Posted inଜାତୀୟ

ବଦଳିକୁ ନେଇ ରାଗି ଯାଇ ୬୫ କିଲୋମିଟର ଦୌଡିବାକୁ ଉଦ୍ୟମ କଲେ ଏସ୍‌ଆଇ

ଇଟାଓ୍ବା,୧୬।୧୧: ଉତ୍ତର ପ୍ରଦେଶ ଇଟାଓ୍ବା ଜିଲାରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଚାକିରିରେ ବଦଳିକୁ ବିରୋଧ କରି ଜଣେ ସବ୍‌-ଇନସପେକ୍ଟର(ଏସ୍‌ଆଇ) ୬୫ କିଲୋମିଟର ଦୌଡିବାକୁ ସ୍ଥିର କରିଥିଲେ। ସେ କହିଥିଲେ ତାଙ୍କ ସହ ଅନ୍ୟାୟ ହୋଇଛି। ତେଣୁ ସେ ଏବେ ୬୫ କିଲୋମିଟର ଦୌଡିବା ଆରମ୍ଭ କରିଛନ୍ତି। ବିଜୟ ପ୍ରତାପ ନାମକ ଏହି ସବ୍‌-ଇନସପେକ୍ଟର ଦୌଡିବା ସମୟରେ ଅଧାବାଟରେ ବେହୋସ୍‌ ହୋଇ ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ଟିକେଟ୍‌ ପାଇଁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କଲେ ଏମ୍‌ପି

ଲକ୍ଷ୍ନୌ,୧୧।୧: ସମାଜବାଦୀ ପାର୍ଟି (ସପା) ନେତା ଫିରୋଜ ଅହମ୍ମଦଙ୍କ ହତ୍ୟା ମାମଲାରେ ଏମ୍‌ପି ରିଜଓ୍ବାନ ଜାହୀରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ବଲରାମପୁର ପୋଲିସ।...

ପିଆଜ ଦରବୃଦ୍ଧିକୁ ନେଇ ପ୍ରତିବାଦ କଲେ ଚନ୍ଦ୍ରାବାବୁ

ଅମରାବତୀ,୯।୧୨: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ପିଆଜ ଦରବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଧାନସଭା...

ଖୁସି ଖବର, କୋଭାକ୍ସିନ୍‌-କୋଭିଶିଲ୍ଡ ମିଶ୍ରିତ ଡୋଜ୍‌ ପ୍ରଭାବଶାଳୀ..

ନୂଆଦିଲ୍ଲୀ,୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ଭାରତ...

ହୃଦୟ ବିଦାରକ ସ୍ଥିତି

ନୂଆଦିଲ୍ଲୀ,୨୮ା୪: ରାଜନୈତିକ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ତାଲାବନ୍ଦ ହୋଇଛି। ଦୁଇ ବଡ଼ ସହରର ପ୍ରଶସ୍ତ ରାସ୍ତାଗୁଡ଼ିକରେ ସାଇରନ୍‌ ବଜାଇ ଆମ୍ବୁଲାନ୍ସ ଦୌଡ଼ୁଛି।...

ଲାଇଭ୍‌ ଭିଡିଓ ମାଧ୍ୟମରେ ହେଲା ଅନ୍ତିମ ସଂସ୍କାର

ହରିୟାଣା,୯।୪: ଲକ୍‌ଡାଉନ୍‌ ଶବ୍ଦ କେହି କେହି ଆଗରୁ ଶୁଣି ନ ଥିବା ବେଳେ ଏବେ କିନ୍ତୁ ଏହା ସମସ୍ତଙ୍କ ପାଇଁ ଏକ ପରିଚିତ ଶବ୍ଦ ପାଲଟି...

ଶରଦ କୁମାର ମଧ୍ୟବର୍ତ୍ତିକାଳୀନ ସିଭିସି

ନୂଆଦିଲ୍ଲୀ,୧୨ା୬(ପି.ଟି.): ଭିଜିଲାନ୍ସ କମିଶନର ଶରଦ କୁମାରଙ୍କୁ ମଧ୍ୟବର୍ତ୍ତିକାଳୀନ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର (ସିଭିସି)ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି...

ଶିନ୍ଦେଙ୍କ ଗଣପତି କୂଟନୀତି…

ମୁମ୍ବାଇ, ୪।୯ : ଗଣେଶ ପୂଜା ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗଣପତି କୂଟନୀତି ଆରମ୍ଭ କରିଛନ୍ତି। ତାଙ୍କ ବାସଭବନରେ ଗଣପତିଙ୍କର ଏକ ପ୍ରତିମୂର୍ତ୍ତି...

ପୁଣି ହାଣ ମୁହଁରେ ୧୫ ବରିଷ୍ଠ ଅଧିକାରୀ: ନେଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୧୮।୬: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ମଙ୍ଗଳବାର ନେଇଛନ୍ତି ଦୃଢ଼ ପଦକ୍ଷେପ। ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ...

Advertisement
Archives

Model This Week