Posted inଖେଳ

ବଲ୍‌କୁ ପାଲିସ୍‌ କରିବାରେ ଲାଳ ବ୍ୟବହାର ମନା

ନୂଆଦିଲ୍ଲୀ, ୧୯ା୫- ବଲ୍‌କୁ ପାଲିସ୍‌ କରିବା ଲାଗି ପାଟିରୁ ନିର୍ଗତ ଲାଳର ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର କ୍ରିକେଟ କମିଟି ଏଥିପାଇଁ ସୋମବାର ସୁପାରିସ କରିଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଏଭଳି ପଦକ୍ଷେପ ଜରୁରୀ ହୋଇପଡ଼ିଛି। ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ଆହୁରି ମଧ୍ୟ ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପୂର୍ବ ଭଳି ଦୁଇ ଜଣ ଅଣନିରପେକ୍ଷ ଅମ୍ପାୟର ମୁତୟନ ପାଇଁ ସୁପାରିସ ହୋଇଛି। ବିଶେଷ କରି ରେଡ୍‌ ବଲ୍‌ କ୍ରିକେଟରେ ବଲ୍‌କୁ ଚକ୍‌ ଚକ୍‌ କରିବା କ୍ଷେତ୍ରରେ ପାଟି ଲାଳ ବ୍ୟବହାର କରାଯାଇଥାଏ। କାରଣ ଏହା ସୁଇଙ୍ଗ ବୋଲିଂ କ୍ଷେତ୍ରରେ ସହାୟକ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏହା ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟିର ଆଶଙ୍କା ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ତ୍ରୀଙ୍କଠାରୁ ରହୁଥିଲେ ଅଲଗା, ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ହୋଇଗଲା ମୃତ୍ୟୁ !

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସ୍‌ଙ୍କ ମେ’ ୧୫ରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୪୬ ବର୍ଷୀୟ ଏହି କ୍ରିକେଟର ବିଳମ୍ବିତ ରାତ୍ରିରେ କାର୍‌ ଚଳାଇ...

ଛକା, ଚୌକା ବର୍ଷା କଲେ ଡୁ’ପ୍ଲେସି, କାର୍ତ୍ତିକ

ମୁମ୍ବାଇ,୨୭।୩: ସ୍ଥାନୀୟ ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ପଞ୍ଜାବ କଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୮୮ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି ନୂଆ...

ଗମ୍ଭୀରଙ୍କ ସହ ବିଶେଷ ମୁହୂର୍ତ୍ତ ଅପାସୋରା

ରାଜ୍ୟ କ୍ରିକେଟ୍‌ରେ କ୍ରିଷ୍ଣା ପଲାଇ ଜଣେ ନବାଗତ ଚେହେରା। ରାଉରକେଲାରେ ତାଙ୍କର ଜନ୍ମ୍ମ। ସ୍ପିନ୍‌ ବୋଲର ଭାବେ ସେ ଓଡ଼ିଶା ପକ୍ଷରୁ ପ୍ରତିନିିଧିତ୍ୱ କରନ୍ତି। ପିତା...

୪୦ କର୍ମଚାରୀଙ୍କୁ ଛଟେଇ କଲା କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ, ୧୮।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ କ୍ରିକେଟ ଅଷ୍ଟ୍ରେଲିଆ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଥିରୁ ରକ୍ଷା ପାଇବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)...

ମଣ୍ଟେଗ୍ରୋ ବକ୍ସିଂ ମିଟ୍‌: ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଲେ ପଠାନ୍‌

ନୂଆଦିଲ୍ଲୀ, ୨୧ା୨(ପି.ଟି.)- ମଣ୍ଟେନିଗ୍ରୋସ୍ଥିତ ବଡ୍‌ଭାଠାରେ ଚାଲିଥିବା ୩୦ତମ ଆଡ୍ରିଆଟିକ୍‌ ପର୍ଲ ଟୁର୍ନାମେଣ୍ଟରେ ଭାରତର ମହିଳା ବକ୍ସରମାନେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଅଲ୍‌ଫିୟା ପଠାନ (୮୧+କେଜି)...

ଭାରତ ପାଇଁ ସହଜ ହେବନି ସେମିଫାଇନାଲ୍‌ ରାସ୍ତା: ଜାଣନ୍ତୁ କ’ଣ କହୁଛି ସମୀକରଣ

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳକୁ ଗତକାଲି ରାତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ଦ୍ୱାରା ଭାରତୀୟ...

ତୃତୀୟ ଅମ୍ପାୟରଙ୍କ ତ୍ରୁଟି: ପୁନଃ ଲାଗୁ ହେଲା ଇଂଲଣ୍ଡର ଡିଆରଏସ୍‌

ଚେନ୍ନାଇ,୧୪।୨(ପି.ଟି.): ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ତୃତୀୟ ଅମ୍ପାୟର ଅନିଲ ଚୌଧୁରୀଙ୍କ ଏକ ତ୍ରୁଟି ଯୋଗୁ...

ଭାରତୀୟ ବାଳିକା, ବାଳକ ଯୋଡ଼ି ସେମିରେ

ଭୁବନେଶ୍ୱର, ୧୨।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ଉଭୟ...

Advertisement
Archives

Model This Week