ପ୍ରବାଦ ପୁରୁଷଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ: ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ପ୍ରବାଦ ପୁରୁଷ, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା। ଏହା ଲୋକଙ୍କ ସେବା ପାଇଁ ଆମକୁ ସର୍ବଦା ଅନୁପ୍ରାଣୀତ କରିଆସିଛି। ସେହି ମହାନ୍‌ ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର, ମହାନ ଜନନାୟକଙ୍କୁ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଥିବା ସେ କହିଛନ୍ତି।

ପ୍ରକାଶ ଯେ, କରୋନାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡ଼ମ୍ବରରେ ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କେବଳ ସାମାଜିକ ଦୂରତା ରକ୍ଷା କରି କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ କୁହାଯାଇଥିଲା। ହେଲେ ଜୀବନ ବିନ୍ଦୁ କାର୍ଯ୍ୟ ଜାରି ରଖିବେ ବୋଲି ସ୍ପଷ୍ଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଡରାପାଟିଆରେ ସ୍ବଚ୍ଛ ଭାରତ ମିଶନ ଫେଲ୍‌

କେନ୍ଦ୍ରାପଡା ଅଫିସ, ୨୪ା୬: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛ ଭାରତ ମିଶନ ଯୋଜନା ଘୋଷଣା କରିଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ୮ ବର୍ଷ ପୂରିଛି।...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବାଗ୍‌ଚୀ ଦମ୍ପତ୍ତି ଦେଲେ ଅଢ଼େଇ କୋଟି

ଭୁବନେଶ୍ୱର,୫।୬(ବ୍ୟୁରୋ):ଦକ୍ଷତା ବିକାଶ ଅଥରିଟିର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଏବଂ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ସୁସ୍ମିତା ବାଗ୍‌ଚୀ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଢ଼େଇ କୋଟି...

ନାହାସୋଲ ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବାରିପଦା ଅଫିସ,୧୫।୬: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ସୁରେଇଡିହି ପଞ୍ଚାୟତ ନାହାସୋଲ ଜଙ୍ଗଲରୁ ଶନିବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର...

ରାଜ୍ୟ ଦାୟିତ୍ୱରୁ ମୁକ୍ତ ହେଲେ ରୂପା ମିଶ୍ର

ଭୁବନେଶ୍ୱର,୩ା୨(ବ୍ୟୁରୋ): ୨୦୦୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ରୂପା ମିଶ୍ରଙ୍କୁ ନିକଟରେ କେନ୍ଦ୍ରୀୟ ନିଯୁକ୍ତି ମିଳିଛି। ସେ କେନ୍ଦ୍ରରେ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାନୀୟଜଳ ଏବଂ ପରିମଳ...

ତପୁ ମିଶ୍ର ଗୁରୁତର: ଭଗବାନଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ଓଲିଉଡର ଲୋକପ୍ରିୟ ଗାୟିକା ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରେ ଲାଗିଛି। ସେ ଏବେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...

ହାବିଲଦାରଙ୍କୁ କରୋନା: ମୋଟୁ ଥାନା ପରିସରକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା, କ୍ୱାରାଣ୍ଟାଇନ୍‌ରେ ଗଲେ କର୍ମଚାରୀ

ମାଲକାନଗିରି,୧୨।୬(ଡି.ଏନ୍‌.ଏ.): ମାଲକାନଗରିରେ ଜଣେ ପୋଲିସ ହାବିଲଦାର ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋଟୁ ସୀମା ଚେକ୍‌ ପୋଷ୍ଟରେ କାର୍ଯ୍ୟରତ ହାବିଲଦାର କରୋନା ସଂକ୍ରମିତ ହୋଇଛନ୍ତି।...

ରାଜକୋଷକୁ ଚୂନ ଲଗାଇଛନ୍ତି ବାବୁ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜକୋଷର ମୁଖ୍ୟ ଆଧାର ହେଉଛି ଟିକସ। ଏହାର ଅବମୂଲ୍ୟାୟନ ଓ ଚଞ୍ଚକତା ଯୋଗୁ ରାଜ୍ୟକୁ ବହୁ କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡ଼ିଛି। ସରକାରୀ...

ସୁବ୍ରମଣ୍ୟମଙ୍କ ଦାୟିତ୍ୱ ନେଲା ଜିଲା ପ୍ରଶାସନ

ବାରିପଦା ଅଫିସ,୩।୭: ମୟୂରଭଞ୍ଜ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ସାହାଯ୍ୟ ପାଇବା ଆଶାରେ ଯାଇଥିବା ଦିବ୍ୟାଙ୍ଗ ସୁବ୍ରମଣ୍ୟମ ପାତ୍ରଙ୍କୁ ବାହାର ଜିଲାର ଲୋକ କହି ସୋମବାର...

Advertisement
Archives

Model This Week