ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ହେଉଛନ୍ତି ଭାରତର ଜ୍ୱାଇଁ

ଲଣ୍ଡନ, ୨୪।୭: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ସହ ଏକ ଖାସ୍‌ ସମ୍ପର୍କ ରହିଛି। ବୋରିସ୍‌ ଗତବର୍ଷ ଛାଡପତ୍ର ଦେଇଥିବା ସ୍ତ୍ରୀ ମ୍ୟାରିନା ହ୍ବିଲର୍‌ଙ୍କ ମା’ ଜଣେ ଭାରତୀୟ ବୋଲି ଜଣାପଡିଛି। ମ୍ୟାରିନାଙ୍କ ପିତା ଚାଲର୍‌ସ ହ୍ବିଲର ବିବିସିର ଖବରଦାତା ଭାବେ ଭାରତରେ କାମ କରୁଥିଲାବେଳେ ଶିଖ ମହିଳା ଦୀପ ସିଂହଙ୍କୁ ବିବାହ କରିଥିଲେ। ନିକଟରେ ଏକ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ବୋରିସ୍‌ ନିଜ ଭାରତର ଜ୍ୱାଇଁ ବୋଲି ଅଭିହିତ କରିଥିଲେ। ଏହାସହ ଭାରତ ସହ ବ୍ୟାପାରିକ ସମ୍ପର୍କ ବୃଦ୍ଧି ଉପରେ ସେ ଜୋର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୯ ମୃତ

ନୁର-ସୁଲତାନ, ୨୭।୧୨: କାଜାଖସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ...

ତାଲିବାନ ନେତାଙ୍କୁ ଭେଟିଲା ଭାରତୀୟ ପ୍ରତିନିଧି ମଣ୍ଡଳ

କାବୁଲ,୨।୬: ଗତ ବର୍ଷ ଅଗଷ୍ଟ ପରଠାରୁ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ଭାରତୀୟ ପ୍ରତିନିଧୀ ଦଳ ଗୁରୁବାର କାବୁଲରେ ପହଞ୍ଚିଛନ୍ତି। ଭାରତୀୟ...

ବସ୍‌ ବିସ୍ଫୋରଣରେ ୩ ସୁରକ୍ଷାକର୍ମୀ ମୃତ, ୨୦ରୁ ଅଧିକ ଆହତ…

କ୍ୱେଟା,୫।୯: ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ରବିବାର ସକାଳେ ଏକ ବସ୍‌ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ...

ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି...

ମୁଶରଫ୍‌ଙ୍କୁ ଆଶ୍ୱସ୍ତି: ଦେଶଦ୍ରୋହ ମାମଲା ଉପରେ ରୋକ ଲଗାଇଲେ ଲାହୋର ହାଇକୋର୍ଟ

ଇସଲାମାବାଦ୍‌,୧୬।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଲାହୋର ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଦେଶଦ୍ରୋହ ମାମଲା ଉପରେ କୋର୍ଟ ରୋକ...

ଟ୍ରମ୍ପ୍‌ଙ୍କ ଧମକ: ଗୁଗୁଲ, ଫେସବୁକ୍‌ ଓ ଟୁଇଟର ଉପରେ ଚାଲିବ ମକଦମା

ଓ୍ବାଶିଂଟନ,୨୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ୍‌ ମିଡ଼ିଆକୁ ଧମକ୍‌ ଦେଇଛନ୍ତି। ଗୁଗୁଲ, ଫେସବୁକ୍‌ ଓ ଟୁଇଟର୍‌ ଉପରେ ମକଦମା ଚଳାଇବାକୁ ସେ ଚେତାବନୀ ଦେଇଛନ୍ତି।...

ରୁଷିଆକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି: କହିଲେ ଏଭଳି

ଓ୍ବାଶିଂଟନ,୧୯।୨: ୟୁକ୍ରେନ ସହ ରୁଷିଆ ମୁହାଁମୁହିଁ ସ୍ଥିତିରେ ରହିଛି। ଏହାକୁ ନେଇ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ରୁଷିଆକୁ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା...

ଏହି କାରଣ ପାଇଁ ପ୍ରଥମ ସ୍ତ୍ରୀଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ସ୍ବାମୀ

ବେଜିଂ,୨୫।୨: ଚାଇନା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୭୭୦୦ ଡଲାର ଅର୍ଥାତ୍‌ ସାଢ଼େ ୫ ଲକ୍ଷ ଟଙ୍କା...

Advertisement
Archives

Model This Week