ବିବାହ ପୂର୍ବରୁ ଏହି ଅଭିନେତ୍ରୀମାନେ ଥିଲେ ଗର୍ଭବତୀ !

ବଲିଉଡ୍‌ର କିଛି ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା। ତେବେ ଜାଣନ୍ତୁ କେଉଁମାନଙ୍କ ନାମ ଏହି ଚର୍ଚ୍ଚାର ପରିସରକୁ ଆସିଥିଲା।

ଶ୍ରୀଦେବୀ : ବିବାହ ପୂର୍ବରୁ ଶ୍ରୀଦେବୀ ଗର୍ଭବତୀ ଥିବା ସେତେବେଳେ ବଲିଉଡ୍‌ରେ ଚର୍ଚ୍ଚା ହୋଇଥିଲା। ଶ୍ରୀଦେବୀ ବି ଖୋଲାଖୋଲି କହିଥିଲେ, ସେ ବୋନିକପୁରଙ୍କ ପିଲାର ମାଆ ହେବାକୁ ଯାଉଛନ୍ତି। ପରେ ବୋନି କପୁରଙ୍କୁ ବିବାହ କରି ନେଇଥିଲେ। ଶ୍ରୀଦେବୀଙ୍କ ଦେହାନ୍ତ ହୋଇସାରିଥିବାବେଳେ ତାଙ୍କର ଦୁଇଝିଅ ଅଛନ୍ତି ଜାହ୍ନବୀ ଏବଂ ଖୁସି।

କୋଙ୍କଣା ସେନ୍‌ ଶର୍ମା : ବୟଫ୍ରେଣ୍ଡ୍‌ ରଣବୀର ଶୌରଙ୍କୁ ହଠାତ୍‌ ବିବାହ କରିଥିଲେ କୋଙ୍କଣା। ବିବାହର କିଛିଦିନ ପରେ ଦୁଇଜଣ ମାତାପିତା ହେବାକୁ ଯାଉଥିବା ଘୋଷଣା କରିଥିଲେ। କୁହାଯାଏ, ଗର୍ଭବତୀ ଥିବାରୁ କୋଙ୍କଣା ହଠାତ୍‌ ବିବାହ କରିନେଇଥିଲେ।

ମହିମା ଚୌଧୁରୀ : ବିବାହ ପୂର୍ବରୁ କୁଆଡ଼େ ଗର୍ଭବତୀ ଥିଲେ ମହିମା। ପରେ ସେ ବବି ମୁଖାର୍ଜୀଙ୍କୁ ବିବାହ କରିଛନ୍ତି।

ସେଲିନା ଜେଟ୍‌ଲି : ଅନ୍ୟ ଅଭିନେତ୍ରୀଙ୍କ ପରି ସେଲିନା ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ଥିବା ବଲିଉଡ୍‌ରେ ଚର୍ଚ୍ଚା ହେଉଥିଲା। ସେଲିନା ପିଟର ହଗ୍‌ଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ଜାଆଁଳା ସନ୍ତାନ ଅଛନ୍ତି।

ଟ୍ବିଙ୍କିଲ୍‌ ଖାନ୍ନା : ବିବାହ ପୂର୍ବରୁ ଟ୍ବିଙ୍କିଲ ଗର୍ଭବତୀ ଥିବା ଶୁଣିବାକୁ ମିଳିଥିଲା। ୨୦୦୧ରେ ଟ୍ବିଙ୍କିଲ ଏବଂ ଅକ୍ଷୟଙ୍କ ବିବାହ ହୋଇଥିଲା। ବର୍ତ୍ତମାନ ଦୁଇଜଣଙ୍କ ବୈବାହିକ ଜୀବନ ବେଶ୍‌ ହସଖୁସିରେ କଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ପର୍ସନାଲିଟି ପାଇଁ ଦର୍ଶକଙ୍କ ମନ ଜିଣିଛନ୍ତି ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତାଙ୍କ ଉଦାରତା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ। ଏବେ କିନ୍ତୁ ତାଙ୍କ...

‘ଗୀଥା ଗୋବିନ୍ଦମ’ରେ ଅଭିନୟ କରିବାକୁ ପ୍ରଥମେ ଅରାଜି ଥିଲେ ବିଜୟ

‘ଗୀଥା ଗୋବିନ୍ଦମ୍‌’ ଟଲିଉଡ୍‌ର ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ବିଜୟ ଦେବରାକୋଣ୍ଡା ଓ ରଶ୍ମୀକା ମନ୍ଦାନ୍ନା। ବକ୍ସ ଅଫିସରେ...

ଜାପାନରେ ‘ଆରଆରଆର’ର ଜଲୱା, ଗୋଟିଏ ସପ୍ତାହରେ ସବୁଠାରୁ ଅଧିକ ଆୟ କରିଥିବା ଭାରତୀୟ ଫିଲ୍ମ ତାଲିକାରେ ସାମିଲ

ମୁମ୍ବାଇ: ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଅଭିନୀତ ଏସ ଏସ ରାଜାମୌଳିଙ୍କ ବ୍ଲକବଷ୍ଟର ମୁଭି ‘ଆରଆରଆର’ ଜାପାନି ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିବାରେ...

ଏହି ମାମଲାରେ ସୁପରମଡେଲ ଗିଗି-ଜୈନଙ୍କୁ କାଟିଲେ ବିରୁଷ୍କା: ରଚିଲେ ନୂଆ ରେକର୍ଡ

ବମ୍ବେ: ଭାରତୀୟ କ୍ରିକେଟର ବିରାଟ କୋହଲୀ ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ଶେୟାର...

କନ୍ୟା ସନ୍ତାନର ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରଥମ କନ୍ୟା ସନ୍ତାନର ମା’ ହେଲେ ଅଭିନେତ୍ରୀ ଶ୍ରୀୟା ସରଣ। ସେ ସୋମବାର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ...

ରିୟାଲିଟି ଶୋ’ରେ ଅଧିକ ଫି’ ଚାର୍ଜ କରୁଛନ୍ତି ଏହି କପଲ

ମୁମ୍ବାଇ: ଟିଭି ଏବଂ ଫିଲ୍ମ ଜଗତର ସେଲିବ୍ରିଟିମାନେ ସେମାନଙ୍କ ସାଥୀମାନଙ୍କ ସହିତ ରିୟାଲିଟି ଶୋ’ସ୍ମାର୍ଟ ଯୋଡ଼ି’ର ମଞ୍ଚରେ ନଜର ଆସିବେ। ଆଜି ଅର୍ଥାତ୍‌ ୨୬ ଫେବୃୟାରୀରୁ...

ପ୍ରିୟଙ୍କାଙ୍କ ନିର୍ବନ୍ଧ ମୁଦିର ଦାମ୍‌ କେତେ ଜାଣନ୍ତି

ବଲିଉଡ ପରେ ହଲିଉଡରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ପ୍ରିୟଙ୍କାଙ୍କ ଫ୍ୟାଶନ ତାଙ୍କୁ ଅନ୍ୟ...

କୃଷି ଆଇନ ପ୍ରତ୍ୟାହାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା

ପ୍ରସିଦ୍ଧ କଙ୍ଗନା ରାଣାୱତ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। କୃଷି ଆଇନ ପ୍ରତ୍ୟାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଲଜ୍ଜାଜନକ...

Advertisement
Archives

Model This Week