‘ବାଗି ୩’ ରିଲିଜ୍‌ ହେବା ପରେ ବୋହୂ ବେଶରେ ନଜର ଆସିଲେ ଅଙ୍କିତା

ମୁମ୍ବାଇ: ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍‌ ଦୁନିଆରେ ଦର୍ଶକଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି। ‘ମଣିକର୍ନିକା’ରେ ଡେବ୍ୟୁ କରିଥିବା ଅଙ୍କିତାଙ୍କର ଦ୍ୱିତୀୟ ଫିଲ୍ମ ‘ବାଗି ୩’ ଏବେ ରିଲିଜ୍‌ ହୋଇଛି। ଏଥିରେ ଅଙ୍କିତାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଛି ବୋଲି ଶୁଣିବାକୁ ମିଳୁଛି। ଫିଲ୍ମ ରିଲିଜ ହେବାର ଅଳ୍ପ କିଛି ଘଣ୍ଟା ମଧ୍ୟରେ ସେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଅଙ୍କିତା ତାଙ୍କର ଏକ ଫଟୋ ସେସିଆଲ ମିଡିଆରେ ଶେୟାର କରିବା ପରେ ନିଜର ଏକ୍ସସାଇଟମେଣ୍ଟ କଥା ଦର୍ଶାଇଛନ୍ତି। ଯାହାକୁ ଦେଖି ପ୍ରଥମେ ଦର୍ଶକେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ସତ। ହେଲେ ଅସଲ ଘଟଣା ହେଲା ଅଙ୍କିତାଙ୍କ ବୋହୂ ବେଶର ଫଟୋ ସମସ୍ତଙ୍କୁ ବେଶ୍‌ ପସନ୍ଦ ଦେଇଥିଲା ହେଲେ ସେ କାହାପାଇଁ ବଧୂ ବେଶ ଧାରଣ କରିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲା। ପ୍ରକୃତରେ ଅଙ୍କିତା ‘ବାଗି ୩’ର ଏକ ଦୃଶ୍ୟରେ ଏହି ଗେଟ୍‌ଅପ୍‌ରେ ନଜର ଆସିଥିଲେ। ଏହା ତାଙ୍କର ପୁରୁଣା ଫଟୋ। ଏଥିରେ ସେ ରିତେଶ ଦେଶମୁଖଙ୍କ ଅପୋଜିଟରେ ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରଥମ ଅଭିନେତ୍ରୀ ଭାବେ ଟାଇମ୍‌ ମାଗାଜିନ୍‌ରେ ସ୍ଥାନ ପାଇଥିଲେ ପରବୀନ

ବଲିଉଡରେ ଏମିତି କିଛି ଅଭିନେତ୍ରୀ ଥିଲେ, ଯିଏ କି ନିଜ ବୋଲ୍ଡ ଅନ୍ଦାଜ ଯୋଗୁ ବେଶ୍‌ ପରିଚିତି ହାସଲ କରିଥିଲେ। ଏମିତି ଜଣେ ଅଭିନେତ୍ରୀ ହେଲେ...

ରାମ ଚରଣଙ୍କ ପ୍ରଥମ ଶିଶୁ ବିଦେଶରେ ନୁହେଁ, ଭାରତରେ ହେବ ଜନ୍ମ

ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ସ୍ତ୍ରୀ ଉପସାନା କାମିନେନି କୋନିଡେଲା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏହି ଦମ୍ପତି...

ଅସଜଡା କେଶ, ଭୟଙ୍କର ଆଖି: କ୍ୱାରାଣ୍ଟାଇନ୍‌ରେ ରଣବୀର

ମୁମ୍ବାଇ: କରୋନା ଭାଇରସ୍‌ କବଳରେ ଏପର୍ଯ୍ୟନ୍ତ ୧୮୮ ଦେଶ ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ ବିରୋଧରେ ସାରା...

କମ୍‌ କଥା କହି ଝିଅମାନଙ୍କ ମନ ଜିଣିଥାନ୍ତି ବଲିଉଡ୍‌ର ଏହି ରକଷ୍ଟାର

ବଲିଉଡ୍‌ର ‘ରକ୍‌ଷ୍ଟାର’ ରଣବୀର କପୁର ୨୮ ସେପ୍ଟେମ୍ବର ୧୯୮୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ହେଉଛି ତାଙ୍କର ଜନ୍ମଦିନ। ରଣବୀର ହେଉଛନ୍ତି ବଲିଉଡ୍‌ର ସର୍ବପୁରାତନ ପ୍ରୀତିରାଜ...

ଜନ୍ମଦିନରେ ବଡ଼ ଘୋଷଣା କରିପାରନ୍ତି ଅଭିନେତା

କନ୍ନଡ ସୁପରଷ୍ଟାର ୟଶ ନିଜ ଅଭିନୟ ଏବଂ ଷ୍ଟାଇଲକୁ ନେଇ ବେଶ୍‌ ଜଣା। ନିକଟରେ ଫିଲ୍ମ ‘କେଜିଏଫ୍‌-୨’ରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ...

ବଲିଉଡ୍‌ ନାୟକଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଦକ୍ଷିଣ ଭାରତୀୟ ସିନେମାର ଏସବୁ ସୁପରଷ୍ଟାର, ଆଗରେ ରଜନୀକାନ୍ତ…

ହାଇଦ୍ରାବାଦ: ବଲିଉଡ୍‌ ଫିଲ୍ମକୁ ଦର୍ଶକ ପସନ୍ଦ କରିଥାନ୍ତି। ହେଲେ ଯୁବପୀଢ଼ିଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ କ୍ରେଜ୍‌ ଭିନ୍ନ ଥାଏ। ବଲିଉଡ୍‌ଠାରୁ ଟଲିଉଡ୍‌ ସିନେମାକୁ...

ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ୧୮ ଦିନରେ ୯ ଶହ କିମି ଚାଲି ମୁମ୍ବାଇରେ ପହଞ୍ଚିଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଫଟୋ ଶେୟାର

ମୁମ୍ବାଇ,୧।୯: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇ ପହଞ୍ଚିଛନ୍ତି।...

ଛୋଟ ପିଲା ଭାବି ଇଣ୍ଡଷ୍ଟ୍ରିରେ ମୋତେ ଗୁରୁତ୍ୱ ଦେଉ ନ ଥିଲେ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ମାପିଚୁପି କଥା କହୁ ନ ଥିବା କଳାକାରଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ରିଷି କପୁର ଅନ୍ୟତମ। ବଲିଉଡ୍‌ ହେଉ କି ବ୍ୟକ୍ତିଗତ...

Advertisement
Archives

Model This Week