ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଅଚଳ:ପାଣି ପାଉ ନାହାନ୍ତି ଗ୍ରାମବାସୀ

ତେଲକୋଇ, ୭।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଜୋଡା ପଞ୍ଚାୟତ ଅଧିନର ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଯୋଜନା ୨୦୦୮ ମସିହାରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ୧୫ଦିନ ହେବ ଉକ୍ତ ଜଳପ୍ରକଳ୍ପ ବନ୍ଦ ହୋଇଥିବା ଯୋଗୁଁ ଗ୍ରାମବାସୀ ଅଚଳ ନଳକୂପ ଉପରେ ନିର୍ଭର କରୁଛନ୍ତି। ଉକ୍ତ ଗ୍ରାମରେ ୭୫ପରିବାରରୁ ଉର୍ଦ୍ଧ ଲୋକେ ଏହି ପାନୀୟଜଳ ପାଉଥିଲେ। ଏନେଇ ପୂର୍ବତନ ଜିଲ୍ଲା ପରିଷଦ ବିଦ୍ୟାଧର ରାଉଳ ସମେତ ମହେନ୍ଦ୍ର ନାୟକ, ହରେକୃଷ୍ଣ ବାରିକ, ସ୍ଥାନୀୟ ସରପଞ୍ଚ, ପରମେଶ୍ୱର ମୁଣ୍ଡା ଓ ଗ୍ରାମବାସୀ ଜିଲାପାଳ ଓ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚରାଯିବାରୁ ସେ କହିଲେ ଯେ ଜଳ ଯୋଗାଣ ବ୍ୟାହତର କାରଣ ବିଦ୍ୟୁତ ସମସ୍ୟା। ତେବେ ଏନେଇ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରାଯାଇଛି। ତୁରନ୍ତ ପ୍ରତି ୱାର୍ଡକୁ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ସେ ତାଙ୍କ ପ୍ରତକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Bear: ମହୁ ଖାଇବାକୁ ଆସି ଗଛରେ ଚଢ଼ିଗଲା ଭାଲୁ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ…

ନୀଳଗିରି,୧୭ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରଗଉରା ପାଖରେ ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ୍‌ ତାର...

ଅଙ୍ଗନଓ୍ବାଡି ଦିଦିଙ୍କୁ ହାଣିପକାଇଲେ, ଅବସ୍ଥା ସଙ୍କଟାପନ୍ନ

ସିମୁଳିଆ,୧୬।୨(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବରି ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ସୁକାନ୍ତି ସାହୁ(୪୮) ନାମକ ଜଣେ ଅଙ୍ଗନଓ୍ବାଡ଼ି ଦିଦି ଦୁର୍ବୃତଙ୍କ ଆକ୍ରମଣର...

୨କାର ମୁହଁ।ମୁହିଁ ଧକ୍କା, ଆହତ ହେଲେ…

ପାଟଣା,୧୪।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପିପିଳୀଆ ରାସ୍ତାର ସୁଆମ ବାଙ୍କ ନିକଟରେ ଶୁକ୍ରବାର ଏକ ଫର୍ଚୁନର ସହ ବୋଲେରୋର ମୁହଁ।ମୁହିଁ ଧକ୍କା ଫଳରେ...

ପ୍ରୟାଗରାଜ ଯାଉଥିବା ବସ୍‌ ଦୁର୍ଘଟଣା: ୨୫ ଆହତ, ୩ ଗୁରୁତର

ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍‌ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ...

ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି: ଯେତେ ଖୋଜିଲେ ସେତେ ମିଳୁଛି  

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ): ରେମୁଣା ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି। ଭିଜିଲାନ୍ସ ଅଧିକାରୀଙ୍କ ହୋସ ଉଡାଇଦେଲା ଭଳି ବିଦ୍ୟାଧର ପତିଙ୍କ ସମ୍ପତ୍ତି। ଭିଜିଲାନ୍ସ କୋଟିଏ ଟଙ୍କାର...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ : ରେମୁଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୧୧।୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରେମୁଣା ତହସିଲଦାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ...

ବାଲେଶ୍ୱର ସହରର ଜଣେ ଯୁବତୀଙ୍କୁ ଦେଖା କରିବାକୁ ବାରମ୍ବାର ଦିଲ୍ଲୀରୁ ଆସୁଥିଲେ ଯୁବବ, ଏବେ ହୋଟେଲ୍‌ ରୁମରୁ

ବାଲେଶ୍ୱର,୯।୨(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଖୁଣ୍ଟା ଥାନା ଅଞ୍ଚଳର ଏକ ହୋଟେଲ ରୁମରୁ ଶନିବାର ରାତିରେ ଜଣେ ଦିଲ୍ଲୀ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି।...

ଅଧ୍ୟକ୍ଷଙ୍କ ସହ ଶାରୀରୀକ ସମ୍ପର୍କ ନ ରଖିଲେ ପରୀକ୍ଷାରେ କରିଦେବେ ଫେଲ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଲା ପରେ…

ସୋର,୮ା୨(ଜନ୍ମେଜୟ ମିଶ୍ର): ସୋର ଥାନା ବାଗୁଡ଼ି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ(ସିଟି ସ୍କୁଲ)ର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri