ଫିଟ୍‌ ହେଲା ପରେ ମଧ୍ୟ ଧାଓ୍ବନଙ୍କ ସମସ୍ୟା ବଢ଼ିବ

ନୂଆଦିଲ୍ଲୀ,୧୪।୬: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକୀୟ ଇନିଂସବେଳେ ଶିଖର ଧାଓ୍ବନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ସମସ୍ୟା ଦୂର ହେଲା ପରେ ଧାଓ୍ବନ ସଫଳତାର ସହ କ୍ରିକେଟକୁ ଫେରିବେ। ହେଲେ ବାମହାତୀ ଓପନରଙ୍କ ଫିଲ୍ଡିଂରେ ସମସ୍ୟା ଦେଖାଯିବ ବୋଲି ଅନୁଭବ କରୁଛନ୍ତି ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର। ଧାଓ୍ବନଙ୍କ ଲାଗି ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରିବା ଏକ ଚ୍ୟାଲେଞ୍ଜ ହେବ। ବଲ ଥ୍ରୋ କରିବାରେ ତାଙ୍କୁ କୌଣସି ଅସୁବିଧା ହେବନାହିଁ। ମାତ୍ର ଫିଲ୍ଡିଂ ଓ କ୍ୟାଚ୍‌ ଧରିବାରେ ଧାଓ୍ବନଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଇନିଂସର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରନ୍ତି। ଏଥିନେଇ ଆମେ ତାଙ୍କୁ ପ୍ରଥମେ ହାଲୁକା ବଲରେ ଅଭ୍ୟାସ କରାଇବୁ। ପରେ କ୍ରିକେଟ ବଲ ବ୍ୟବହାର କରିବୁ। ମାତ୍ର ଏହା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ତାଙ୍କ ଫିଲ୍ଡିଂ ସମସ୍ୟା ଓ ବ୍ୟାଟିଂବେଳେ ବାମ ହାତକୁ ମଧ୍ୟ ନଜର ରଖିବ ଲାଗି ଆମକୁ ୧୦ ରୁ ୧୨ ଦିନ ଲାଗିବ ବୋଲି ଫିଲ୍ଡିଂ କୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲିଂ ବାଛିଲା ପଞ୍ଜାବ

ଚେନ୍ନାଇ,୨୩।୪: ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ନୁହେଁ। ଏହା ସତ୍ତ୍ୱେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କିଙ୍ଗ୍ସ ପଞ୍ଜାବ ଅଧିନାୟକ...

କୋପା ଆମେରିକା ସେମିରେ ବ୍ରାଜିଲ;ଫେଲ୍‌ ମାରିଲେ ମେସି

ବେଲୋ ହରିଜୋଣ୍ଟେ,୩।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲାରେ ବ୍ରାଜିଲ ପ୍ରବେଶ କରିଛି। ଗାବ୍ରିଏଲ ଜିସସ ଓ ରବର୍ଟ ଫିର୍ମିନୋଙ୍କ ଗୋଟିଏ ଲେଖାଏ...

ଶ୍ରୀଲଙ୍କାକୁ ବଡ଼ ଝଟ୍‌କା: ୪ ଖେଳାଳିଙ୍କୁ କରୋନା

ଗାଲେ,୭ା୭: ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଗାଲେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ୪ଜଣ ଖେଳାଳି...

ଥାମ୍ପିଙ୍କ ଗୋଟିଏ ଓଭରରେ ୨୬ ରନ୍‌

ମୁମ୍ବାଇ,୨।୪: ଡିୱାଇ ପାଟିଲ ଷ୍ଟାଡିୟମରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ- ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି। ଏଥିରେ ଧୂଆଁଧାର ବ୍ୟାଟିଂ କରି ଚର୍ଚ୍ଚାରେ ଅଛନ୍ତି...

ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ

ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍‌ର...

ହୃଦୟ ଜିତିଲେ ଧୋନୀ

ଚେନ୍ନାଇ୨୮।୩: ଆଇପିଏଲର ୧୬ତମ ସଂସ୍କରଣ ଚଳିତ ବର୍ଷ ୩୧ ମାର୍ଚ୍ଚରୁ ଆରମ୍ଭ ହେଉଛି। ଆଇପିଏଲ ୨୦୨୩ରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ...

ଶେଷ ମ୍ୟାଚରେ ପାର୍ଟନର ହୋଇ ଖେଳିବେ ଫେଡରର

ଲଣ୍ଡନ,୨୨ା୯: ଶୁକ୍ରବାର ଲାଭର କପ୍‌ରେ ପୁରୁଷ ଡବଲ୍ସରେ ରୋଜର ଫେଡେରର ଓ ରାଫାଲ ନାଡାଲ ପାର୍ଟନର ହୋଇ ଖେଳିବେ। ଫେଡରରଙ୍କ କ୍ୟାରିୟରର ଏହା ଶେଷ ମ୍ୟାଚ...

ଆଇପିଏଲ୍‌: ରାତି ମ୍ୟାଚ୍‌ ଟାଇମିଂ ଅପରିବର୍ତ୍ତିତ

ନୂଆଦିଲ୍ଲୀ, ୨୭।୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରାତିରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ଆରମ୍ଭ ଟାଇମିଂରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପୂର୍ବଭଳି ରାତି ମ୍ୟାଚ୍‌...

Advertisement
Archives

Model This Week