ବ୍ରାଜିଲ ବାରରେ ଗୁଳିମାଡ: ୪ ମୃତ

ରିଓ-ଡି-ଜେନେରିୟୋ,୩୦।୬: ବ୍ରଜିଲର ରିଓ-ଡି-ଜେନେରିଓରେ ଥିବା ଏକ ବାରରେ ଗୁଳିମାଡ ଫଳରେ ଅତିକମ୍‌ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ହେଲା ଦଳେ ଲୋକ ଏକାଠି ଆସି ଏଠାରେ ଆଖିବୁଜା ଗୁଳି ଚାଳନା କରିଥିଲେ। ବ୍ରାଜିଲର ଦ୍ୱିତୀୟ ବୃହତ୍ତମ ସହର ରିଓ-ଡି-ଜେନେରିଓରେ ପୋଲିସ ଓ ଅପରାଧିଙ୍କ ମଧ୍ୟରେ ନିତିଦିନ ଗୁଳି ବିନିମୟ ଯୋଗୁ ପରିସ୍ଥିତି ଖରାପ ହୋଇ ପଡିଛି। ତେବେ ଏହି ବାର୍‌ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବ୍ରାଜିଲରେ ହେଉଥିବା ହିଂସା ସହ ଏହା ଜଡିତ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ବାଟରେ କଣ୍ଟା ବିଛାଉଛି ପାକିସ୍ତାନ, ଛୋଟ ଜିହାଦି ଗୋଷ୍ଠୀଙ୍କୁ ସମର୍ଥନ…

କାବୁଲ/ଇସଲାମାବାଦ୍‌,୧୪।୧୧: ଆଫଗାନିସ୍ତାନରେ ପାକିସ୍ତାନ ତାଲିବାନ ବାଟରେ କଣ୍ଟା ବିଛାଉଛି। ଦେଶରେ ଥିବା ଛୋଟ ଜିହାଦି ଗୋଷ୍ଠୀଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥନ କରୁଛି। ତାଲିବାନକୁ...

ଚଳିତ ବର୍ଷ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା: ଲାଟିନ୍‌ ଆମେରିକାରେ ସର୍ବାଧିକ ୧୪

ପ୍ୟାରିସ୍‌, ୧୮।୧୨: ଚଳିତ ବର୍ଷ ପୃଥିବୀର ବିଭିନ୍ନ ଦେଶରେ ମୋଟ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ...

ଦ୍ୱିତୀୟ ଦିନରେ ରାଜଧାନୀ ଉପରେ ମିସାଇଲ ବର୍ଷା

ନୂଆଦିଲ୍ଲୀ,୨୫।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ବଡ଼ ସାମରିକ କାର୍ଯ୍ୟନୁଷ୍ଠାନ ଦେଖୁଛି ୟୁରୋପ। ପୂର୍ବତନ ସୋଭିଏଟ୍‌ ରାଜ୍ୟ ଉପରେ ରୁଷିଆର ସ୍ଥଳ, ସମୂଦ୍ର ଓ ବାୟୁ...

ନର୍ଡ ଷ୍ଟ୍ରିମ୍‌ରେ ଗ୍ୟାସ୍‌ ଲିକ୍‌

ଷ୍ଟକ୍‌ହୋମ୍‌, ୨୮।୯: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରଠୁ ପାଶ୍ଚାତ୍ୟ ଦେଶଗୁଡ଼ିକ ମସ୍କୋ ଉପରେ କଟକଣା ଜାରି କରିବାରେ ଲାଗିଛନ୍ତି। ରୁଷିଆ ସହ ତିକ୍ତତା ବଢ଼ି ଚାଲିଥିବାବେଳେ...

ଏଲିଜାବେଥ୍‌ଙ୍କ ପରେ ମାର୍ଗାରେଟ୍‌

କୋପେନ୍‌ହାଗେନ, ୧୧ା୯: ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରଲୋକ ପରେ ଏବେ ଡେନ୍‌ମାର୍କର କୁଇନ୍‌ ମାର୍ଗାରେଟ୍‌ ଦ୍ୱିତୀୟ ୟୁରୋପର ସର୍ବାଧିକ କାଳ ଶାସନରେ ଥିବା ମହାରାଣୀ ହୋଇଛନ୍ତି। ବାପା...

ଶକ୍ତି ପରୀକ୍ଷାରେ ବିଜୟୀ ହେଲେ ଇମ୍ରାନ୍‌

ଇସଲାମାବାଦ୍‌,୬।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଉପରୁ ସଙ୍କଟ ହଟି ଯାଇଛି। ଶନିବାର ନ୍ୟାଶନାଲ ଆସେମ୍ବ୍ଲିରେ ଇମ୍ରାନ ଶକ୍ତି ପରୀକ୍ଷାରେ ବିଜୟୀ ହୋଇଛନ୍ତି। ସରକାରଙ୍କୁ...

ସୁମେରୁରେ ତରଳୁଛି ହିମବାହ

ସୋଚି(ରୁଷିଆ),୨୩।୧୧: ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ସୁମେରୁରେ ବୃହତ୍‌ ହିମବାହ ତରଳିବାରେ ଲାଗିଛି। ଫଳରେ ନୂଆ ଶିପିଂ ରୁଟ୍‌ ଖୋଲିବ। ଭାରତ ମହାସାଗର ଉପରେ...

ଆମେରିକାର କଲରାଡୋରେ ଫୁଟିଲା ଗୁଳି ୧ ମୃତ, ୪ ଆହତ

କଲରାଡୋ,୬ ।୨: ଆମେରିକାରେ ଲଗାତାର ଗୁଳିକାଣ୍ଡ ଘଟଣା ଏବେ ସମସ୍ତଙ୍କୁ ଯେମିତି ଚିନ୍ତାରେ ପକାଇ ଦେଇଛି । କଲରାଡୋର ଫାଲକନ ଅଞ୍ଚଳରେ ରବିବାର ଅର୍ଥାତ୍ ୫...

Advertisement
Archives

Model This Week