ଫଟୋ ଶେୟାର କରି ମୋଦିଙ୍କୁ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ବନ୍ଧୁ ନେତନ୍ୟାହୁ

ଜେରୁଜେଲମ,୧୫।୮: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ଜଣେ ଭଲ ବନ୍ଧୁ କହିବା ସହ ୭୪ତମ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କ ସହ ସେ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ନେତନ୍ୟାହୁ ଲେଖିଛନ୍ତି, ଗର୍ବ କରିବାକୁ ଆପଣଙ୍କ ପାଖେ ବହୁତ କିଛି ରହିଛି। ସ୍ବାଧିନତା ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ନେତନ୍ୟାହୁ ଟୁଇଟ୍‌ କରି ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ହିନ୍ଦୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଚିନ୍ତା: ବ୍ରିଟେନରେ କୁକୁରକୁ କରୋନା!

ଲଣ୍ଡନ,୧୧ ।୧୧: ବ୍ରିଟେନରେ ଏକ କୁକୁରକୁ କରୋନା ହୋଇଥିବା କଥା ଜଣାପଡିଛି । ଯାହା ପୁଣି କରୋନାକୁ ନେଇ ଚିନ୍ତା ବଢାଇ ଦେଇଛି । ୟୁକେର...

ଆସିଲାଣି ଡେଲ୍ଟାକ୍ରନ୍‌, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା/ନୂଆଦିଲ୍ଲୀ, ୧୬।୨ : ଦେଶରେ କୋଭିଡ -୧୯ ମହାମାରୀ ସଂକ୍ରମଣ ହେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଭାରତର ଦ୍ୱିତୀୟ ଲହରରେ ଡେଲ୍‌ଟା ମୁଖ୍ୟ...

କାନାଡା ପହଞ୍ଚିଲେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୧: ରାଜପଦ ଛାଡିବା ପରେ ପ୍ରିନ୍ସ ହ୍ୟାରୀ ନିଜ ପତ୍ନୀ ଓ ପୁଅଙ୍କ ସହ ଆମେରିକା ପହଞ୍ଚିଥିବା ଖବର ମିଳିଛି। ସ୍ବାଧୀନ ଭାବେ ଜୀବନ ବିତାଇବାକୁ...

ଗୋଟିଏ ଦିନରେ ଆମେରିକାରେ ୧,୯୭୩ ଜଣଙ୍କ ମୃତ୍ୟୁ; ୩୩ ହଜାର ନୂଆ ସଂକ୍ରମିତ ଚିହ୍ନଟ

ଓ୍ବାଶିଂଟନ,୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଗୋଟିଏ ଦିନରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧,୯୭୩ରେ ପହଞ୍ଚିଛି। ସେହିପରି ୨୪...

ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର...

ଇମାନୁଏଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୫ ।୪: ଫ୍ରାନ୍ସର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଇମାନୁଏଲ ମାକ୍ରୋନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ୨୦ ବର୍ଷ ଭିତରେ...

ଖାଇବା ପାଇଁ ‘ଜିମି ଜିମି ଆଜା ଆଜା’ ଗୀତ ଗାଉଛନ୍ତି ଚାଇନାବାସୀ

ବେଜିଂ,୧।୧୧: କରୋନା ବିରୋଧରେ ଲାଗୁ ହେଇଥିବା ଜିରୋ କୋଭିଡ ନୀତିକୁ ବିରୋଧ କରୁଛନ୍ତି ଚାଇନାବାସୀ। ବିଶେଷ କଥା ହେଉଛି ଏହି ସମୟରେ ଭେଟେରାନ ଭାରତୀୟ ଗାୟକ...

ଇଡି ନିଜର ନିଷ୍ପତ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦ : ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଇଡିର ରାଜନୈତିକ ବ୍ୟବହାର ଉପରେ ଜବାବ ଦେଇ କହିଛନ୍ତି ଯେ ଇଡି ଏକ ସ୍ବତନ୍ତ୍ର ଅନୁଷ୍ଠାନ ଏବଂ ଏହା...

Advertisement
Archives

Model This Week