ପ୍ରତିଦିନ ୪,୫୦୦ ଖାଦ୍ୟ ପ୍ୟାକେଟ୍‌ ବାଣ୍ଟୁଛନ୍ତି ଅମିତାଭ ବଚ୍ଚନ

ସାରା ବିଶ୍ୱ ଏବେ କରୋନା ଭୂତାଣୁ ସହ ଲଢେଇ କରୁଛି। ଏହି ସମୟରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଭିନ୍ନ ସହାୟତା ପାଇଁ ଆଗେଇ ଆସୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ। ପ୍ରତିଦିନ ଲୋକଙ୍କୁ ୪,୫୦୦ଟି ଖାଦ୍ୟ ପ୍ୟାକେଟ୍‌ ବାଣ୍ଟିବା ସହ ୧୦ ପରିବାରକୁ ରାଶନ ଯୋଗାଇଦେଉଛନ୍ତି। ଏହାଛଡା ମେ ୯ରୁ ପ୍ରତିଦିନ ୨ ହଜାର ଶୁଖିଲା ଖାଦ୍ୟ ପ୍ୟାକେଟ୍‌, ୨ ହଜାର ପାଣି ବୋତଲ ଏବଂ ୧୨ ଶହ ହଳ ଚପଲ ମଧ୍ୟ ଲୋକଙ୍କୁ ବାଣ୍ଟିଛନ୍ତି ଅମିତାଭ। ମୁମ୍ବାଇରେ ଫସିଥିବା ଉତ୍ତରପ୍ରଦେଶର କିଛି ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବାର ସେ ବନ୍ଦୋବସ୍ତ ମଧ୍ୟ କରିଛନ୍ତି। ତାସହ କୋଭିଡ୍‌-୧୯ ବିଷୟରେ ସଚେତନତା ସୃଷ୍ଟି ପାଇଁ କିଛି ସରକାରୀ ପ୍ରୋଜେକ୍ଟରେ କାମ କରୁଛନ୍ତି ଏହି ମେଗାଷ୍ଟାର। ସୋସିଆଲ ମିଡିଆରେ ଲଗାତର ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅମିତାଭ ଲୋକଙ୍କୁ ଅପିଲ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀତମଙ୍କ ନୂଆ ଅବତାର

ଅଭିନେତା ଶ୍ରୀତମ ଦାସ ଖୁବ୍‌ ଶୀଘ୍ର ଦର୍ଶକଙ୍କ ସାମ୍‌ନାକୁ ଏକ ନୂଆ ଅବତାରରେ ଆସୁଛନ୍ତି। ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ମିତାଲି ଅପା’ର ଟାଇଟଲ ଭୂମିକାରେ...

‘ଓସ୍କାର’ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର। ଓସ୍କାର ଆଓ୍ବାର୍ଡ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଲା ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଗଲି ବୟ’...

ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ସ୍ବାମୀ ରିଆନ ଥାମଙ୍କୁ ଛାଡପତ୍ର ଦେଇଛନ୍ତି। ୨୦୧୮ରୁ ମିନିଶା ଏବଂ ରିଆନ ଅଲଗା ରହୁଥିଲେ। ନିକଟରେ ଏକ ସାକ୍ଷାତକାରରେ ମିନିଶା...

ସ୍ବରାଙ୍କୁ ଅଡ଼ୁଆରେ ପକାଇଲା ହାଇ ହିଲ୍‌

ମୁମ୍ବାଇ: ଅଭିନେତ୍ରୀଙ୍କ ପାଇଁ ହାଇହିଲ୍‌ ପିନ୍ଧି ଚାଲିବା ବଡ଼ କଥା ନୁହେଁ। ହେଲେ ଏହି ହାଇହିଲ୍‌ ଯୋଗୁ ଅଡ଼ୁଆରେ ପଡ଼ିଛନ୍ତି ସ୍ବରା ଭାସ୍କର। ବୁଧବାର ଆଇଫା-୨୦୧୯...

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି...

ନୂଆ ଲୁକ୍‌ରେ ନଜର ଆସିଲେ ଶାହିଦ୍‌ କପୁର

କରୋନା ଲକ୍‌ଡାଉନ ସକାଶେ ବନ୍ଦ ରହିଥିଲା ଶାହିଦ୍‌ କପୁରଙ୍କ ଫିଲ୍ମ ‘ଜର୍ସି’ର ସୁଟିଂ। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇସାରିଛି। ଏ ନେଇ...

ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ‘ଗୀତା ଭାଗବତ’ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉର୍ବଶୀ ନେତନ୍ୟାହୁଙ୍କୁ ଭାରତର ଏକ ସ୍ମରଣୀୟ...

ମିଷ୍ଟ୍ରି ବଏଙ୍କ ସହ ବୁଲୁଛନ୍ତି ଶାହାରୁଖ ଲଳନା

ବମ୍ବେ:ବଲିଉଡ୍‌ଜଗତରେ ଅନେକ କଳାକାର ଏପରି ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଥାନ୍ତି। ହେଲେ ଅନେକ ଥର ସତ ବାହାରକୁ ଆସିଥାଏ। ସେଭଳି କିଛି...

Advertisement
Archives

Model This Week