ବେଜିଂରୁ ହଟାଯିବ ମୁସଲମାନଙ୍କ ସମସ୍ତ ପ୍ରତୀକ

ବେଜିଂ,୧।୮: ଚାଇନାର ରାଜଧାନୀ ବେଜିଂରୁ ଏଣିକି ମୁସଲମାନଙ୍କ ସମସ୍ତ ପ୍ରତୀକକୁ ହଟାଯିବ ବୋଲି ଚାଇନା ସରକାର ନିର୍ଦ୍ଦେଶ ଦେଇଛନ୍ତି। ହଲାଲ ରେସ୍ତୋରାଁଠାରୁ ଆରମ୍ଭ କରି ଫୁଡ ଷ୍ଟଲ ପର୍ଯ୍ୟନ୍ତ ସବୁଠି ଆରବ ଭାଷାରେ ଲେଖା ଯାଇଥିବା ଶବ୍ଦ ଓ ମୁସଲମାନଙ୍କ ପ୍ରତୀକକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଇନାର ଏହି ପଦକ୍ଷେପ ପଛରେ ଥିବା ଉଦ୍ଦେଶ୍ୟ ହେଉଛି ଏଠାରେ ଥିବା ସବୁଲୋକ ଚାଇନା ସଂସ୍କୃତି ସହ ଯୋଡି ହୋଇଯାଆନ୍ତୁ। ସୂଚନାଯୋଗ୍ୟ, ୨୦୧୬ରୁ ଚାଇନାରେ ଆରବ ଭାଷା ଓ ମୁସଲମାନ ପ୍ରତୀକ ହଟାଇବାକୁ ଯୋଜନା କରାଯାଉଛି। ଏବେ ପାଖାପାଖି ୧୧ଟି ରେସ୍ତୋରାଁରେ ଥିବା ମୁସଲମାନଙ୍କ ପ୍ରତୀକକୁ ହଟାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟରରେ ଛଟେଇ ଆରମ୍ଭ

ନୂଆଦିଲ୍ଲୀ/ଓ୍ବାଶିଂଟନ,୫ା୧୧: କାଲିଫର୍ନିଆସ୍ଥିତ ସାନ୍‌ଫ୍ରାନ୍ସିସ୍କୋରେ ମୁଖ୍ୟାଳୟ ଥିବା ଆମେରିକୀୟ ଟେଲିକମ୍ୟୁନିକେଶନ କମ୍ପାନୀ ଟୁଇଟରକୁ ବିଶ୍ୱର ସବୁଠୁ ଧନୀ ତଥା ଇଲେକ୍ଟ୍ରୋନିକ୍‌ କାର୍‌ ଟେସ୍‌ଲା ନିର୍ମାତା ଏଲନ୍‌ ମସ୍କ...

ଗୋଟାବାୟାଙ୍କ ବିରୋଧରେ ଆସିବ ମହାଭିଯୋଗ

କଲମ୍ବୋ, ୧୪ା୪: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଘନେଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ...

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା ହିଁ ପ୍ରକୃତ ପ୍ରେମ, କହିଲେ ପୋପ ଫ୍ରାନ୍ସିସ…

ଭଟିକାନ ସିଟି, ୨୨।୬ : ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସ ତାଙ୍କ ବିବୃତ୍ତି ଯୋଗୁ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲାଇମଲାଇଟକୁ...

ମ୍ୟାନ୍‌ମାରରେ ଅନିଶ୍ଚିତତା

ନାପିତାଉ, ୩।୨(ଆଇଏଏନ୍‌ଏସ୍‌): ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ମ୍ୟାନ୍‌ମାର ସୈନ୍ୟବାହିନୀ ସୋମବାର ବିଦ୍ରୋହ ବଳରେ ଦେଶ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ନୋବେଲ ପୁରସ୍କାର ବିଜେତା ନେତ୍ରୀ...

ଭୋକ ଉପାସରେ ଲୋକେ, କିମ୍‌ଙ୍କ ଚିନ୍ତା ବଢ଼ିଲା…

ଜେନେଭା,୨୩।୧୦: ଉତ୍ତର କୋରିଆରେ ଲୋକଙ୍କ ଦୁଇବେଳା ଦୁଇମୁଠା ଖାଇବାକୁ ମିଳୁ ନାହିଁ। ଏନେଇ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ...

୩ ଥର ଝୁଣ୍ଟିଲେ ବାଇଡେନ୍‌: ଭିଡ଼ିଓ ଭାଇରାଲ

ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏୟାର ଫୋର୍ସ ଓ୍ବାନ୍‌ ବିମାନରେ ଚଢ଼ିବା ସମୟରେ ୩ ଥର ଝୁଣ୍ଟିଛନ୍ତି। ଶେଷରେ ସେ ନିଜକୁ ସମ୍ଭାଳି ବିମାନରେ...

ୟୁରୋପୀୟ ସଂଘର ଅଭିଯୋଗ, ଚାରି ଗୁଣା ମହଙ୍ଗା ଗ୍ୟାସ ବିକ୍ରି କରୁଛି ଆମେରିକା, ଶକ୍ତି ସଙ୍କଟରେ ୟୁରୋପ

ବ୍ରସେଲ୍ସ,୨୮ ।୧୧: ୟୁରୋପୀୟ ସଂଘ(ଇୟୁ) ଆମେରିକା ଉପରେ ଅଭିଯୋଗ ଆଣିଛି କି ଆମେରିକା ସହଯୋଗୀ ହେବା ପରେ ବି ଏହାର ମଜବୁରିର ଫାଇଦା ଉଠାଉଛି ।...

ପୃଥିବୀରେ ମଙ୍କିପକ୍ସ ମାମଲା ୭୦ ହଜାର ଟପିଲା, ସତର୍କ ସୂଚନା ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୧୩।୧୦ : ସମଗ୍ର ବିଶ୍ୱରେ ମଙ୍କିପକ୍ସ ମାମଲା ରେ ବହୁତ ବୃଦ୍ଧି ଘଟିଛି । ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ମଙ୍କିପକ୍ସ ସହ ଜଡିତ...

Advertisement
Archives

Model This Week