ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ବୌଦ୍ଧ, ୨୮ା୪(ସ୍ବ.ପ୍ର): ବୌଦ୍ଧ ଜିଲା ଓକିଲ ସଂଘ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ସଂଘ କାର୍ଯ୍ୟାଳୟ ପରିସରରେ ଜିଲା ସଂଘ ସଭାପତି ତାରେଣୀ କୁମାର ମହାପାତ୍ର ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ମଧୁବାବୁ ଓଡିଆ ଜାତିର ସ୍ବାଭିମାନର ପ୍ରତୀକ ବୋଲି କହିଥଲେ। ସଭାରେ ସଂଘ ସମ୍ପାଦକ ଅଶୋକ କୁମାର ମିଶ୍ର, ଆଇନଜୀବୀ ଅଶୋକ କୁମାର ସାହୁ, ଦେବରଞ୍ଜନ ବିଶି, ଜ୍ଞାନରଞ୍ଜନ ପଟ୍ଟନାୟକ, ପରମେଶ୍ୱର ବିଶି, ସୋମେଶଦତ୍ତ ବିଶ୍ୱାଳ, ଜୁଲିୟସ ମହାକୁଲ, ଅମ୍ରିତ ପ୍ରଧାନ, ପ୍ରୀତମ ମିଶ୍ର, ବିମ୍ବମୋହନ ଶତପଥୀ ଓ ଓକିଲ ସଂଘ କର୍ମଚାରୀ ରଙ୍କନିଧି ଲୋଇ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକା ମଝିରେ ଲଞ୍ଚ ଅଚଳ: ଫସିରହିଲେ ଯାତ୍ରୀ

କୃଷ୍ଣପ୍ରସାଦ,୧୮।୯(ଡି.ଏନ୍‌.ଏ.): ଚିଲିକା ମଧ୍ୟରେ ଶନିବାର ଏକ ଲଞ୍ଚ ଅଚଳ ହୋଇଯାଇଥିଲା। ଫଳରେ ଯାତ୍ରୀ ୨ ଘଣ୍ଟା ଜଳବନ୍ଦୀ ହୋଇ ରହିଥିଲେ। ଅନ୍ତର୍ଜାତୀୟ ଜଳପଥ ପରିବହନ ବିଭାଗର...

ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରୀ ତାପମାତ୍ରା

ଫୁଲବାଣୀ ଅଫିସ, ୩୦ା୧୨-କନ୍ଧମାଳ ଜିଲାରେ ଅଥୟ ହେଲାଣି ଶୀତ। ସକାଳଠୁ ରାତି ପର୍ଯ୍ୟନ୍ତ ଶୀତ ପ୍ରକୋପରେ ଲୋକେ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି। ଗତ...

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଖେଳକୁଦ ପ୍ରତିଯୋଗିତା

ବାରିପଦା ଅଫିସ,୧୬ା୧୧- ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶମତେ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଲକ୍ଷ୍ମୀପୋଷିସ୍ଥିତ ସ୍ବତନ୍ତ୍ର ଅନ୍ଧ ଓ ବଧିର ବିଦ୍ୟାଳୟର...

ନାବାଳିକା ବଳାତ୍କାର ମାମଲାରେ ମହିଳା ଗିରଫ

ସମ୍ବଲପୁର,୧୪ା୩(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ପୂର୍ବରୁ ସାହାସପୁର ପଞ୍ଚାୟତର...

ମାନବିକତା ଦେଖାଇଲେ ସରପଞ୍ଚଙ୍କ ସ୍ବାମୀ

ବରଗଡ଼ ଅଫିସ୍‌,୨।୬ ବାଟବଣା ହୋଇ ଫସି ରହିଥିବା ଝାଡ଼ଖଣ୍ଡର ପ୍ରବାସୀ ମା, ପୁଅଙ୍କୁ ସହଯୋଗ କରି ସୋମବାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ କାଂସଡ଼ା...

ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ

ବାରଙ୍ଗ,୧ା୬(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ ଘଟିଛି। ଭାଲୁଟିକୁ ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା।...

ପାରାଦୀପରେ ଭୂତଳ ଜଳ ସାଜିଛି ନୀରବ ଘାତକ

ପାରାଦୀପ,୧୮ା୫(ସ୍ବ.ପ୍ର.): ପାରାଦୀପ ତଥା ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଜଳ,ବାୟୁ,ମୃତ୍ତିକା ଆଦି ପ୍ରଦୂଷିତ ବୋଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ...

ଟ୍ରାଇ ସାଇକେଲରେ ଭବିଷ୍ୟତ ସ୍ବପ୍ନ

ବାଲେଶ୍ୱର ଅଫିସ, ୩୦।୬: ପରିବାର ଦାୟିତ୍ୱ ଆଗରେ ହାର୍‌ ମାନିଛି ଶାରୀରିକ ଅକ୍ଷମତା। ଅଭାବ ଅନାଟନ ସତ୍ତ୍ୱେ ସେ ୪ ପ୍ରାଣୀଙ୍କ ମୁହଁରେ ହସ ଫୁଟାଇ ଚାଲିଛନ୍ତି।...

Advertisement
Archives

Model This Week