ବାଲିମେଳା ଡ୍ୟାମ୍‌ର ଜଳପତ୍ତନ ୧୫୧୩ ଫୁଟ ଛୁଇଁଲା

ଚିତ୍ରକୋଣ୍ଡା,୩୦।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା-ବାଲିମେଳା ମାଟିବନ୍ଧରେ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଥିବା ବେଳେ ବିପଦସଂକେତ ପାଇଁ ସର୍ବାଧିକ ଜଳପତ୍ତନ ୧୫୧୮ ଫୁଟ ରହିଛି। କିନ୍ତୁ ସୋମବାର ମଧ୍ୟାହ୍ନ ସୁଦ୍ଧା ୧୫୧୩ ଫୁଟ ପାଣି ରହିଥିବା ଦେଖିବାକୁ ମିଳିଛି। ଗେଟ୍‌ ଖୋଲାଯିବାର କୌଣସି ପ୍ରାକ୍‌ ସୂଚନା ମିଳିନାହିଁ। ସ୍ଲୁଇଟ୍‌ଗେଟ୍‌ରେ ପାଣି ଛଡ଼ା ଯାଉଥିଲେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି। ଚିତ୍ରକୋଣ୍ଡା ଅଞ୍ଚଳରେ ଲଗାଣ ବର୍ଷା ହୋଇ ମଧ୍ୟ ଜଳସ୍ତର ବଢ଼ି ନ ଥିଲl ମାତ୍ର ମାଛକୁଣ୍ଡ ପାଣି ଛାଡ଼ିବା ପରେ ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସ୍ଲୁଇସ୍‌ ଗେଟକୁ ଛାଡ଼ିଦେଲେ କୌଣସି ଗେଟ୍‌ ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ ପ୍ରକଳ୍ପ ତରଫରୁ ଖୋଲା ଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ତଳେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ମାଲକାନଗିରି,୧୯।୧୦(ଡି.ଏନ.ଏ.): ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା କିପରି ଗ୍ରାମରେ ପହହଞ୍ଚତ୍ବ ଏବଂ ଲୋକେ ଉପକଅତ ହେବେ ସେଥିପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ମାତ୍ର...

ରକ୍ତ ଜୁୁଡ଼ୁଜୁଡ଼ୁ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋକସରା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରୁ ସୋମବାର ଜଣେ ଯୁବକଙ୍କ ମୃତଦେହ...

ଆଖୁ ଖାଇବାକୁ ଗାଁରେ ପଶିଛନ୍ତି ୩ ଭାଲୁ

ନନ୍ଦାହାଣ୍ଡି,୧୪।୪,(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମରେ ପୁଣି ୩ ଭାଲୁ ଖାଦ୍ୟ ଅନ୍ବେଷଣରେ ପହଞ୍ଚତ୍ଛନ୍ତି। ଏକମ୍ବା ଗ୍ରାମରେ ବହୁ ପରିମାଣରେ ଆଖୁ ଚାଷ ହେଉଥିବାରୁ...

ଡେଙ୍ଗୁକୁ ନେଇ ଜଗତ୍‌ସିଂହପୁରରେ ବଢୁଛି ଭୟ

ଜଗତ୍‌ସିଂହପୁର ଅଫିସ,୨।୮: କରୋନା ସଂକ୍ରମଣକୁ ନେଇ ଜିଲାବାସୀ ଚିନ୍ତାରେ ଥିବାବେଳେ ଏବେ ଡେଙ୍ଗୁ ଭୟର ବାତାବରଣ ସୃଷ୍ଟି କରିଛି। ଏଥିମଧ୍ୟରେ ଜିଲାରେ ୯ ଜଣ ଡେଙ୍ଗୁ...

ଯୌତୁକ ନିର୍ଯାତନା ବଧୁହତ୍ୟା ମାମଲା: ସ୍ବାମୀ ସମେତ ୪ଜଣ ନିର୍ଦ୍ଦୋଶରେ ଖଲାସ

ଯାଜପୁର ଟାଉନ,୧୧।୧୨(ଡି.ଏନ୍‌.ଏ.)- ଯାଜପୁର ସଦରଥାନା ଅନ୍ତର୍ଗତ ତୋରଡ ଗ୍ରାମରେ ଜନୈକା ନବବଧୁ କିରାସିନ ଢ଼ାଳି ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିବା ଘଟଣାରେ ଅତିରିକ୍ତ ଜିଲା ଦୌରାଜଜ୍‌...

ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ନରସିଂହପୁର,୨୦ା୧୨(ସ୍ବ.ପ୍ର.):କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ମହାନଦୀ କୂଳରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୋଲାଯାଇଥିବା ସାତକୋଶିଆ ଇକୋ ରିଟ୍ରିଟ କେନ୍ଦ୍ରରେ ନିୟୋଜିତ ଜଣେ ମହିଳା ସିକ୍ୟୁରିଟି...

ଶିଳ୍ପୀ ଦେଉଛନ୍ତି ଶେଷ ସ୍ପର୍ଶ

ବଅଁରପାଳ, ୧୬ା୯ (ଡି.ଏନ.ଏ.): ସରିଆସୁଛି ମଣ୍ଡପ ସାଜସଜ୍ଜା। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି ତୋରଣ ନିର୍ମାଣ। ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ। ଆଉ ମାତ୍ର ଦିନଟିଏ...

ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁ ଦାଣ୍ଡରେ ବୁଲିଲେ ଯୁବକ

ଜମନକିରା,୨୫ା୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା କସଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଆଠ ବର୍ଷର ଶିଶୁକନ୍ୟାାର ଗଳା କାଟି ହତ୍ୟା...

Advertisement
Archives

Model This Week