Posted inଖେଳ

ବ୍ରାଡ୍‌ମ୍ୟାନଙ୍କ ୭୧ ବର୍ଷର ରେକର୍ଡକୁ ଟପିଲେ ରୋହିତ୍‌

ରାଞ୍ଚତ୍, ୨୧।୧୦- ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା (୨୧୨ ରନ) କ୍ୟାରିୟରର ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କରିବା ଅବସରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ଆଭରେଜ ହାସଲ କରିବାରେ ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନଙ୍କ ନାମରେ ରହିଥିବା ୭୧ ବର୍ଷର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଘରୋଇ ମାଟିରେ ଅତିକମ୍‌ରେ ୧୦ଟି ଟେଷ୍ଟ ଇନିଂସ ଖେଳି ସର୍ବାଧିକ ଆଭରେଜ ହାସଲ କରିବାରେ ଏବେ ରୋହିତ୍‌ ତାଲିକାର ଶୀର୍ଷରେ ରହିଛନ୍ତି। ଘରୋଇ ମାଟିରେ ରୋହିତ୍‌ ବର୍ତ୍ତମାନ ସୁଦ୍ଧା ୧୮ ଟେଷ୍ଟ ଇନିଂସରୁ ୧୨୯୮ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ଆଭରେଜ ୯୯.୮୪ ରହିଛି। ଏହି ତାଲିକାର ୨ୟ ସ୍ଥାନରେ ବ୍ରାଡ୍‌ମ୍ୟାନ (୯୮.୨୨) ରହିଛନ୍ତି। ବ୍ରାଡ୍‌ମ୍ୟାନ ୫୦ ଟେଷ୍ଟ ଇନିଂସରୁ ୪୩୨୨ ରନ କରିଛନ୍ତି। ଯଦି ପରବର୍ତ୍ତୀ ଘରୋଇ ଟେଷ୍ଟ ମ୍ୟାଚ୍‌ରେ ରୋହିତ୍‌ ବଡ଼ ସ୍କୋର କରିବାରେ ବିଫଳ ହୁଅନ୍ତି ତେବେ ଶୀର୍ଷ ସ୍ଥାନ ହରାଇବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌: ସବିତା ଅଧିନାୟକ, ଓଡ଼ିଶାର ଦୀପ ଗ୍ରେସ ଏକ୍କା ଉପଅଧିନାୟକ

ନୂଆଦିଲ୍ଲୀ,୨୧।୫: ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ ଟୁର୍ନାମେଣ୍ଟ ଲାଗି ଶନିବାର ଭାରତ ୨୪ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଜୁନ୍‌ରେ ନେଦରଲ୍ୟାଣ୍ଡ ଓ...

୫୮ବର୍ଷୀୟ ଜିତିଲେ ପଦକ

ଟୋକିଓ, ୨୭ା୭ (ପି.ଟି.)-କୁଏଟ୍‌ର ଅବଦୁଲ୍ଲା ଅଲ୍‌-ରଶିଦିଙ୍କ କ୍ଷେତ୍ରରେ ବୟସ ବାଧକ ହୋଇପାରି ନାହିଁ। ୫୮ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍ସ ଶୁଟିଂ ପୁରୁଷ ସ୍କିଟ୍‌ ଇଭେଣ୍ଟରେ...

ମହାନ ଭାରତୀୟ ପେସରଙ୍କ କ୍ଲବରେ ଉମେଶ

ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ କ୍ରେଗ ଓଭର୍ଟନଙ୍କୁ ଆଉଟ୍‌ କରି ଭାରତୀୟ ପେସର ଉମେଶ ଯାଦବ...

ଟସ୍‌ ଜିତିଲା କେକେଆର୍‌, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୬।୩ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ...

ମୁରଲୀଧରନଙ୍କ ସମକକ୍ଷ ହେଲେ ଅଶ୍ୱିନ

ଇନ୍ଦୋର, ୧୪।୧୧- ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଘରୋଇ ମାଟିରେ ଦ୍ରୁତତ୍ତମ ୨୫୦ ଟେଷ୍ଟ ଉଇକେଟ୍‌ ହାସଲ କରିବାରେ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ମୁଥିଆ...

ମୁମ୍ବାଇ ପାଟିରୁ ଛଡ଼ାଇ ଆଣିଲେ ମ୍ୟାଚ୍‌

ମୁମ୍ବାଇ,୨୭।୩: ସର୍ବାଧିକ ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ବି ବିଜୟ ସହ ଆଇପିଏଲ ସିଜନ୍‌ ଆରମ୍ଭ କରିପାରିନାହିଁ। ୧୭୮ ରନ୍‌ର ଚ୍ୟାଲେଞ୍ଜିଂ...

ଇସ୍ରୋକୁ ଅଭିନନ୍ଦନ ଜଣାଇଲା ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ,୨୩।୭: ଭାରତୀୟ ସ୍ପେସ ଇତିହାସରେ ଯୋଡି ହୋଇଛି ସ୍ବର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ତା’ର ଚନ୍ଦ୍ରଯାତ୍ରା...

ମାଳଦ୍ୱୀପରେ ଖେଳିବ ଚେନ୍ନାଇ ସିଟି

ନୂଆଦିଲ୍ଲୀ, ୨୨|୭ (ପି.ଟି.): ଆଇ-ଲିଗ୍‌ ୨୦୧୮-୧୯ ଚାମ୍ପିୟନ ଚେନ୍ନାଇ ସିଟି ଏଏଫ୍‌ସି କପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଏହାର ଅବଶିଷ୍ଟ ମ୍ୟାଚ୍‌ ମାଳଦ୍ୱୀପରେ ଖେଳିବ। ବହୁ ଦେଶରେ...

Advertisement
Archives

Model This Week