ପ୍ରତି ୫ ଜଣରେ ଜଣଙ୍କୁ କରୋନା ସଂକ୍ରମଣର ରହିଛି ଆଶଙ୍କା: ପୃଥିବୀର ୧୭୦ କୋଟି ଲୋକ ବିପଦରେ

ପ୍ୟାରିସ୍‌, ୧୭।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଲାସେଣ୍ଟ୍‌ ପତ୍ରିକା ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ପୃଥିବୀର ୧୭୦ ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ଯାହାକି ପୃଥିବୀର ମୋଟ ଜନସଂଖ୍ୟାର ୨୦ ପ୍ରତିଶତ। ପ୍ରତି ୫ ଜଣରେ ଜଣେ କରୋନା ଦ୍ୱାରା ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ମେଦବହୁଳତା ଏବଂ ହାର୍ଟ ସମସ୍ୟାଥିବା ବ୍ୟକ୍ତି ଏହାଦ୍ୱାରା ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଅଛି। ଲଣ୍ଡନ ସ୍କୁଲ୍‌ ଅଫ୍‌ ଟ୍ରପିକାଲ ମେଡ଼ିସିନ୍‌ ପକ୍ଷରୁ କୁହାଯାଇଛି ଯେ, ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ ହେଉଥିବା ବିଭିନ୍ନ ଶାରିରୀକ ସମସ୍ୟା ଯୋଗୁ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ସେଭଳି ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର କାର୍ଯ୍ୟକଳାପ ପାଇଁ ଉତ୍ତର କୋରିଆ ବିରୋଧରେ ପ୍ରତିବନ୍ଧକ ଲଗାଇଲା ଆମେରିକା …

ଓ୍ବାଶିଂଟନ,୨୪।୫ : ଖରାପ ସାଇବର କାର୍ଯ୍ୟକଳାପ ପାଇଁ ଆମେରିକା ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ସରକାର ମଙ୍ଗଳବାର ଉତ୍ତର କୋରିଆ ଗୋଷ୍ଠୀ ଉପରେ...

କରୋନା ଟିକା ‘ସୈତାନ ଟିକା’, ପରିବର୍ତ୍ତନ ହେବ ଡିଏନ୍‌ଏ: ଅଭିଯୋଗ ଆଣିଲେ ଦକ୍ଷିଣ ଆଫ୍ରିକା ପ୍ରଧାନ ବିଚାରପତି

ଜୋହାନ୍ସ୍‌ବର୍ଗ,୧୨।୧୨: ଏବେ ବ୍ରିଟେନ୍‌ରେ କରୋନା ଟିକାଦାନ ଜାରି ରହିଛି। ଆଗାମୀ ଦିନରେ ଅନ୍ୟ ଦେଶରେ ମଧ୍ୟ ସାର୍ବଜନୀକ ଟିକାଦାନ ପାଇଁ ଯୋଜନା କରାଯାଉଛି। ତେବେ କରୋନା...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୭୫୨ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ବେଳକୁ ବେଳ ଏହି ସଂଖ୍ୟାରେ ବୃଦ୍ଧି ଘଟିବାରୁ ଏହା ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଲାଣି।...

କରୋନା ସଚେତନତା କଲା ଭ୍ରାମ୍ୟମାଣ ଗାଡି

ଖପ୍ରାଖୋଲ, ୬ା୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ପୁତୁଲାମହୁଲ ଗାଁରେ ବ୍ଲକ ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିକଳ୍ପର ମିଳିତ ଉଦ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ...

ବ୍ରିକ୍ସ ସମ୍ମଳନୀରେ ନିଆଗଲା ବହୁ ବଡ ନିଷ୍ପତ୍ତି, ଆଫ୍ରିକା ରାଷ୍ଟ୍ରପତି କହିଲେ କେବେ ଆରମ୍ଭ ହେବ ନୂଆ ସଦସ୍ୟଙ୍କ କାର୍ଯ୍ୟକାଳ

ଜୋହାସନବର୍ଗ,୨୪।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶିଖର ସମ୍ମିଳନୀରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ...

କେରଳରୁ ଫେରିବାକୁ ଦିନ ଗଣୁଛନ୍ତି ୩୦ ଓଡ଼ିଆ

କେନ୍ଦୁଝର,୩ା୫(ସ୍ବ.ପ୍ର.)-କରୋନା ଲକ୍‌ଡାଉନ ଯୋଗୁ କେରଳରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଜନ୍ମ ସ୍ଥାନକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ଏନେଇ ସେମାନେ କେନ୍ଦ୍ର ଓ ରାଜ୍ୟ...

ଖବରଦାତା ହତ୍ୟା ମାମଲା: ଏଫ୍‌ଆଇଆର ପଞ୍ଜୀକରଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇସଲାମାବାଦ,୭ା୧୨: ପାକିସ୍ତାନ ସୁପ୍ରିମକୋର୍ଟ କେନିଆରେ ବରିଷ୍ଠ ଖବରଦାତା ଅର୍ଶଦ ସରିଫଙ୍କ ହତ୍ୟା ମାମଲାରେ ଏଫ୍‌ଆଇଆର୍‌ ପଞ୍ଜୀକରଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଘଟଣାର...

ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ଯାତ୍ରା...

Advertisement
Archives

Model This Week