ବାଥ୍‌ରୁମ୍‌ ବାହାରେ ବାଇଓମେଟ୍ରିକ ମେଶିନ ଲଗାଇବେ ପାକିସ୍ତାନ ସରକାର

ଇସଲାମାବାଦ,୧୯।୭: ଇମ୍ରାନ ଖାଁଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ସରକାର ଏବେ ବାଥ୍‌ରୁମ୍‌ ବାହାରେ ବାଇଓମେଟ୍ରିକ୍‌ ମେଶିନ ଲାଗାଇବାର ବ୍ୟବସ୍ଥା କରିଛନ୍ତି। ଉଦ୍ଦ୍ୟୋଗ ଓ ଉତ୍ପାଦନ ମନ୍ତ୍ରଣାଳୟରେ ଥିବା ବାଥରୁମ୍‌ ଗୁଡିକ ଯାହା ଟପ୍‌ ର଼୍ୟାଙ୍କର ଅଧିକାରୀଙ୍କଦ୍ୱାରା ବ୍ୟବହାର କରାଯାଉଛି ସେଥିରେ ହିଁ ବାଇଓମେଟ୍ରିକ ମେଶିନ ଲଗାଯିବ ବୋଲି ସୂଚନା ମିଳିଛି। ଆଡିଶନାଲ ସେକ୍ରେଟାରୀ ଓ ତା’ଠାରୁ ଉପରେ ଥିବା ଅଧିକାରୀ ବା ସମାନ ପୋଜିଶନରେ ଥିବା ଅଧିକାରୀମାନେ ଅର୍ଥାତ୍‌ ଭିଭିଆଇପି ବ୍ୟବହାର କରୁଥିବା ବାଥ୍‌ରୁମ୍‌ରେ ଏହି ବାଇଓମେଟ୍ରିକ ମେଶିନ ଲଗାଯିବ। ଉଦ୍ଦ୍ୟୋଗ ଓ ଉତ୍ପାଦନ ମନ୍ତ୍ରଣାଳୟର ବୈଠକରେ ଯୋଗ ଦେବାକୁ ଆସୁଥିବା ଅଧିକାରୀମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ପିଟିଆଇ ସରକାର ଭିଆଇପି ସଂସ୍କୃତିକୁ ସମାପ୍ତ କରିବାକୁ ଏଭଳି କରିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସମ୍ମାନରେ ଛତା ଧରିଲେ କିରଗିଜ୍‌ସ୍ଥାନ ରାଷ୍ଟ୍ରପତି

ବିଶକେକ୍‌,୧୫।୬: ଶୀଲଙ୍କା ପରେ ଏବେ କିରଗିଜ୍‌ସ୍ଥାନରେ ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ। ସେଠାକାର ରାଷ୍ଟ୍ରପତି ମୋଦିଙ୍କ ପାଇଁ ଛତା ଧରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ,...

ଭୂକମ୍ପରେ ଥରିଲା ଆଫଗାନିସ୍ତାନ

କାବୁଲ, ୧୬।୮: ଆଫଗାନିସ୍ତାନରେ ଶୁକ୍ରବାର ସକାଳ ୭.୩୯ରେ ଭୂକମ୍ପ ଝଟକା ଲାଗିଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି। ଏଥିରେ କୌଣସି ବ୍ୟକ୍ତିଙ୍କ ମୃତାହତ...

ପ୍ରବଳ ତୁଷାରପାତ: କାର୍‌ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ

ଇସଲାମାବାଦ,୮ା୧: ଉତ୍ତର ପାକିସ୍ଥାନରେ ପ୍ରବଳ ତୁଷାରପାତ ହେତୁ କାର୍‌ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପାଖାପାଖି ୧୦୦୦ ଗାଡ଼ି ଏବେ ବି ଅଟକି...

ଯାଆଁଳା ଭଉଣୀ, ହେଲେ ଜନ୍ମ ବର୍ଷ-ତାରିଖ ଭିନ୍ନ ଭିନ୍ନ…

ଓ୍ବାଶିଂଟନ,୭।୧ : ଯାଆଁଳା ଭଉଣୀ କିନ୍ତୁ ବିଭିନ୍ନ ଦିନ ଏବଂ ବର୍ଷରେ ଜନ୍ମଦିନ, ଶୁଣିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ହୋଇପାରେ କିନ୍ତୁ ଏହା ସତ୍ୟ। ବାସ୍ତବରେ,...

ଫେଜ୍‌ ଡାଉନ୍‌ ନୁହେଁ, ଫେଜ୍‌ ଆଉଟ୍‌

ଶର୍ମ ଏଲ୍‌-ଶେଖ୍‌/ନୂଆଦିଲ୍ଲୀ,୧୯।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସକାଶେ ଉପାୟ ଖୋଜିବା ପାଇଁ ଗତବର୍ଷ ନଭେମ୍ବରରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ କୋପ୍‌୨୬ ସମ୍ମିଳନୀ ଆୟୋଜିତ ହୋଇଥିଲା। ୨...

କରୋନାକୁ ନେଇ ଚିନ୍ତାରେ ଡବ୍ଲ୍ୟୁଏଚ୍‌ଓ: ଟିକାକରଣ ବୃଦ୍ଧି ନେଇ ଚାଇନାକୁ ନିବେଦନ

ଓ୍ବାଶିଂଟନ,୨୨ା୧୨: ଚାଇନାରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ...

ଯୁଦ୍ଧ ଆଶଙ୍କା: ଜରୁରୀକାଳୀନ ବୈଠକ ଡକାଇଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦ

ନ୍ୟୁୟର୍କ,୨୨।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ...

କ୍ଷମତାରେ ଥିବା ଲୋକେ ମୋତେ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି: ଇମ୍ରାନ

ଇସଲାମାବାଦ୍‌,୫।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉପରେ ଗିରଫର ଭୟ ରହିଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ତାଙ୍କ ବାସଭବନ ନିକଟରେ ପହଞ୍ଚିଛି।...

Advertisement
Archives

Model This Week