ବାହାରିନ୍‌ରେ ଜେଟଲୀଙ୍କୁ ମନେପକାଇ କିଛି ସମୟ ନିରବି ଗଲେ ମୋଦି

ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବାହାରିନ୍‌ ଗସ୍ତରେ ଅଛନ୍ତି। ରବିବାର ବାହାରିନ୍‌ ନ୍ୟାଶନାଲ ଷ୍ଟାଡିୟମରେ ପ୍ରାୟ ୧୫ ହଜାର ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ସମୟରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମନେ ପକାଇ କିଛି ସମୟ ନିରବି ଯାଇଥିବା ସୂଚନା ମିଳିଛି। ମୋଦି କହିଛନ୍ତି ଜୀବନର ଖୁବ୍‌ ଲମ୍ବା ସମୟ ସେ ତାଙ୍କର ହୀରା ଭଳି ବନ୍ଧୁ ଜେଟଲୀଙ୍କ ସହ କାଟିଥିବା ବେଳେ ଆଜି ସେ ଆଉ ଦୁନିଆରେ ନାହାଁନ୍ତି କିନ୍ତୁ ମୁଁ ଏକଥାକୁ ସହଜରେ ବିଶ୍ୱାସ କରି ପାରୁନାହଁାନ୍ତି ବୋଲି ମୋଦି କହିଛନ୍ତି। ନିକଟରେ ଭଉଣୀ ସୁଷମା ସ୍ବରାଜଙ୍କୁ ହରାଇବାର ଦୁଃଖ ମନରୁ ଲିଭି ନ ଥିବା ବେଳେ ଏବେ ମୋର ଏତେ ନିକଟତର ବନ୍ଧୁ ଦୁନିଆରୁ ବିଦାୟ ନେବା ମୋ ଜୀବନରେ ଏକ ବଡ ଶୂନ୍ୟସ୍ଥାନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନା ଅର୍ଥନୀତି ଟଳମଳ…

ବେଜିଂ,୧୮।୧ : ଶୂନ କୋଭିଡ ନୀତି ଏବଂ ରିଅଲ ଇଷ୍ଟେଟ ବଜାରରେ ବ୍ୟାପକ ହ୍ରାସ ଯୋଗୁ ୨୦୨୨ ମସିହାରେ ଚାଇନା ଅର୍ଥନୀତିର ଗତି ମାତ୍ର ତିନି...

‘କଶ୍ମୀରକୁ ମୁକ୍ତ କରିବା ପାଇଁ ଆମ ସହ ତାଲିବାନ୍‌ ଅଛି’

ନୂଆଦିଲ୍ଲୀ,୨୫।୮: ତାଲିବାନ୍‌ ନେତାମାନେ ଆମ ସହ ଅଛନ୍ତି। ସେମାନେ କଶ୍ମୀରକୁ ସ୍ବତନ୍ତ୍ର କରିବା ଲାଗି ଆମକୁ ସାହାଯ୍ୟ କରିବେ। ଏକ ନ୍ୟୁଜ ଚ୍ୟାନେଲର ବିତର୍କ ବେଳେ...

ୟୁକ୍ରେନ୍ ସାଂସଦଙ୍କ ବଡ ଅଭିଯୋଗ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର ପରେ ଦିଆଯାଉଛି ଫାଶୀ!

କ୍ୱିଭ୍‌,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୨୪ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ୟୁକ୍ରେନର ପ୍ରାୟ ସବୁ ବଡ ବଡ ସହରକୁ ଧ୍ୱଂସ କରି...

ନ୍ୟୁୟର୍କରେ ସର୍ବାଧିକ ସଂକ୍ରମିତ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ୱର ସମସ୍ତ ଦେଶଠାରୁ ଆମେରିକାର ନ୍ୟୁୟର୍କ ପ୍ରଦେଶ ଟପିଯାଇଛି। କେବଳ ନ୍ୟୁୟର୍କରେ ଗୁରୁବାର ୧୦,୩୩୩ ଜଣ ସଂକ୍ରମିତ ହେବା...

ପାକିସ୍ତାନ ମିଲିଟାରୀ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୭ ମୃତ

ଇସଲାମାବାଦ୍‌,୩୦।୭: ପାକିସ୍ତାନର ଏକ ମିଲିଟାରୀ ବିମାନ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବିମାନରେ ଥିବା ୫...

ପ୍ରତିରକ୍ଷା କମ୍ପାନୀଙ୍କ ଗୁପ୍ତ ତଥ୍ୟ ଚୋରି କରୁଛି ଉତ୍ତର କୋରିଆ, ୨୦୨୨ରେ ୫୨ ଶହ କୋଟି କ୍ରିପ୍ଟୋକରେନ୍ସି ଚୋରି…

ଜେନେଭା,୭।୨ : ଉତ୍ତର କୋରିଆ ବହୁ ପରିମାଣର କ୍ରିପ୍ଟୋକରେନ୍ସି ଚୋରି କରିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଉତ୍ତର କୋରିଆ ପ୍ରତିରକ୍ଷା...

ନାଗାସାକିରେ ଧ୍ୱଂସଲୀଳା ରଚିଥିଲା ‘ଫ୍ୟାଟମ୍ୟାନ୍‌’

ଟୋକିଓ,୯।୮:ଜାପାନର ନାଗାସାକି ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ୯ ତାରିଖ ପୂର୍ବାହ୍ନ ୧୧ଟା ୨ ମିନିଟରେ...

ଡ୍ରୋନ ଆକ୍ରମଣ ପରେ ଅନ୍ଧାରରେ ବୁଡ଼ିଲା ୟୁକେନର ଓଡେସା ସହର, କାଠ ମୂଲ୍ୟ ଆକାଶ ଛୁଆଁ…

କ୍ୱିଭ,୧୧।୧୨ : ବିଦ୍ୟୁତ ଉତ୍ପାଦନ ପ୍ରଣାଳୀ ଉପରେ ରୁଷିାର ଡ୍ରୋନ ଆକ୍ରମଣ ପରେ ୟୁକ୍ରେନର ଅନେକ ସହର ଅନ୍ଧକାରରେ ବୁଡ଼ିଯାଇଛି। କିନ୍ତୁ ଏହି ସହରଗୁଡିକ ମଧ୍ୟରୁ...

Advertisement
Archives

Model This Week