‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା ଭୋସଲେ, ଶଙ୍କର ମହାଦେବନ

ବମ୍ବେ: ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ଗାୟକ ଶଙ୍କର ମହାଦେବନ୍‌ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’। ଉଭୟ ନିଜ ଟୁଇଟର ପୃଷ୍ଠାରେ ଏହାର ଭିଡିଓ ଶେୟାର କରିଛନ୍ତି। ମହାଦେବନ୍‌ ଏହାକୁ ପ୍ରଯୋଜନା କରିଥିବା ବେଳେ ନୀଳ ମାଧବ ପଣ୍ଡା ଏହାକୁ ନିର୍ଦ୍ଦେଶନା ଦେଇଥିବା ଆଶା କହିଛନ୍ତି। ଦିନ ରାତି ଏକ କରି ଆଗଧାଡ଼ିରେ କରୋନା ସହ ଲଢ଼ୁଥିବା ଯୋଦ୍ଧାମାନଙ୍କୁ ଏହା ସମର୍ପିତ। ପ୍ରତିଟି ଓଡ଼ିଆ ସହ ମିଶି ଚାଲ ଏହା ଗାଇବା ବୋଲି ଆଶା କହିଥିବା ଦେଖିବାକୁ ମିଳୁଛି। ସେହିଭଳି ମହାଦେବନ୍‌ ମଧ୍ୟ ଏହାକୁ ଶେୟାର କରିଛନ୍ତି।

କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସେମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’ସଂଗୀତ ଗାନ କରିବାକୁ ଆହ୍ବାନ ଦେଇଥିଲେ। ବିଶ୍ୱର ଯେକୌଣସି କୋଣରେ ଥିବା ଓଡ଼ିଆ ଏଥିରେ ନିଜକୁ ସାମିଲ କରନ୍ତୁ। ଯୋଦ୍ଧାଙ୍କ ପାଇଁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଆଲିଆ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ସେ ନିଜ ବ୍ୟସ୍ତବହୁଳ...

ଡୋନାଙ୍କୁ ବିବାହ କରିବା ପରେ ବି ନଗ୍‌ମାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସୌରଭ ଗାଙ୍ଗୁଲୀ…

ମୁମ୍ବାଇ,୨୫।୧୨: ସାଉଥ୍‌ ଅଭିନେତ୍ରୀ ନଗ୍‌ମା ବୁଧବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ...

‘ଏଲୋନ୍‌’ରେ କପିଲ

ମୁମ୍ବାଇ: କମେଡିରେ ହସାଇ ହସାଇ ବେଦମ୍‌ କରାଉଥିବା ବଲିଉଡ୍‌ ଅଭିନେତା ତଥା କପିଲ ଶର୍ମା ଶୋ’ର ହୋଷ୍ଟ କପିଲଙ୍କ ଆଗାମୀ ଗୀତର ଭିଡିଓ ଆସିବାକୁ ଯାଉଛି।...

ପ୍ରିୟଙ୍କାଙ୍କ ଖୁସି କହିଲେ ନ ସରେ

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ହଲିଉଡ୍‌ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କା ତାଙ୍କ ସ୍ବାମୀ ନିକ୍‌ ଜୋନାସ ଏବଂ ପରିବାର...

ସୁନ୍ଦରତାରେ ଅଭିନେତ୍ରୀଙ୍କୁ ବି ପଛରେ ପକାଇଦେବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ: ଖୁବ୍‌ଶୀଘ୍ର ବଲିଉଡ୍‌ରେ କରିବେ ଡେବ୍ୟୁ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଏହା ଏକ ଯୁଦ୍ଧ ଭିତ୍ତିକ...

କ୍ୟାଟ୍ରିନା ପିନ୍ଧିଥିବା ଲେହେଙ୍ଗାକୁ ପୂର୍ବରୁ ପିନ୍ଧି ସାରିଛନ୍ତି ଏହି ମଡେଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ଡିସେମ୍ବର ୯ରେ ହୋଇଯାଇଛି। ବିବାହ ପରେ ସୋସିଆଲ ମି଼ଡିଆରେ ଫଟୋ ଶେୟାର କରିବା ପରେ...

ସତ ହେଲା ଟ୍ବିଙ୍କିଲଙ୍କ ଭବିଷ୍ୟବାଣୀ!

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ଥିବା ବେଳେ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଘରେ...

ରାମାୟଣର ପ୍ରସାରଣ ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରୁଛନ୍ତି ଦର୍ଶକେ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଦୂରଦର୍ଶନରେ ପୁଣିଥରେ ରାମାୟଣ ଧାରାବାହିକ ପ୍ରସାରଣ ହେବା...

Advertisement
Archives

Model This Week