Posted inଜାତୀୟ

ଫସିଲେ କେଜରିଓ୍ବାଲ: ଟିକେଟ ନମ୍ବର ୪୫

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ନାମାଙ୍କନ ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିବା ପରେ ଏବେ ଫସି ଯାଇଛନ୍ତି। କାହିଁକିନା ସେଠାରେ ତାଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିଛି। ଟୁଇଟ୍‌ କରି ନିଜେ କେଜରିଓ୍ବାଲ ଏହା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ନାମାଙ୍କନ ପତ୍ର ଦାଖଲ କରିବାକୁ ତାଙ୍କୁ ଅପେକ୍ଷା କରିବାକୁ ପଡିଛି। ଆଉ ତାଙ୍କ ଟିକେଟ ନମ୍ବର ରହିଛି ୪୫। ଗଣତନ୍ତ୍ରର ଏହି ପର୍ବରେ ଏତେ ସଂଖ୍ୟାରେ ଲୋକ ଭାଗ ନେଇଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କେଜରିଓ୍ବାଲ ନାମାଙ୍କନ ଦାଖଲ କରିବାକୁ ସିଧାସିଧା ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ଯାଇଥିବା ବେଳେ ଏହାକୁ ନେଇ ବିରୋଧ କରାଯାଇଥିଲା। ଏହାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଟିକେଟ୍‌ ନମ୍ବର ଅନୁଯାୟୀ ନାମାଙ୍କନ ଦାଖଲ କରାଯିବାକୁ ଥିବାରୁ ତାଙ୍କ ଟିକେଟ ନମ୍ବର ରହିଲା ୪୫।


Enter your email to get our daily news in your inbox.

All Right Reserved By Dharitri.Com

ମୁସଲମାନ ବିବାହ ପୋକ୍ସୋ ଆଇନ ବାହାରେ ନୁହେଁ

କୋଚି ,୨୨ା୧୧: ପର୍ସନାଲ ଲ’ ଅଧୀନରେ ହେଉଥିବା ମୁସଲମାନ ବିବାହ ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଆଇନ ବାହାରେ ନୁହେଁ। ବିବାହ ନାଁରେ ନାବାଳିକାଙ୍କ...

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ...

‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି...

ଥମିନି କରୋନା ଡରାଇଲାଣି ଜିକା ଭାଇରସ

ମୁମ୍ବାଇ,୧ ।୮: କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଏବେ ଜିକା ଭାଇରସ ଦେଖା ଦେଲାଣି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ...

ଦିନକୁ ୩୮ ମିନିଟ୍‌ ରିଲ୍ସ ଦେଖୁଛନ୍ତି ଭାରତୀୟ

ନୂଆଦିଲ୍ଲୀ, ୩୦ା୧୦: ଯୁବପିଢ଼ିଙ୍କ ସମେତ ପ୍ରାୟ ସବୁ ବର୍ଗର ଲୋକଙ୍କ ଭିତରେ ୟୁଟ୍ୟୁବ୍‌ ଶର୍ଟ ଭିଡିଓ ଏବଂ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ କ୍ରେଜ୍‌। ରାତାରାତି ପ୍ରସିଦ୍ଧ ହେବା...

ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯ ।୧: କରୋନା ମହାମାରୀର କଡା କଟକଣା ଭିତରେ ଶୁକ୍ରବାର ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ପ୍ରଥମେ ରାଷ୍ଟପତି ରାମନାଥ କୋବିନ୍ଦ ଅଧିବେଶନକୁ...

ପିତା ପାକିସ୍ତାନୀ ବୋଲି ଲୁଚାଇଥିଲେ: ଅତିଶ ଅଲ୍ଲୀ ତଶିରଙ୍କ ଓସିଆଇ କାର୍ଡ ରଦ୍ଦ

ନୂଆଦିଲ୍ଲୀ,୮।୧୧: ବ୍ରିଟେନରେ ଜନ୍ମିତ ଲେଖକ ଅତିଶ ଅଲ୍ଲୀ ତଶିରଙ୍କ ଓଭରସିଜ୍‌ ସିଟିଜେନ୍‌ ଅଫ୍‌ ଇଣ୍ଡିଆ(ଓସିଆଇ) କାର୍ଡ ଗୃହ ମନ୍ତ୍ରଣାଳୟ ରଦ୍ଦ କରାଯାଇଛି। ତାଙ୍କ ପିତା ପାକିସ୍ତାନୀ...

ଲଭ୍‌ ଜିହାଦ୍‌ ଅଧ୍ୟାଦେଶ: ସାମ୍ବିଧାନିକ ବୈଧତା ପରଖିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୧: ଲଭ୍‌ ଜିହାଦ୍‌ ଅଧ୍ୟାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ମାମଲାର ଶୁଣାଣି ବୁଧବାର କରାଯାଇଛି। ଏହା ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା...

Advertisement
Archives

Model This Week