ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି…

ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ। ଅଧାକପ୍‌ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗୁଡ଼ପାଣି ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଲାଗି ଏହା ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ। ମହିଳାଙ୍କଠାରେ ଦେଖାଦେଉଥିବା ଋତୁସ୍ରାବ ଓ ବିଭିନ୍ନ ସମସ୍ୟା ଗୁଡ଼ପାଣି ଦୂର କରେ। ଏଥିରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିକାରକ ଧୂମପାନ

ପ୍ରଥମ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତିର ଶରୀରକୁ ଯାଏ। ଦ୍ୱିତୀୟ ପ୍ରକାର ଧୂମ ହେଲା ଯାହା ଧୂମପାୟୀ ବ୍ୟକ୍ତି ବାହାରକୁ ଛାଡ଼ିଥାଏ ଏବଂ...

ହାର୍ଟ ବାଇପାସ୍‌ ସର୍ଜରି

ହାର୍ଟ ହେଉଛି ମାଂସପେଶୀ ଦ୍ବାରା ଗଠିତ ଏକ ପମ୍ପ, ଯାହାକି ପ୍ରତି ମୁହୂର୍ତ୍ତରେ ଶରୀରର ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନ କରିଥାଏ। ହାର୍ଟର ମାଂସପେଶୀଗୁଡ଼ିକୁ କାର୍ଯ୍ୟ...

ଅଧିକ ଫ୍ୟାଟ୍‌ ଯୁକ୍ତ ଖାଦ୍ୟ ଖାଉଛନ୍ତି କି? ଦେଖାଦେଇପାରେ ଏସବୁ ସମସ୍ୟା…

ଆମେ ସବୁବେଳେ ସୁଷମ ଖାଦ୍ୟ ଖାଇବା ଦରକାର। ଯଦି ଏଣୁତେଣୁ ଖାଦ୍ୟ ଖାଇବା ଅଭ୍ୟାସରେ ପଡ଼ିଥାଏ ତେବେ ଏହା କିଛି ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ।...

ଫ୍ୟାଟି ଲିଭର୍‌ ପାଇଁ ବରଦାନ ଏହି ଡ଼ାଲିର ପାଣି, ଓଜନ କମ୍‌ କରିବା ସହ ଶରୀରରୁ ବାହାର କରେ କୋଲେଷ୍ଟେରଲ; ଜାଣନ୍ତୁ… 

ଆଜିକାଲି ସମୟରେ ବଦଳୁଥିବା ଦିନଚର୍ଯ୍ୟା, ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମର ଅଭାବକୁ ନେଇ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯେଉଁଥିରେ ଫ୍ୟାଟି ଲିଭର ଏବଂ ହୃଦୟ...

ସକାଳୁ ମେଥିପାଣି ପିଇଲେ ମିଳିଥାଏ ଅନେକ ଲାଭ, ଓଜନ ହ୍ରାସଠୁ ଆରମ୍ଭ କରି…

ସୁସ୍ଥ ରହିବାକୁ ଚାହୁଁଥିଲେ ଘରୋଇ ଉପଚାର ବେଶ୍‌ ଲାଭଦାୟକ ହୋଇଥାଏ। ଯଦି ପ୍ରଭାବଶାଳୀ ଉପଚାର ଖୋଜୁଛନ୍ତି ତେବେ ମେଥିପାଣି ବହୁ ଉପାଦେୟ। ଯାହା ବିନା ପାର୍ଶ୍ୱ...

ଏସବୁ ପରିବାକୁ ତେଲରେ ଭାଜି ଖାଇଲେ ହୁଏ ନାନା ସମସ୍ୟା

ସାଧାରଣତଃ ନିତିଦିନ ଆମେ କିଛି ନା କିଛି ପରିବା ଖାଇଥାଉ। ହେଲେ ଆମ ଭିତରେ ଅନେକ ଅଛନ୍ତି ଯେଉଁମାନେ କେଉଁ କେଉଁ ପରିବାକୁ ତେଲରେ ଭାଜି...

ୟୁରିକ୍‌ ଏସିଡ୍‌ ବଢ଼ିଲେ ଶରୀରରେ ଦେଖାଦିଏ ଏସବୁ  ସମସ୍ୟା? ବେଳହୁଁ ସାବଧାନ ନ ହେଲେ…

ଯଦି ଶରୀରରେ ୟୁରିକ ଏସିଡ ସ୍ତର ସ୍ବାଭାବିକଠାରୁ ଅଧିକ ବୃଦ୍ଧି ପାଏ, ତେବେ ଏହାକୁ ହାଇପରୟୁରିସେମିଆ କୁହାଯାଏ। ଏହି ଅବସ୍ଥା ଧୀରେ ଧୀରେ ଶରୀରର ଅନେକ...

ଜୁଲାଇରେ ଏହି ୪ ରାଶିକୁ ମାଲାମାଲ କରିବେ ଶୁକ୍ର, ଅଚାନକ ଧନଲାଭ ସାଙ୍ଗକୁ ବଦଳିବ ଭାଗ୍ୟ

ଶୁକ୍ରକୁ ଧନ ଏବଂ ପ୍ରେମର କାରକ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଜାତକରେ ଏହାର ଦୃଢ଼ ସ୍ଥିତି ବ୍ୟକ୍ତିର ଜୀବନକୁ ଆରାମ ଏବଂ ବିଳାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri