ବହି ଦୋକାନ ଯେଉଁଠି ନାହାଁନ୍ତି କୌଣସି କର୍ମଚାରୀ…

ଦୁବାଇର ‘ବୁକ୍‌ ହିରୋ’ ନାମକ ଏକ ବହି ଦୋକାନ ରହିଛି। ଏଠାରେ କେବଳ ବହି ରହିଛି। ଲୋକେ ଦୋକାନକୁ ଯାଇ ନିଜ ପସନ୍ଦର ବହି କିଣି ଉଚିତ ଦାମ୍‌ ପୈଠ କରି ଆସିଥାନ୍ତି। ସର୍ବସାଧାରଣଙ୍କ ବିଶ୍ୱାସରେ ଏହା ପରିଚାଳିତ ହୋଇଥାଏ। ଏହା ହେଉଛି ବିଶ୍ୱର ପ୍ରଥମ ଦୋକାନ ଯେଉଁଠି କେହିହେଲେ କର୍ମଚାରୀ ନାହାନ୍ତି। ସବୁଜ ତଥା ହଳଦିଆ ରଙ୍ଗ ଷ୍ଟିକରରେ ପ୍ରତି ବହିର ଉଚିତ ମୂଲ୍ୟ ଦୋକାନର କାନ୍ଥରେ ଲେଖାଯାଇଥାଏ। ଗ୍ରାହକମାନଙ୍କ ସୁବିଧା ପାଇଁ ଏଠାରେ ଏକ ପେମେଣ୍ଟ ବକ୍ସ ରଖାଯାଇଛି। ଏହାକୁ ଟ୍ରଷ୍ଟ ବକ୍ସ ବା ବିଶ୍ୱାସ ବାକ୍ସ କୁହାଯାଏ। କୌଣସି ଗ୍ରାହକ ଏଠାରେ ବହି ଚୋରି କରି ନ ଥାନ୍ତି। ଦୋକାନର ମାଲିକ ସପ୍ତାହକୁ ଥରେ ଷ୍ଟକ ରିପ୍ଲେସମେଣ୍ଟ କରିବା ଏବଂ ଟଙ୍କା ଆଣିବା ପାଇଁ ଏଠାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍‌ ଟାଓ୍ବାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାୟୁ ପ୍ରଦୂଷଣ ସାରା ଦେଶରେ ବଡ଼ ସମସ୍ୟା ହୋଇଥିବାବେଳେ ଦିଲ୍ଲୀର ସ୍ଥିତି ସବୁଠାରୁ ସଙ୍ଗିନ୍‌। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁହାର...

ଗୁଜବ -ବଡ଼ ଅଜବ

ଚକ ଚକ କରୁଥିବା ଚନ୍ଦରାର ଚନ୍ଦା ମୁଣ୍ଡରେ ଚମତ୍କାର ବୁଦ୍ଧି l ଆଜ୍ଞା! ପଚାରୁଛନ୍ତି କେମିତି? ଭାତ ହାଣ୍ଡିରୁ ଗୋଟେ ଚିପି ପରଖିଲା ଭଳିଆ… କଥାଟେ...

ବେଲାରୁସର ଏକ ଛତ୍ରବାଦୀ ଶାସକ ୨୦ ହଜାର ଶରଣାର୍ଥୀଙ୍କୁ ୟରୋପ ପଠାଇବାକୁ କରୁଛନ୍ତି ଚେଷ୍ଟା

ମିଂସ୍କା,୧୩ ।୧୧: ବେଲାରୁସ ଓ ପୋଲାଣ୍ଡ ସୀମାରେ ଏବେ ହଜାର ହଜାର ଶରଣାର୍ଥୀ ଏବଂ ପ୍ରବାସୀ ତଥା ସଶସ୍ତ୍ର ସେନା ମୁହାଁମୁହିଁ ହୋଇଛନ୍ତି । ବେଲାରୁସର...

ଇମ୍ରାନଙ୍କ ଘରୁ ଏକେ-୪୭, ଗୁଳି ଜବତ…

ଇସଲାମାବାଦ,୧୮।୩ : ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ...

ଗୁରୁ ପୂର୍ଣ୍ଣିମା ଅବସରରେ ଟେକ୍ସାସରେ ଭଗବତ ଗୀତା ପାଠକଲେ ୧୦ ହଜାର ଲୋକ

ଟେକ୍ସାସ,୪।୭: ଗୁରୁ ପୂର୍ଣ୍ଣିମା ଅବସରରେ ଆମେରିକାର ଟେକ୍ସାସରେ ଭଗବତ ଗୀତା ପାଠ କରିବାକୁ ୪-୮୪ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଲୋକ ଏକାଠି ହୋଇଥିଲେ।...

ପାଣି ଓଭର ଫ୍ଲୋ ହେବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ଜରିମାନା

ଲକ୍ଷ୍ନୌ: କୌଣସି କାର୍ଯ୍ୟାଳୟରେ କିଛି ଭୁଲ ହେଲେ ବରିଷ୍ଠ କର୍ମଚାରୀ ବର୍ତ୍ତି ଯାଉଥିବା ବେଳେ ତଳିଆ କର୍ମଚାରୀ ଫସିଯାଆନ୍ତି। ବେଳେବେଳେ ଏଥିପାଇଁ ସେମାନଙ୍କୁ ଅସୁବିଧା ମଧ୍ୟ...

ବେଲାରୁଷ ପହଞ୍ଚିଲା ଆଣବିକ ଅସ୍ତ୍ର ଭଣ୍ଡାର: ସୂଚନା ଦେଲେ ପୁଟିନ…

ମସ୍କୋ,୧୭।୬ : ଆଣବିକ ଅସ୍ତ୍ର ଭଣ୍ଡାର ବେଲାରୁଷରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ନିଶ୍ଚିତ କରିଛନ୍ତି। ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମର...

୨୦୨୩ରେ ପୁଟିନଙ୍କ ଓ୍ବାର ଗେମ୍‌ : ବ୍ରିଟେନ ସାମୁଦ୍ରିକ ସୀମା ଅତିକ୍ରମ କରିବ ରୁଷିଆ ଯୁଦ୍ଧପୋତ…

ମସ୍କୋ/ଲଣ୍ଡନ,୩୧।୧୨ : ରୁଷିଆର ବିନାଶକାରୀ ଆଣବିକ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ବ୍ରିଟେନ ନିକଟବର୍ତ୍ତୀ ହେବାକୁ ପ୍ରସ୍ତୁତ। ଏହି ଯୁଦ୍ଧ ଜାହାଜରେ ଥିବା କ୍ଷେପଣାସ୍ତ୍ରଗୁଡିକ ଘଣ୍ଟା ପ୍ରତି...

Advertisement
Archives

Model This Week