର ପାତ୍ର, ବାଲେଶ୍ୱର ଜିଲା ପାଇଁ ସରୋଜ ମଲ୍ଲିକ, ବରଗଡ ପାଇଁ ମନୋରଞ୍ଜନ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଭଦ୍ରକ ଜିଲା ପାଇଁ ଶ୍ରୀଧର ସାହୁ ଓ ବଲାଙ୍ଗୀର ପାଇଁ ବିଶ୍ୱଜିତ୍‌ ସ୍ବାଇଁଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବୌଦ୍ଧ ପାଇଁ ଚନ୍ଦ୍ରଶେଖର ପଣ୍ଡା, କଟକ ସହର ପାଇଁ ପ୍ରଶାନ୍ତ ଗନ୍ଥିଆ, କଟକ ସଦର ପାଇଁ ଶ୍ରୀରଞ୍ଜନ ମଙ୍ଗରାଜ, ଦେବଗଡ଼ ପାଇଁ କିଶୋର ସୂତାର, ଢେଙ୍କାନାଳ ପାଇଁ ହୃଷୀକେଶ ଜେନା, ଗଜପତି ପାଇଁ ଭଗବାନ ପଣ୍ଡା, ଗଞ୍ଜାମ ପାଇଁ ପ୍ରଦୀପ ସାହୁ, ଘୁମୁସର ପାଇଁ ରାଜେଶ କୁମାର ସାହୁ, ଜଗତ୍‌ସିଂହପୁର ପାଇଁ ଦୁର୍ଯ୍ୟୋଧନ ସାହୁ, ଯାଜପୁର ପାଇଁ ତୁଷାର ଚକ୍ରବର୍ତ୍ତୀ, ଝାରସୁଗୁଡା ପାଇଁ ଉପାଧ୍ୟାୟ ପାଣିଗ୍ରାହୀ, କଳାହାଣ୍ଡି ଲକ୍ଷ୍ମଣ ବାଗ୍‌ ଯାଦବ ଓ କନ୍ଧମାଳ ପାଇଁ ସୁନୀଲ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। କେନ୍ଦ୍ରାପଡା ପାଇଁ ସତ୍ୟବାଦୀ ଚଇନି, କେନ୍ଦୁଝର ପାଇଁ ତ୍ରିପୁରା ଦେହୁରୀ, ଖୋର୍ଦ୍ଧା ପାଇଁ ହିତେଶ୍‌ ମହାପାତ୍ର, କୋରାପୁଟ ପାଇଁ ଶ୍ରୀକାନ୍ତ ହୋତା, ମାଲକାନଗିରି ପାଇଁ ବିପଦ ଭଞ୍ଜନ ଦାସ, ମୟୂରଭଞ୍ଜ (ରାଇରଙ୍ଗପୁର ଓ ବାରିପଦା) ପାଇଁ ରାଧାକାନ୍ତ ମହନ୍ତ, ନବରଙ୍ଗପୁର ପାଇଁ ଦେବ ପ୍ରସାଦ ସିଂହଦେଓ, ନୟାଗଡ ପାଇଁ କାମାକ୍ଷା ପ୍ରସାଦ ପ୍ରଧାନ, ନୂଆପଡା ପାଇଁ ଗୋବର୍ଦ୍ଧନ ଅଗ୍ରୱାଲ୍‌, ପୁରୀ ପାଇଁ ସନ୍ତୋଷ ପ୍ରଧାନ, ସମ୍ବଲପୁର ପାଇଁ କୈଳାସ ଚନ୍ଦ୍ର ରଥ, ସୁବର୍ଣ୍ଣପୁର ପାଇଁ ସୂର୍ଯ୍ୟ ନାରାୟଣ ମହାପାତ୍ର, ସୁନ୍ଦରଗଡ ଜିଲା ପାଇଁ ଶ୍ରୀକୃଷ୍ଣ ପରିଡା, ସୁନ୍ଦରଗଡ (ବଣାଇ) ପାଇଁ କୈଳାସ ଚନ୍ଦ୍ର ରାଉତ ଓ ସୁନ୍ଦରଗଡ (ପାନପୋଷ) ପାଇଁ ପ୍ରଦୀପ କୁମାର ମହନ୍ତଙ୍କ ନାମକୁ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’

ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି।...

ମାୟା ଜାଲରେ ଫସିଥିବା ବଡ଼ବଡ଼ିଆ ଚୁପ୍‌

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କୁ ନେଇ...

ଖସୁଛି ପାରଦ, ବଢୁଛି ଶୀତ

ଦାରିଙ୍ଗବାଡି,୨୭।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପାରଦ ତଳମୁଁହା। ସହରରେ ସର୍ବନିମ୍ମ ତାପମାତ୍ରା ୧୬ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ୧୯ ଡିଗ୍ରୀ ରହୁଥିବା ଜଣାପଡିଛି। ଶୀତଯୋଗୁଁ ଏବେ...

ଅଳଙ୍କାର କ୍ଲଷ୍ଟର ଲାଗି ମହିଳା ଉଦ୍ୟୋଗୀଙ୍କ ଯୋଜନା

ଭୁବନେଶ୍ୱର,୯।୧୦: ରାଜ୍ୟ ମଧ୍ୟରେ ଅଳଙ୍କାର କ୍ଲଷ୍ଟର ବିକାଶ ଲାଗି ମହିଳା ଉଦ୍ୟୋଗୀମାନେ ଯୋଜନା ରଖିଛନ୍ତି। ଏହାବାଦ ଏଭଳି କ୍ଷେତ୍ର ସହ ଜଡ଼ିତ ଏକ କମନ ଫାସିଲିଟି...

ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ

ଭଦ୍ରକ ଅଫିସ, ୩୧।୮: ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧକ୍ଷ ବ୍ୟୋମକେଶ ରାୟ କରୋନା ସଂକ୍ରମିତ ହୋଇଥିବା ନିଜ ଟୁଇଟର ମାଧ୍ୟମରେ ସୂଚନା...

ଗାଙ୍ଗୁଲିଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ଗାଙ୍ଗୁଲି ମ୍ୟାଚ୍‌...

ରଜ ପାଇଁ ଉତ୍ସବମୁଖର କେନ୍ଦୁଝର

କେନ୍ଦୁଝର,୧୪।୬ କେନ୍ଦୁଝରର ଗଣପର୍ବ ହେଉଛି ରଜ। ଏହାକୁ ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଝିଅବୋହୂମାନେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ବସ୍ତ୍ର...

ବସ୍‌ରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ହେଲ୍‌ପର ଗିରଫ

ପୁରୀ ଅଫିସ, ୯ା୭ : ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ଘଟିଛି ଲଜ୍ଜାଜନକ ଘଟଣା। ସୋମବାର ରାତିରେ ପୁରୀ ବସ୍‌ଷ୍ଟାଣ୍ଡ ପରିସରସ୍ଥ ଏକ...

Advertisement
Archives

Model This Week