Posted inଜାତୀୟ

‘ବନ୍ଦେ ଭାରତ ମିଶନ’: ଲଣ୍ଡନରୁ ଫେରିଲେ ୩ଶହ ଭାରତୀୟ

ବେଙ୍ଗାଲୁରୁ,୧୧।୫: ‘ବନ୍ଦେ ଭାରତ ମିଶନ’ର ପଞ୍ଚମ ଦିନରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ସୋମବାର ପ୍ରାୟ ୩ଶହ ଭାରତୀୟ ଲଣ୍ଡନରୁ ଆସି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଆହୁରି ମଧ୍ୟ କିଛି ସ୍ବତନ୍ତ୍ର ବିମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କୁ ଆଣିବାର ବ୍ୟବସ୍ଥା କରାଯାଇଛି। ଯେମିତିକି ସାନ ଫ୍ରାନସିସ୍‌କୋରୁ ମୁମ୍ବାଇ, ଢାକାରୁ ମୁମ୍ବାଇ, ଦୁବାଇରୁ କୋଚି, ଆବୁ ଧାବିରୁ ହାଇଦ୍ରାବାଦ, କୁଆଲା ଲମପୁରରୁ ଚେନ୍ନାଇ ଓ ବାହାରିନରୁ କୋଜିକୋଡେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ‘ବନ୍ଦେ ଭାରତ ମିଶନ’ ମାଧ୍ୟମରେ ପାଖାପାଖି ୧୫,୦୦୦ ଭାରତୀୟଙ୍କୁ ୧୨ଟି ଦେଶରୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଭାରତ ଫେରାଇ ଆଣିବାର ବନ୍ଦୋବସ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱିପ୍ରୋରେ ପୁଣି ହେଲା କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ,୧୯ ।୩: ଭାରତ ସମେତ ଗ୍ଲୋବାଲ ସ୍ତରରେ ଆଇଟି ସେକ୍ଟରରେ ଛଟେଇ ଅଭିଯାନ ଜାରି ରହିଛି । କୌଣସି ନା କୌଣସି କମ୍ପାନୀ ଲୋକଙ୍କୁ ଚାକିରିରୁ...

୨୦୨୦ କିଗ୍ରାର କେକ୍‌ ପ୍ରସ୍ତୁତ କରି କାଲାମ୍‌ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ, ୨୪।୨: ତାମିଲନାଡୁରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍ଦୁଲ କାଲାମ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୨୦ କିଗ୍ରାର ଏକ ବୃହତ କେକ୍‌ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ...

ଦଳର ନେତାଙ୍କୁ ଅନୁଶାସନର ପାଠ ପଢାଇଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଦଳର ନେତାଙ୍କୁ ଅନୁଶାସନ ଏବଂ ଏକତା ପାଇଁ ଆହ୍ବାନ ଦେଇଛନ୍ତି। ବ୍ୟକ୍ତିଗତ ମତଭେଦଠାରୁ ଦୂରରେ ରହି କଂଗ୍ରେସର...

ଲାଲୁଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଟଙ୍କା ଜରିମାନା

ପାଟନା,୨୧ ।୨: ଗୋଖାଦ୍ୟ ଦୁର୍ନିତି ମାମଲାର ସବୁଠାରୁ ବଡ ତଥା ପଞ୍ଚମ ମାମଲାରେ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ...

ଜନତାଙ୍କୁ ଲୁଚୁଛନ୍ତି ଯୋଗୀ ଆଦିତ୍ୟନାଥ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣିଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ମୁରଦାବାଦ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ...

ମୁଁ ଭାଜପା ସହ କେବେ ଯିବି ନାହିଁ: ଶରଦ ପାଓ୍ବାର

ପୁଣେ,୧୩।୮: ମହାରାଷ୍ଟ୍ରର ସାଙ୍ଗୋଲାରେ ଜାତୀୟତାବାଦୀ କଂଗ୍ରେସ ଦଳର ପ୍ରତିଷ୍ଠାତା ଶରଦ ପାୱାର ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଆୟୋଜିତ ଗୁପ୍ତ ବୈଠକ ସମ୍ପର୍କରେ ଏକ...

କୁମ୍ଭୀର ବେଙ୍ଗକୁ ଗିଳି ଦେଲା, ଏହା କିଭଳି ଭାଗ୍ୟୋଦୟ: ସାମନାରେ ମୋଦିଙ୍କୁ ପ୍ରଶ୍ନ…

ମୁମ୍ବାଇ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମୁମ୍ବାଇ ଗସ୍ତରେ ଯିବା ପୂର୍ବରୁ ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚରା ଯାଇଛି। ସାମନା...

ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର

ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...

Advertisement
Archives

Model This Week