Advertisement
Posted inଜାତୀୟ

ବିହାରରେ ଏନ୍‌ଡିଏ ଆଗରେ ମେଣ୍ଟ ପଛରେ

ପାଟନା,୨୩।୫: ବିହାରର ୩୫ଟି ଯାଗ ଲୋକ ସଭା ଆସନରେ ଏନ୍‌ଡିଏ ଏବେ ସୁଦ୍ଧା ଅଗାରେ ଥିବା ସୂଚନା ମିଳିଛି। ଏଠାରେ ମେଣ୍ଟ କେବଳ ପାଟଳିପୁତ୍ର ଆସନରେ ଆଗୁଆ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ୧ ରୁ ପିଲାଙ୍କ ପାଇଁ କୋ-ଓ୍ବିନ୍‌ ପଞ୍ଜିକରଣ…

ନୂଆଦିଲ୍ଲୀ, ୨୭।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ପୂରା ବିମାନ ବୁକ୍‌ କଲେ ଗୋଟିଏ ପରିବାରର ୪ ସଦସ୍ୟ

ଭୋପାଳ,୨୮।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନ ବନ୍ଦରରୁ ଗତ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହାସହ ଚାର୍ଟର ବିମାନ ଚଳାଚଳ...

୨୫ କୋଟି ଲଟେରି ଜିତିଲେ ଅଟୋଚାଳକ

ଥିରୁଭାନନ୍ତପୁରମ୍‌,୧୯।୯: କେରଳର ଜଣେ ଅଟୋ ଚାଳକ ୨୫ କୋଟି ଟଙ୍କାର ଲଟେରି ଜିତିଛନ୍ତି। ଅଟୋରୁ ରୋଜଗାର ଭଲ ହେଉ ନ ଥିବାରୁ କେରଳର ଶ୍ରୀବରହାମରେ ରହୁଥିବା...

‘ମମତାଙ୍କ ସରକାର ବି ଭାଙ୍ଗିବ’

କୋଲକାତା,୨୮ା୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭଳି ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ମଧ୍ୟ ଉପୁଜିବ ବୋଲି ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା...

ପ୍ରଥମେ ଚିନ୍ତାଧାରା ପରିବର୍ତ୍ତନ କର, ତେବେ ଯାଇ ବଦଳିବ ଦେଶ

ନୂଆଦିଲ୍ଲୀ,୧୮।୩: ମହିଳାମାନେ ପିନ୍ଧୁଥିବା ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଦେଇଥିବା ମନ୍ତବ୍ୟ ଏବେ ଦେଶରେ ଆଲୋଚନାର ବିଷୟ ହୋଇଛି। ଏହାକୁ ନେଇ...

ଶବଦାହ ଗୃହରୁ ଚୋରି କରୁଥିଲେ ମୃତଦେହର ପୋଷାକ

ବାଘପଟ, ୯ା୫ : ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ବାଘପଟର ଶବଦାହ ଗୃହରୁ ମୃତଦେହର ପୋଷାକ ଚୋରି କରୁଥିବା ୭ ଜଣ ଗିରଫ ହୋଇଛନ୍ତି। ଏ ନେଇ...

ମହାକାଶରୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୪ ।୮: ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଦେଶ ପାଳନ କରୁଛି ‘ଆଜାଦି କା ଅମୃତ ମହୋତ୍ସବ’ । ସାରା ବିଶ୍ୱରୁ ଭାରତକୁ ଶୁଭେଚ୍ଛା...

‘ଅଗ୍ନିପଥ’ ଯୋଜନା: ବୟସସୀମା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରିବା ସହ କିଛି ସ୍ଥାନରେ ଆନ୍ଦୋଳନ ଏହାକୁ ନେଇ ଆନ୍ଦୋଳନ କରାଯାଉଛି। ତେବେ ବିରୋଧ ପରେ କେନ୍ଦ୍ର...

Advertisement
Archives

Model This Week