ପ୍ରଥମ ଧାଡ଼ି ପଢ଼ି ବହି ବିଷୟରେ ସମ୍ପୂର୍ଣ୍ଣ କହି ଦିଅନ୍ତି…

ଓ୍ବାଶିଂଟନ, ୧୫।୧: କୁହାଯାଏ ବଣ ମଲ୍ଲୀର ବାସରେ ଚଉଦିଗ ସୁବାସିତ ହୋଇଯାଇଥାଏ। ସେହିପରି ପ୍ରତିଭା ଦିନେ ନା ଦିନେ ଲୋକଲୋଚନକୁ ଆସିପାରିଥାଏ। ଆମେରିକାର ଜଣେ ୧୪ ବର୍ଷ ବୟସ୍କ ବାଳକ ମୋଣ୍ଟି ଲର୍ଡଙ୍କ ପାଖରେ ଏପରି  ପ୍ରତିଭା ରହିଛି। ପୁସ୍ତକର ପ୍ରଥମ ଲାଇନ୍‌ ପଢ଼ିି ମୋଣ୍ଟି ବହିର ଇତିହାସ କହି ଦିଅନ୍ତି। ବହିଟି କେଉଁ ବିଷୟରେ ଲେଖା ଯାଇଛି। ଏହାର ପୃଷ୍ଠା ସଂଖ୍ୟା ଓ ଲେଖକଙ୍କ ସମ୍ପର୍କରେ ମୋଣ୍ଟି ବିସ୍ତୃତ ଭାବେ ସୂଚନା ଦେଇ ପାରନ୍ତି। ଏବେ ମୋଣ୍ଟି ଗିନିଜ୍‌ ବୁକ୍‌ ରେକର୍ଡ କରିଛନ୍ତି। ସେ ଇତିମଧ୍ୟରେ ୧୨୯ଟି ଭିନ୍ନ ଭିନ୍ନ ବିଷୟର ପୁସ୍ତକ ଅଧ୍ୟୟନ କରି ସାରିଲେଣି। ଏହା ପୂର୍ବରୁ ଏହି ରେକର୍ଡ ୩୦ ବର୍ଷ ବୟସ୍କ ଜଣେ ଭାରତୀୟଙ୍କ ନାମରେ ଥିଲା। ସାଇକୋଲୋଜି ଉପରେ ଲିଖିତ ଏକ ପୁସ୍ତକ ପଢ଼ିବା ପରେ ମୋଣ୍ଟି ଏଭଳି ରେକର୍ଡ କରିବାକୁ ମନ ବଳାଇଥିଲେ। ପରେ ଭିଜୁଆଲାଇଜେଶନ୍‌ ପଦ୍ଧତିର ଉପଯୋଗ କରି ସେ ପ୍ରଥମ ଲାଇନ ପଢ଼ି କିପରି ବହି ସମ୍ପର୍କରେ ବିଶଦ ବିବରଣୀ ଦେଇପାରିବେ ତାହା ଅଭ୍ୟାସ କରିଥିଲେ। ଏହାଦ୍ୱାରା ସେ ପଢ଼ିଥିବା ୨ ଶହରୁ ଅଧିକ ବହି ବିଷୟରେ ଏବେ ସମ୍ପୂର୍ଣ୍ଣ କହିପାରୁଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଦିଗରେ ଯାଉଛି ବିଶ୍ୱ

ଲଣ୍ଡନ,୧୪ା୯: ବିଶ୍ୱବ୍ୟାପୀ ଅଧିକାଂଶ ଦେଶରେ ଲକ୍‌ଡାଉନ ଫଳରେ ପ୍ରଦୂଷଣ ହାରରେ ସାମାନ୍ୟ ହ୍ରାସ ଘଟିଥିଲା। ଏବେ ଏହା ମହାମାରୀ ପୂର୍ବ ସ୍ଥିତିକୁ ଟପିଗଲାଣି ବୋଲି ଜାତିସଂଘ...

ଜର୍ମାନୀରେ ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ରରେ ୨୫ ସନ୍ଦିଗ୍ଧ ଗିରଫ…

ବର୍ଲିନ,୮।୧୨ : ସଶସ୍ତ୍ର କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଦକ୍ଷିଣପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଜର୍ମାନୀର ଅନେକ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ...

ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ ଟ୍ରମ୍ଫ, କହିଲେ ଗିରଫ ହେବାକୁ ଯାଉଛି

ଓ୍ବାଶିଂଟନ,୨୨।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ। ସୋମବାର ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ...

ଶାହବାଜଙ୍କୁ ଇମ୍ରାନ୍‌ଙ୍କ ଚ୍ୟାଲେଞ୍ଜ୍‌, ନିର୍ବାଚନରେ ବିଜୟୀ ହୋଇ ଦେଖାଅ …

ଇସଲାମାବାଦ, ୧୩।୬ : ପାକିସ୍ତାନ ରାଜନୀତିରେ ସଙ୍କଟ ଜାରି ରହିଛି। କ୍ଷମତାରୁ ବାହାରିବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ...

ମହାଭିଯୋଗରୁ ଟ୍ରମ୍ପ୍‌ ମୁକ୍ତ

ୱାଶିଂଟନ,୧୫ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ କାଟ୍‌ ଖାଇଛି। କ୍ୟାପିଟୋଲ...

ସନ୍ତାନ ଜନ୍ମ ପାଇଁ ଲୋନ୍‌ ଦେଉଛନ୍ତି ସରକାର…

ବେଜିଂ, ୨୫।୧୨: ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ଏବେ ସଙ୍କଟ ଦେଖାଦେଇଛି। ଏହାର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ପାଇଁ...

୨୦୨୦ରେ ତାଲିବାନ ପକେଟକୁ ଯାଇଛି ୧୦୬ କୋଟି ଡଲାର…

କାବୁଲ,୧୭।୮: ଶକ୍ତିଶାଳୀ ଆମେରିକା ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପଳାୟନ କରିବାକୁ ପଡ଼ିଛି। ତାଲିବାନର ଶକ୍ତିଶାଳୀ ଆର୍ଥିକ ଅବସ୍ଥା ମଧ୍ୟ ଏହା ପଛର ଏକ କାରଣ। ଏହା ଯୋଗୁ...

ଚେଚେନ ସୈନ୍ୟ ନିଜ ଆହତ ସାଥୀଙ୍କୁ ଗୁଳି କରି କରୁଛନ୍ତି ହତ୍ୟା, କାଚ କାରଖାନାରେ ଯାତନା ଗୃହ…

କ୍ୱିଭ୍‌, ୨।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚେଚେନ ସୈନ୍ୟମାନଙ୍କ ବର୍ବରତା ସମ୍ପର୍କରେ ଖବର ମିଳିଛି। ସେମାନେ ନିଜ ଆହତ...

Advertisement
Archives

Model This Week