ବାଘ ଆତଙ୍କ, ପାଦ ଚିହ୍ନକୁ ନେଇ ତର୍ଜମା କରୁଛି ବନ ବିଭାଗ

ବଡ଼ସାହି,୧୦ା୬(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି।  ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଗାଁକୁ ଫେରୁଥିବା ଜନୈକ ବ୍ୟକ୍ତି ବାଘକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଦ ଚିହ୍ନକୁ ଦେଖି ତର୍ଜମା କରୁଛନ୍ତି। ଗୋବିନ୍ଦପୁର ଗ୍ରାମଟି ଶିମିଳିପାଳ ପାଦଦେଶ ନିକଟସ୍ଥ ହୋଇଥିବାରୁ ବାଘଟି ବାଟବଣା ହୋଇ ଗାଁରେ ପଶିଥିବା ନେଇ ଗ୍ରାମବାସୀ ଶୁକୁରା ସିଂ ଓ ବାଇଧର ସିଂ ପ୍ରମୁଖ କହିିଛନ୍ତି। ବାରିପଦା ବନଖଣ୍ଡ ଅଧିକାରୀ ସ୍ବୟମ୍‌ ମଲ୍ଲିକ ବାଘ ପାଦ ଚିହ୍ନର ତର୍ଜମା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିନ୍ଧା ଶାଢ଼ିରେ ନିଆଁ ଲାଗି ଜଳିଗଲେ ମହିଳା

ପାଟଣା,୨୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଡେଣୁଆଁ ଗ୍ରାମର ଜଣେ ମହିଳାଙ୍କ ପିନ୍ଧା ଶାଢ଼ିରେ ନିଆଁ ଲାଗି ସୋମବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ...

ଅଟୋକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ସୋର, ୯ା୩(ଡ଼ି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ୧୬ ନଂ. ଜାତୀୟ ରାଜପଥ କଲେଜ ଛକ ନିକଟରେ ସୋମବାର ସକାଳେ ଏକ ଟ୍ରକ ଓ ମାଲ ବୋଝେଇ...

ଆନ୍ଧ୍ରରେ ଫଶି ରହିଛନ୍ତି ଓଡ଼ିଆ ଯୁବକ : ସହାୟତା ପାଇଁ ଉପଜିଲାପାଳଙ୍କୁ ଗୁହାରି କଲେ ବାପା

ସଜନାଗଡ଼, ୨୪।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଔପଦା ବ୍ଲକ ଢ଼ୋଲପୁର ଗ୍ରାମର କେଶବ ଚନ୍ଦ୍ର ନାୟକଙ୍କ ପୁଅ କମଳାକାନ୍ତ ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରପ୍ରଦେଶ...

‘ଯୋଗ୍ୟ ହିତଧିକାରୀଙ୍କୁ ରାଶନ କାର୍ଡ ମିଳୁନି’

ସଜନାଗଡ଼,୧୬।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଶନକାର୍ଡ଼ ସମ୍ବନ୍ଧୀୟ ଏକ ଦାବିପତ୍ର ନୀଳଗିରିର ଉପଜିଲାପାଳ ହରିଶ୍ଚନ୍ଦ୍ର...

ପୋଲିସ ବିଭାଗରେ ଅଦଳବଦଳ: ବଦଳିଲେ ୨୦ ଇନ୍ସପେକ୍ଟର, ୩୯ ଏସ୍‌ଆଇ

କଟକ ଅଫିସ,୭।୬: ରାଜ୍ୟ ପୋଲିସରେ ଇନ୍ସପେକ୍ଟର, ସବ୍‌-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି ନିର୍ଦ୍ଦେଶ...

‘୧୮ତାରିଖ ସୁଦ୍ଧା ରିପୋର୍ଟ ଦିଅ’: କୃଷି ବିଭାଗକୁ ଜିଲାପାଳଙ୍କ ନିର୍ଦ୍ଦେଶ

ବାହାନଗା, ୧୩ା୧୧(ଡି.ଏନ.ଏ.)-ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ବୁଲବୁଲ ପ୍ରଭାବରେ ବାଲେଶ୍ୱର ଜିଲା ବାହାନଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ଏହାକୁ ନେଇ ଚାଷୀମାନେ...

ସମ୍ଭାବ୍ୟ ବାତ୍ୟା ବଢ଼ାଇଛି ଚିନ୍ତା

ପୁରୀ ଅଫିସ,୧୬ା୫: ମହାମାରୀ କରୋନା ଏବେ ସମସ୍ତଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏଭଳି ସମୟରେ ସମ୍ଭାବ୍ୟ ବାତ୍ୟାର ଭୟ ସୃଷ୍ଟି ହୋଇଛି। ପ୍ରାୟ ବର୍ଷକ...

ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା

ବାହାନଗା, ୨୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଅଞ୍ଚଳର ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫି୍‌...

Coronavirus Update

Archives

Model This Week

Why Dharitri