ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ପରିବହନ; ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ

ଅନୁଗୋଳ ଅଫିସ, ୭।୧୧:  ଅନୁଗୋଳ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପଦସଙ୍କୁଳ ଅବସ୍ଥାରେ ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଗାଡ଼ି ଧରାଯିବା ସହ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ଅନୁଗୋଳ ସହର ଓ ବନ୍ତଳା ଅଞ୍ଚଳରେ ପରିବହନ କାର୍ଯ୍ୟାଳୟ ଅଧିକାରୀ ଚଢ଼ାଉ କରି ୨ଟି କଲେଜ ବସ୍‌, ୨ଟି ଟାଟା ମ୍ୟାଜିକ ଓ ଗୋଟିଏ ଅଟୋକୁ ଧରିଥିଲେ। ଚଢ଼ାଉବେଳେ ବିପଦସଙ୍କୁଳ ଅବସ୍ଥାରେ ପିଲାଙ୍କୁ ପରିବହନ, ଫିଟ୍‌ନେସ ସାର୍ଟିିଫିକେଟ ନ ଥିବା ଗାଡ଼ିଗୁଡିକରୁ ଜରିମାନା ଆଦାୟ କରାଯିବା ସହ ଚାଳକଙ୍କୁ ତାଗିଦ୍‌ କରାଯାଇଥିବା ଏମ୍‌ଭିଆଇ ଚିତ୍ତରଞ୍ଜନ ସେନାପତି ସୂଚନା ଦେଇଛନ୍ତି। ଆଡିସିନାଲ ଆରଟିଓ ବିନୟ ପାଲ ଓ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ଡଲ୍‌ଫିନ୍‌

ପୁରୀ ଅଫିସ,୨୭ା୨: ପୁରୀ ସମୁଦ୍ରରେ ବୁଧବାର ସକାଳେ ୩ଟି ଡଲ୍‌ଫିନ ଦେଖାଯାଇଛନ୍ତି। ଉପକୂଳଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ଏହି ଡଲଫିନ ଯାଉଥିବାରୁ ପର୍ଯ୍ୟଟକମାନେ ଦେଖି...

ପ୍ରାର୍ଥୀଙ୍କ ସହ ଗଡ଼ ସମ୍ଭାଳୁଛନ୍ତିି ବିଧାୟକ, ପୂର୍ବତନ ବିଧାୟକ

ନବରଙ୍ଗପୁର,୭ା୨(ବି.ପ୍ର.)- ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ୩ ଜିଲା ପରିଷଦ ଜୋନ୍‌ ରହିଛି। ସମସ୍ତ ଜୋନ୍‌ରେ ଭାଜପା, କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା...

ଧାନ ଉଠାଣ ଦାବିରେ ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୫।୬: ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଏପର୍ଯ୍ୟନ୍ତ ଜିଲାର...

ଗ୍ରୁପରେ ଅଶ୍ଳୀଳ ଫଟୋ ଛାଡ଼ିବା ପଡିଲା ମହଙ୍ଗା: ହରଡ଼ଘଣାରେ ଅତିରିକ୍ତ ଆର୍‌ଏମ୍‌ସି ସମ୍ପାଦକ

ଜୁନାଗଡ଼,୩୦।୯(ଡିଏନଏ) : କଳାହାଣ୍ଡି ଜିଲା ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟିର ଅତିରିକ୍ତ ଆର୍‌ଏମ୍‌ସି ସମ୍ପାଦକ ସୁରେନ୍ଦ୍ର କୁମାର ବାଗ ଜୁନାଗଡ଼ ଆର୍‌ଏମ୍‌ସିର ଅଫିସିଆଲ ହାଟ୍ସଆପ ଗ୍ରୁପରେ...

ପୁଅ ଚିତା ନ ଲିଭୁଣୁ ଆଖି ବୁଜିଲେ ମା’

ପାତ୍ରପୁର,୨୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ଚିତା ଜଳୁଥିବା ବେଳେ ମା’ଙ୍କ ମୃତ୍ୟୁ...

ସ୍ଥାୟୀ ପଦବୀ ଘୋଷଣା ଦାବିରେ ବିକ୍ଷୋଭ

ଭଦ୍ରକ ଅଫିସ, ୮ା୮- ଦେଶବାସୀ କରୋନା ମହାମାରୀ କବଳିତ ହୋଇଥିବା ବେଳେ କେନ୍ଦ୍ର ସରକାର ଦରଦାମକୁ ନିୟନ୍ତ୍ରଣ କରୁନାହିଁ। ସରକାରୀ ଶିଳ୍ପ କଳ କାରଖାନାକୁ ବେପାରୀଙ୍କୁ...

କ୍ଷୟ ହେବାରେ ଲାଗିଛି ବିକ୍ରମଖୋଲ ଗୁମ୍ଫାର ପ୍ରାଚୀନ ଶିଳାଲିପି

ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବଞ୍ଜାରୀ ଗ୍ରାମ ସନ୍ନିକଟ ଜଙ୍ଗଲରେ ରହିଛି ପ୍ରାଚୀନ ବିକ୍ରମଖୋଲ ଗୁମ୍ଫା। ଏହା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ। ଏହି...

ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା:ସମ୍ବଲପୁରର ସୌରଭ କୁମାର ସାହୁ ଚାମ୍ପିୟନ

ଜୟପୁର, ୩।୩ (ନି.ପ୍ର) ଜୟପୁର ଲେକ ପ୍ଲେସିଡ ସଭାଗୃହଠାରେ କୋରାପୁଟ ସୁନ୍ଦର ସ୍ବାସ୍ଥ୍ୟ ଓ ସୁନ୍ଦର ଶରୀର ସଂଘ ତରଫରୁ ରାଜ୍ୟସ୍ତରୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ...

Advertisement
Archives

Model This Week