Posted inଖେଳ

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ୨୩ ଜଣିଆ ଭାରତୀୟ ଦଳ ଘୋଷିତ

ଗୁଆହାଟୀ,୧୨।୧୦(ପି.ଟି.)- ଆସନ୍ତା ମଙ୍ଗଳବାର କୋଲକାତାରେ ଖେଳାଯିବାକୁ ଥିବା ବାଂଲଦେଶ ବିପକ୍ଷ ଫିଫି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଏକ ୨୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତ ହେଡ୍‌ କୋଚ୍‌ ଆଇଗର ଷ୍ଟିମାନ ଏହି ଦଳ ଘୋଷଣା କରିଛନ୍ତି। ଡିଫେଣ୍ଡର ସନ୍ଦେଶ ଝିନ୍‌ଗାନ ଓ ଅନଓ୍ବର ଅଲି (ଜୁନିୟର)ଙ୍କୁ ଇଞ୍ଜୁରି କାରଣରୁ ବାଦ୍‌ ଦିଆଯାଇଛି। କୋଲକାତାର ଭିଓ୍ବାଇବିକେ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ହାଲିଚରଣ ନରଜାରି, ଫରୁଖ ଚୌଧୁରୀ ଓ ନିଶୁ କୁମାର ଏହି ଦଳରେ ସ୍ଥାନ ପାଇନାହାନ୍ତି। ମ୍ୟାଚ୍‌ ଖେଳିବାକୁ ରବିବାର ଭାରତୀୟ ଦଳ କୋଲକାତାରେ ପହଞ୍ଚିବ।
ଭାରତୀୟ ଦଳ:
ଗୋଲକିପର: ଗୁରପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ, କମଲଜିତ ସିଂ।
ଡିପେଣ୍ଡର୍ସ: ପ୍ରିତମ କୋଟଲା, ରାହୁଲ ଭେକେ, ଆଦିଲ ଖାଁ, ନରେନ୍ଦର, ସାର୍ଥକ ଗୋଲୁଇ, ଆନସ ଇଡାଥୋଡିକା, ମନ୍ଦାର ରାଓ ଦେସାଇ, ସୁଭାସିଷ ବୋଷ।
ମିଡ୍‌ଫିଲ୍ଡର: ଉଡନ୍ତା ସିଂ, ନିଖିଲ ପୁଜାରୀ, ଭିନିତ ରାଏ, ଅନିରୁଦ୍ଧ ଥାପ୍ପା, ଅବଦୁଲ ସାହଲ, ରେନିଏର ଫର୍ଣ୍ଣାଣ୍ଡିଜ, ବ୍ରାଣ୍ଡନ ଫର୍ଣ୍ଣାଣ୍ଡିଜ, ଲାଲିଆଞ୍ଜୁଆଲା ଚାଙ୍ଗଟେ, ଆଶିକ କୁରୁନିୟାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇରନ ମ୍ୟାନ ପ୍ରତିଯୋଗିତାରେ ଦୁଇ ଓଡ଼ିଆ

ଭୁବନେଶ୍ୱର,୧୪।୮(ସ୍ପୋଟର୍‌ସ ବ୍ୟୁରୋ): ଆଇରନ ମ୍ୟାନ ପ୍ରତିଯୋଗିତା ପାଇଁ ଦୁଇ ଓଡ଼ିଆ ସୌଭାଗ୍ୟ କୁମାର ରଥ(୩୩) ଏବଂ ବିଜୟ କୁମାର ଦାସ(୪୮) କାଜାଖସ୍ତାନରେ ପହଞ୍ଚିଛନ୍ତି। ସୌଭାଗ୍ୟଙ୍କର ଏହା...

‘ମାତ୍ର ୩ ଟଙ୍କା ପାଇଁ ହୋଇଥିଲେ କ୍ରିକେଟର୍‌’

କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଅଧିନାୟକଙ୍କ କଥା ଆସେ, ଅଜିତ ୱାଡେକରଙ୍କ ନାମ ନିଶ୍ଚିତ ଭାବେ ଆସେ। ବିଦେଶୀ ମାଟିରେ ଭାରତର ପ୍ରଥମ ଟେଷ୍ଟ ସିରିଜ ଜିତିଥିବା...

ଚଳିତ ଦଶନ୍ଧିର ପ୍ରଥମ ଶତକ ହାସଲକାରୀ ଲାବୁସାନ

ସିଡ୍‌ନୀ,୩।୧- ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନ ଚଳିତବର୍ଷ ତଥା ଦଶନ୍ଧିର ପ୍ରଥମ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ତଥା ଅନ୍ତିମ...

ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ

ଭୁବନେଶ୍ୱର,୨୮।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ବିଦାୟ ନେଇଛି ପାକିସ୍ତାନ। ରବିବାର ଅନୁଷ୍ଠିତ ପୁଲ୍‌ ‘ଡିି’ ମ୍ୟାଚରେ ଆର୍ଜେଣ୍ଟିନା...

କୋହଲି ଯେଉଁ ଭୁଲ କରୁଥିଲେ, ରୋହିତ କାହା ଦୋହରାଉଛନ୍ତି

ସିଡନୀ,୨୭।୧୦: ଭାରତୀୟ ଦଳକୁ ଗୁରୁବାର ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବାକୁ ପଡିଆକୁ ଓହ୍ଲାଇବ। ପାକିସ୍ତାନ ବିପକ୍ଷରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା...

ଆଇସିସି ବିଶ୍ୱକପ୍‌ : ଭାରତ- ଆଫଗାନିସ୍ତାନ ମୁକାବିଲା

ସାଉଥାମ୍ପଟନ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଭାରତ ଟୁର୍ନାମେଣ୍ଟର ୨୮ତମ ମ୍ୟାଚ୍‌ରେ ଶନିବାର ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ...

ବଟଲରଙ୍କୁ ଜରିମାନା

ଜୋହାନ୍ସବର୍ଗ, ୧୦ା୧ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରିଛି। କେପ୍‌...

ରୋହିତଙ୍କ ବିନା ସିରିଜ୍‌ ଜିତିବା କଷ୍ଟକର

ମୁମ୍ବାଇ,୧୫।୧୨: ଆସନ୍ତା ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ରୁ ଆହତ ହୋଇ ବାଦ୍‌ ପଡ଼ିଛନ୍ତି ରୋହିତ ଶର୍ମା। ଉପ...

Advertisement
Archives

Model This Week