ଭର୍ଜିନିଆରେ ଗୁଳିକାଣ୍ଡ : ୧୨ ଜଣଙ୍କ ପ୍ରାଣ ହାନି, ୬ ଗୁରୁତର

ଓ୍ବାଶିଂଟନ,୧ା୬: ଆମେରିକାସ୍ଥିତ ଭର୍ଜିନିଆର ଏକ ସରକାରୀ ଅଟ୍ଟାଳିକାରେ ଗୁଳିକାଣ୍ଡ ଯୋଗୁ ଜଣେ ବନ୍ଧୁକଧାରୀଙ୍କ ସମେତ ୧୨ ଜଣଙ୍କର ପ୍ରାଣ ହାନି ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଶୁକ୍ରବାର ରାତିରେ ଭର୍ଜିନିଆ ସମୁଦ୍ରକୂଳରେ ଥିବା ମ୍ୟୁନିସପାଲିଟି କାର୍ଯ୍ୟାଳୟରେ ଏହି ଘଟଣା ଘଟିଥିଲା। ମ୍ୟୁନିସପାଲିଟି କାର୍ଯ୍ୟାଳୟରେ ଦୀର୍ଘଦିନରୁ ଚାକିରି କରୁଥିବା ଜଣେ କର୍ମଚାରୀ ଆଖିବୁଜା ଗୁଳି ଚଳାଇଥିଲେ। ତେବେ ବନ୍ଧୁକଧାରୀଙ୍କ ପରିଚୟ ଜଣା ପଡ଼ି ନ ଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ଗୁରୁତରମାନଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଲଗାତାର ବର୍ଷା: ୭୬ ମୃତ, ୩୦ ବର୍ଷର ରେକର୍ଡ ଭାଙ୍ଗିଲା…

ଇସଲାମାବାଦ,୧୦।୭ : ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ପାକିସ୍ତାନର ଆର୍ଥିକ ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ପ୍ରବଳ ବର୍ଷା ଯୋଗୁ ଦେଶରେ ଇତି ମଧ୍ୟରେ...

ତେଜିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ

କେନୋଶା,୨୬ା୮(ଏ.ପି.): ଆମେରିକାର ମିନିଆପଲିସରେ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ ମୁଣ୍ଡ ଟେକିଥିବା ଆନ୍ଦୋଳନ ଆଉ ଜଣେ କୃଷ୍ଣକାୟଙ୍କୁ ପୋଲିସର ଗୁଳିମାଡ଼ ପରେ ଆହୁରି ବ୍ୟାପକ ହୋଇଛି।...

ପ୍ରଧାନମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଋଷି ସୁନକ

ଲଣ୍ଡନ,୨୨ା୧୦: ବ୍ରିଟେନରେ ରାଜନୈତିକ ଅସ୍ଥିରତା ଶେଷ ହେଉନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପରେ ଲିଜ ଟ୍ରସ୍‌ କେବଳ ୪୪ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।...

ଆଫଗାନିସ୍ତାନ ଭୂକମ୍ପ: ଭାରତ ପଠାଇଲା ମାନବୀୟ ସହାୟତା

କାବୁଲ,୨୫ ।୬: ଆଫଗାନିସ୍ତାନର ପୂର୍ବ ପାକ୍ତିକା ଅଞ୍ଚଳରେ ଆସିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ହଜର ହଜାର...

ଜିନ୍‌ପିଙ୍ଗ୍‌ଙ୍କ ‘ମିଶନ ତାଇଓ୍ବାନ୍‌’ ପ୍ରଘଟ

ବେଜିଂ,୨୪ା୫: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ‘ସ୍ବତନ୍ତ୍ର ସାମରିକ ଅଭିଯାନ’କୁ...

ତାଲିବାନ ସରକାର ଗଠନ ପୂର୍ବରୁ କାବୁଲ ପହଞ୍ଚିଲେ ଆଇଏସ୍ ମୁଖ୍ୟ, ପାକିସ୍ତାନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ୍ କରିବାର କଲେ ବାହାନା

କାବୁଲ,୪ ।୯: ତାଲିବାନ ଖୁବଶୀଘ୍ର ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଯାଉଛି । ଏହି ସମୟରେ ତାଲିବାନର ବଡ ବଡ ନେତା ପାକିସ୍ତାନ ସହ କୌଣସି...

୧୮ ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେବେ କାନାଡ଼ା ପ୍ରଧାନମନ୍ତ୍ରୀ…

ଅଟଓ୍ବା,୩।୮ : କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୧୮ ବଷର ଦାମ୍ପତ୍ୟ ଜୀବନ ବିତାଇବା ପରେ ସ୍ତ୍ରୀ ସୋଫିଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ...

କୌଣସି ପକ୍ଷ ଚାହାନ୍ତି ନି ଯୁଦ୍ଧ: ଚାଇନା…

ବେଜିଂ,୨୩।୩ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ପାଇଁ ଭାରତ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଏକ ସରକାରୀ ନିମନ୍ତ୍ରଣ ପଠାଇଛି। ବୁଧବାର...

Advertisement
Archives

Model This Week