ଫଟୋ ଶେୟାର କରି ଚର୍ଚ୍ଚାରେ ବବି ଦେଓଲ

ବବି ଦେଓଲ ବର୍ତ୍ତମାନ ସମୟରେ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି, ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେତିକି ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋକୁ ବବି ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାକୁ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ କରିସାରିଲେଣି।

ବବି ତାଙ୍କ ସ୍ତ୍ରୀ ତନ୍ୟାଙ୍କ ସହ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବାବେଳେ ଜଣେ ୟୁଜର ଲେଖିଛନ୍ତି, ‘ଦୁଇଜଣଙ୍କ ପ୍ରତି କାହାର ନଜର ନ ଲାଗୁ’। ବବିଙ୍କ ସ୍ତ୍ରୀ ତନ୍ୟା ଜଣେ ବିଜ୍‌ନେସ୍‌ ମହିଳା। ତେବେ ବବି ତନ୍ୟାଙ୍କୁ ପ୍ରେମ ବିବାହ କରିଥିଲେ। କେମିତି ତାଙ୍କର ଲଭ୍‌ ହୋଇଥିଲା ଜାଣନ୍ତି? ଦିନେ ବବି ମୁମ୍ବାଇର ଇଟାଲିଇନ ହୋଟେଲରେ ବସିଥିବାବେଳେ ସେହି ସମୟରେ ତନ୍ୟା ତାଙ୍କ ସାମ୍ନାକୁ ଆସି ଯାଇଥିଲେ। ବବିଙ୍କ ହୃଦୟରେ ଅଲଗା ଏକ ଫିଲଙ୍ଗ୍‌ସ ହୋଇଥିଲା। ଏହା ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା। କିଛିଦିନ ପରେ ବବି ତନ୍ୟାଙ୍କୁ ନେଇ ସେହି ହୋଟେଲକୁ ଯାଇଥିଲେ ଯେଉଁଠି ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ସେଠି ବବି ତନ୍ୟାଙ୍କୁ ପ୍ରପୋଜ କରିଥିଲେ। ଏହି କଥା ଯେତେବେଳେ ବବିଙ୍କ ଘରେ ପହଞ୍ଚିଲା ପିତା ଧର୍ମେନ୍ଦ୍ର ତନ୍ୟାଙ୍କୁ ଖୁବ୍‌ ପସନ୍ଦ କରିଥିଲେ।

୧୯୯୬ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବବିଙ୍କ ଫିଲ୍ମ କ୍ୟାରିୟର ସମ୍ପର୍କରେ କହିବାକୁ ଗଲେ, ସେ ସଲମାନଙ୍କ ସହ ‘ରେସ୍‌ ଥ୍ରୀ’, ପିତା ଧର୍ମେନ୍ଦ୍ର ଏବଂ ଭାଇ ସନି ଦେଓଲଙ୍କ ସହ ‘ୟମଲା ପଗ୍‌ଲା ଦିଓ୍ବାନା ଫିର୍‌ ସେ’ରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଭି ସିରିଏଲ୍‌ର ଏହି ଅଭିନେତା କରୋନା ପଜିଟିଭ୍‌: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ,୭।୭: କରୋନା ଲକ୍‌ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍‌ଲକ-୨ରେ ମହାରାଷ୍ଟ୍ର ସରକାର...

ବେଡ୍‌ରୁମ୍‌ରେ ସ୍ତ୍ରୀଙ୍କ ଏହି ଅଭ୍ୟାସ ପସନ୍ଦ କରନ୍ତି ନାହିଁ ଶାହିଦ କପୁର

ବଲିଉଡ୍‌ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। କେବଳ ସେ ନୁହେଁ, ତାଙ୍କ ସ୍ତ୍ରୀ ମୀରା ରାଜପୁତ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି...

ନିକ ଜଣେ ଆଦର୍ଶ ଜ୍ୱାଇଁ

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟ୍‌ଙ୍କା ଚୋପ୍ରା ଜୋନସ ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି । ନିକଟରେ ସେ ତାଙ୍କ...

ଫାର୍ମ ହାଉସରେ ଜନ୍ମଦିନ ପାଳିଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ରବିବାର ତାଙ୍କର ୫୫ ତମ ଜନ୍ମଦିନ ପାଳନ କରିଛନ୍ତି । ଏଥର ସେ ପନବେଲରେ ଥିବା ତାଙ୍କ ଫାର୍ମ...

୭୬ ବର୍ଷରେ ବି ଝିଅମାନଙ୍କୁ ଟକ୍କର ଦେଉଛନ୍ତି ତନୁଜା

ବଲିଉଡ୍‌ର ୭୬ ବର୍ଷିୟା ଭେଟେରାନ ଅଭିନେତ୍ରୀ ତନୁଜାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନୀଳ ରଙ୍ଗର ଏକ...

ଆଲିଆଙ୍କୁ ବୋହୂ ବେଶରେ ଦେଖି କାନ୍ଦି ପକାଇଲେ କରନ!

ମୁମ୍ବାଇ: ବଲିଉଡ ଷ୍ଟାର କପୁଲ ଆଲିଆ-ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତିକ୍ଷିତ ବିବାହ ଏପ୍ରିଲ ୧୪ରେ ହେବାକୁ ଯାଉଛି । ଅର୍ଥାତ୍ ଗୁରୁବାର ଏମାନେ...

ସାରାଙ୍କ ଲାଲ୍‌ ଡ୍ରେସ୍‌କୁ ନେଇ ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ଲକଡାଉନ୍‌ ହଟିବା ପରେ ଅଭିନେତ୍ରୀ ଅଭିନେତାମାନେ ସେମାନଙ୍କ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସିଛନ୍ତି। ତେବେ ସାରା ଅଲ୍ଲୀ ଖାନ୍‌ ଏବଂ ବରୁଣ ଧାଓ୍ବନ...

ବିବାହ ବନ୍ଧନରେ ଅଭି-ପ୍ରଜ୍ଞା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭି-ପ୍ରଜ୍ଞା। ଟେଲିପରଦାର ଏହି ହିଟ୍‌ ଯୋଡ଼ି ରିଅଲ୍‌ରେ ନୁହେଁ ବରଂ ରିଲରେ ଏକାଠି ହୋଇଛନ୍ତି। ଦର୍ଶକମାନେ ଏହି ଦିନକୁ...

Advertisement
Archives

Model This Week