ବର୍ଣ୍ଣବୈଷମ୍ୟ ପ୍ରତି ଆଖି ବୁଜିଦେଇପାରିବା ନାହିଁ

ଭାଟିକାନ୍‌ ସିଟି,୪ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଶୋକବ୍ୟକ୍ତ କରିଛନ୍ତି। ପୋପ୍‌ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ବର୍ଣ୍ଣବୈଷମ୍ୟ ପାପର ପରିଣାମ ଭାବେ ଅଭିହିତ କରି ତାଙ୍କ ଆମତ୍ାର ସତ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସପ୍ତାହିକ ବୁଧବାର ଅଡିଏନ୍ସରେ ପୋପ୍‌ କହିଛନ୍ତି, ଫ୍ଲୟଡ୍‌ଙ୍କ ମୃତ୍ୟୁ ପରେ ଆମେରିକାରେ ସାମାଜିକ ଅଶାନ୍ତି ସୃଷ୍ଟି ହୋଇଛି। ହିଂସାରୁ କିଛି ମିଳେ ନାହିଁ, କିନ୍ତୁ ବହୁତ କ୍ଷତି ସାଧିତ ହୁଏ। ଏଥିଲାଗି ଜାତୀୟ ସ୍ତରରେ ଆଲୋଚନା ଜରିଆରେ ସମାଧାନ ଆବଶ୍ୟକ। ବର୍ଣ୍ଣବୈଷମ୍ୟକୁ ଆମେ ସହିପାରିବା ନାହିଁ କି ଏଥିପ୍ରତି ଆଖି ବୁଜିଦେଇ ପାରିବାନି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସରକାରଙ୍କ ଦୃଢ଼ ପଦକ୍ଷେପ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରିବା ମନା…

ଇସଲାମାବାଦ,୧୪।୩ : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ସଦସ୍ୟଙ୍କ ସମେତ ନିର୍ବାଚିତ ଅଧିକାରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ତୋସାଖାନା ଉପହାର ପ୍ରଦାନ ଉପରେ ପାକିସ୍ତାନର...

ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି କଳା ପଲିଥିନରେ ଥିବା କରୋନା ସଂକ୍ରମିତଙ୍କ ମୃତଦେହ!

ମସ୍କୋ,୧ ।୧୧: ରୁଷିଆରେ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି । ଯାହା ପୂର୍ବାପେକ୍ଷା ଅଧିକ ବୋଲି ଅନୁମାନ କରାଯାଉଛି । ଶୁକ୍ରବର...

ଇରାନ ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା ପଛରେ ଇସ୍ରାଏଲ୍‌ ହାତ ସନ୍ଦେହ

ତେହରାନ୍‌,୨୮।୧୧: ଇରାନ୍‌ର ଖ୍ୟାତି ସମ୍ପନ୍ନ ପରମାଣୁ ବୈଜ୍ଞାନିକ ମୋହସିନ୍‌ ଫଖରିଜାଦେହଙ୍କୁ ତେହରାନ୍‌ ନିକଟରେ ହତ୍ୟା କରାଯାଇଛି। ସେ କାର୍‌ରେ ଯାଉଥିବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା।...

କରୋନା ଆଁରେ ବିଶ୍ୱ

ପ୍ୟାରିସ୍‌/ ତେହେରାନ୍‌, ୧୪।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ୫, ୦୪୩ରେ ପହଞ୍ଚିଛି। କେବଳ ଉତ୍ପତ୍ତି ସ୍ଥଳ ଚାଇନାରେ ୩,୧୭୬ ମୁଣ୍ଡ ଏଥିଲାଗି ଗଡ଼ିଲାଣି।...

୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରିଥିଲେ କରୋନାଭାଇରସର ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୧।୨: କରୋନାଭାଇରସ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନାଭାଇରସର ସଂକ୍ରମଣ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର...

ଜି-୨୦ ବୈଠକରେ ଯୋଗଦେବାକୁ ଭାରତ ଆସିବେନି ଜାପାନ ବୈଦେଶିକ ମନ୍ତ୍ରୀ…

ଟୋକିଓ,୨୮।୨ : ବୁଧବାର ଠାରୁ ଭାରତରେ ଆରମ୍ଭ ହେବାକୁ ଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଜାପାନର ବୈଦେଶିକ ମନ୍ତ୍ରୀ ୟୋସିମାସା ହାୟାଶି ଯୋଗଦେବେ...

ଇମ୍ରାନଙ୍କ ଉପରେ ପୁଣିଥରେ ହୋଇପାରେ ମରଣାନ୍ତକ ଆକ୍ରମଣ, ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସୂଚନା ଦେଲେ ବିଚାରପତି

ଇସଲାମାବାଦ,୧୯ ।୧୧: ପାକିସ୍ତାନ ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁକ୍ରବାର କହିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ପୁଣିଥରେ ମରଣାନ୍ତକ ଆକ୍ରମଣ ହୋଇପାରେ...

ପୁଟିନ୍‌ଙ୍କ ଅସ୍ତ୍ରୋପଚାର

ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ରକ୍ତ କର୍କଟରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିବା ନେଇ...

Advertisement
Archives

Model This Week