ପ୍ରିୟଙ୍କା ଚୋପ୍ରାଙ୍କ ପସନ୍ଦର କ୍ରିକେଟ ଖେଳାଳି କିଏ ଜାଣନ୍ତି କି?

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍‌। ତାଙ୍କର ଜଣେ ଅଙ୍କଲ୍‌ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ ପିତାଙ୍କ ସହ ପ୍ରିୟଙ୍କା ବି ମ୍ୟାଚ୍‌ ଦେଖୁଥିଲେ। ସେବେଠୁ କ୍ରିକେଟ ପ୍ରତି ତାଙ୍କ ରୁଚି ବଢିଥିଲା। ମ୍ୟାଚ୍‌ ଚାଲିଥିବାବେଳେ ସିଟ୍‌ରୁ ଉଠିରେ ଭାରତୀୟ ଖେଳାଳି ଛକା ମାରୁଥିବାରୁ ମୁଁ ପ୍ରାୟତଃ ଛିଡା ହୋଇ ମ୍ୟାଚ୍‌ ଦେଖିଥାଏ ବୋଲି ପ୍ରିୟଙ୍କା କହିଛନ୍ତି। ଏବେକାର ଭାରତୀୟ ଦଳରେ ଯେଉଁ ଖେଳାଳି ଖେଳୁଛନ୍ତି, ସେମାନଙ୍କ ମଧ୍ୟରେ ତାଙ୍କ ପସନ୍ଦର ଖେଳାଳି କିଏ ବୋଲି ପଚରାଯିବାରୁ ସେ କହିଥିଲେ, ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ଖେଳ ଦେଖିବାକୁ ତାଙ୍କୁ ପସନ୍ଦ ଆସିଥାଏ। ବ୍ୟକ୍ତିଗତ ଭାବରେ ମଧ୍ୟ ଏହି ଦୁଇ ଖେଳାଳି ବେଶ୍‌ ଭଲ ବୋଲି ସେ କହିଛନ୍ତି। ଆମ ପରିବାର କ୍ରିକେଟ ଦେଖିବାକୁ ପସନ୍ଦ କରୁଥିବା ମୋ ବାହାଘରରେ ଏକ କ୍ରିକେଟ ମ୍ୟାଚର ଆୟୋଜନ କରାଯାଇଥିଲା। ଯେଉଁଥିରେ ନିକ୍‌ ଏବଂ ଆମ ପରିବାର ମଧ୍ୟରେ ମ୍ୟାଚ୍‌ ଖେଲାଯାଇଥିଲା ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଜୀବନସାଥୀ ଖୋଜୁଛନ୍ତି କ୍ରୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍ମ ‘ହମ ଦୋ ହମାରେ ଦୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ବଲିଉଡ୍‌...

ଚେନ୍ନାଇରେ ବି ମିଳିଲାନି ସୁଯୋଗ: ମୁଁ କ’ଣ ଏତେ ଖରାପ ବୋଲି ପ୍ରଶ୍ନ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୨।୫: ୨୦୧୭ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବାମହାତୀ ସ୍ପିନର କୁଲଦୀପ ଯାଦବ। ଏହାପରେ ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଖେଳିସାରିଛନ୍ତି। ହେଲେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ଅପହରଣ: ଜୀବନରୁ ମାରିଦେବାକୁ ଧମକ

ସିଡନୀ,୫।୫: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଅପହରଣ କରିନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଗତ ମାସରୁ ହୋଇଛି। ଯେଉଁଠାରେ ମ୍ୟାକଗିଲଙ୍କୁ ତାଙ୍କ ସିଡନୀ ଘରୁ...

କରଣଙ୍କ ଗୋଲ୍‌ଡେନ୍‌ ଲୁକ୍‌

ମୁମ୍ବାଇ: ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଫ୍ୟାଶନ ଇନ୍ସ...

୪ ବର୍ଷରୁ ଗୀତ ଗାଇବା ଆରମ୍ଭ କରିଥିଲେ ଶ୍ରେୟା

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ ଶ୍ରେୟା ଘୋଷାଲ। ଇତିମଧ୍ୟରେ ସେ ଚାରୋଟି ରାଷ୍ଟ୍ରୀୟ ପୁରସ୍କାର ସମେତ ଅନେକ ପୁରସ୍କାର ନିଜ ନାମରେ...

କିଏ ସେହି ‘AU’, ଯାହାକୁ ୬୩ଥର କଲ କରିଥିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତା ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଛି। ଏହି ମାମଲାରେ ଛନ୍ଦି ହୋଇପଡିତତ୍ବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ କଲ୍‌...

ଆଇସିସି ବିଶ୍ୱକପ୍‌: ଟିମ୍‌ ଇଣ୍ଡିଆର ମିଶନ ନ୍ୟୁଜିଲାଣ୍ଡ

ନଟିଂହାମ,୧୩।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣରେ ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ ଗ୍ରାଉଣ୍ଡରେ...

୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କଠାରୁ ୨୫ ବର୍ଷ ସାନ ନାୟିକାଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି। ୨୦୨୦ ଇଦ୍‌ରେ...

Advertisement
Archives

Model This Week