ବୁଲି ଯାଇଥିଲେ ମାଲେସିଆ, କରୋନା ଭୟରେ ଝାରସୁଗୁଡ଼ା ଚିକିତ୍ସାଳୟ ଆସିଲେ ଯୁବକ

ଝାରସୁଗୁଡା ଅଫିସ,୬।୩- କରୋନା ସଂକ୍ରମଣ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମହାମାରୀ ସାଜିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏହି କ୍ରମରେ ଶୁକ୍ରବାର ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ଜଣେ ଯୁବକ କରୋନା ସଂକ୍ରମିତ ସନ୍ଦେହରେ ଆସିଛନ୍ତି। ସେ ମାଲେସିଆ ବୁଲିବାକୁ ଯାଇଥିଲେ ଏବଂ ନିକଟରେ ଫେରିଛନ୍ତି। ତାଙ୍କ ଘର ଏହି ଜିଲାର ବଗଡ଼ିହା ଅଞ୍ଚଳରେ। ତେବେ ତାଙ୍କ ନିକଟରେ ଏହି ଭୂତାଣୁ ସଂକ୍ରମଣ କରିଥିବା ନେଇ କୌଣସି ଲକ୍ଷଣ ନ ଥିବା କହିଛନ୍ତି ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ । ତଥାପି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖା ଯାଇଛି। ତାଙ୍କୁ ଭୟଭୀତ ନ ହେବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ନବୀନଙ୍କ ନୂଆ ଲୁକ୍‌

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏକ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୦,୯୪୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଟ୍ୟାଙ୍କର-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ,୫ ଆହତ ମୁହାଁମୁହିଁ

କୋରାପୁଟ,୬।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମ ଛକ ନିକଟରେ ଗୁରୁବାର ଟ୍ୟାଙ୍କର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଦୁଇଭାଇ

ବରଗଡ଼ ଅଫିସ୍‌,୧୧।୧: ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି...

ଓଡ଼ଗାଁରେ ପ୍ରବଳ ଗ୍ରୀଷ୍ମପ୍ରବାହ: ଆଦର୍ଶ ଥାନା ପକ୍ଷରୁ ଦହିପଣା ଷ୍ଟଲ୍‌ର ଶୁଭାରମ୍ଭ

ଓଡ଼ଗାଁ,୧୫।୫(ସ୍ବ.ପ୍ର.): ସମ୍ପ୍ରତି ଦିନକୁ ଦିନ ସ୍ଥାନୀୟ ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ଆଖପାଖ ଅଞ୍ଚଳରେ ପାରଦ ୪୨ରୁ ୪୩ ଡିଗ୍ରୀ ଛୁଇଁଛି । ଗ୍ରୀଷ୍ମପ୍ରବାହରେ...

ପୋଲାଭରମ୍‌ ସିଇଓଙ୍କୁ ନଭେମ୍ବର ୭ରେ ଏନ୍‌ଜିଟିରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ଇନ୍ଦିରା ସାଗର ପୋଲାଭରମ ପ୍ରକଳ୍ପର ସିଇଓଙ୍କୁ ଆସନ୍ତା ନଭେମ୍ବର ୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲାଭରମ ପ୍ରକଳ୍ପ...

‘ଓଡ଼ିଶା ମୋ ପରିବାର’ରେ ଫାଟ

ଅନୁଗୋଳ ଅଫିସ, ୧୦ା୮: ଅନୁଗୋଳ ଜିଲାରେ ବିଜୁ ଜନତା ଦଳର ‘ଓଡ଼ିଶା ମୋ ପରିବାର’ ଓ ‘ଜୀବନ ବିନ୍ଦୁ’ର ପୁନର୍ଗଠନ ହେଉ ହେଉ ଏଥିରେ ଫାଟ ଦେଖାଦେଇଥିବା...

ଆଲବମ୍‌ ଅଭିନେତ୍ରୀ କରାଇଦେବାକୁ କହି ବଳାତ୍କାର

ଭୁବନେଶ୍ୱର,୫।୩(ବ୍ୟୁରୋ): ଆଲବମ ଅଭିନେତ୍ରୀ କରାଇଦେବାକୁ କହି ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଏନେଇ ପୀଡିତା ଓ ତାଙ୍କ ପରିବାର ଲୋକେ ଭରତପୁର ଥାନାରେ ଲିଖିତ ଅଭିଯୋଗ...

Advertisement
Archives

Model This Week