ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି ଦ୍ୱିପାକ୍ଷୀୟ ଆଲୋଚନା କରିଥିଲେ। ଉଭୟଙ୍କ କଥାବାର୍ତ୍ତା ପରେ ଜୟଶଙ୍କର କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷୀୟ ଆଲୋଚନା ହେବ। ତୃତୀୟ ପକ୍ଷ ଏଥିରେ ସାମିଲ ହେବେ ନାହିଁ ବୋଲି ପୋମ୍ପିଓଙ୍କ ସହ ଆଲୋଚନା ବେଳେ ଏହା ସ୍ପଷ୍ଟ କରାଯାଇଛି ବୋଲି ଜୟଶଙ୍କର କହିଛନ୍ତି। ସୂଚନାଯୋଗ୍ୟ, ଇମ୍ରାନଙ୍କ ଆମେରିକା ଗସ୍ତବେଳେ କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ମୋଦି ତାଙ୍କୁ ପ୍ରସ୍ତାବ ଦେଇଥିଲେ ବୋଲି ଟ୍ରମ୍ପ କହିଥିଲେ। ଯାହାକୁ ନେଇ ଝଡ ଉଠିଥିଲା। ଏହି ବୟାନକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୨ ମୃତ

ସିଡ୍‌ନୀ,୧ା୧: ଦକ୍ଷିଣ-ପୂର୍ବ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ଓ୍ବେଲ୍‌ସସ୍ଥିତ କୋବାର୍ଗୋ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିବାରୁ ୨ ଜଣ ପ୍ରାଣ ହରାଇଛନ୍ତି। ଅନେକ ନିଖୋଜ ଥିବା ଜଣାପଡ଼ିଛି।...

୧୬, ୧୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୩ା୬: ଭାରତରେ ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ବିଶ୍ୱରେ ବ୍ରିଟେନକୁ ଟପି ଚଚୁର୍ଥ ସ୍ଥାନରେ ପହଞ୍ଚିଥିବା ଭାରତରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩...

ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ନିୟମିତ ଦିନକୁ ୮ କପ୍‌ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡିଛି। ବ୍ରିଟେନର କଫି ପିଉଥିବା ପ୍ରାୟ ଏକ ମିଲିୟନ୍‌ ବ୍ୟକ୍ତିଙ୍କୁ ନେଇ...

ଟିକ୍‌ଟକ୍‌ ପାଇଁ ଆତ୍ମହତ୍ୟା କଲେ ୨ ସନ୍ତାନର ମାଆ

ନୂଆଦିଲ୍ଲୀ,୧୪ା୬(ଆଇଏଏନ୍‌ଏସ୍‌):ସଂକ୍ଷିପ୍ତ ଭିଡିଓ ପ୍ରସ୍ତୁତକାରୀ ଆପ୍‌ ଟିକ୍‌ଟକ୍‌ ପାଇଁ ତାମିଲନାଡୁର ୨ ସନ୍ତାନର ଜନନୀ ଜଣେ ୨୪ ବର୍ଷୀୟା ମହିଳା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଅନୀତା ନାମ୍ନୀ...

ଗାର୍ଲସ ହଷ୍ଟେଲ ବାଥରୁମ୍‌ରେ ଲୁଚି ଦେଖିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ଭୋପାଳ,୨୯ା୫ : କାହାକୁ ଲୁଚି ଦେଖିବା ବା ଗଳି ଅନାଇବା ଏକ ଖରାପ ଅଭ୍ୟାସ। ଆଉ ଯଦି କାହା ବାଥରୁମ୍‌ରେ ଲୁଚି ଦେଖିଲ ତା’ହେଲେ ତ...

ହେଲିକେପ୍ଟରରେ ୟଦୁରୁପ୍ପା ଯାଉଥିବା ବେଳେ ଇସିଙ୍କ ଚଢ଼ାଉ

ଶିଭମ୍‌ଗଗା,୧୬।୪: ଲୋକ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ସବୁ ସ୍ଥାନରେ ଅଚାନକ ଚଢ଼ାଉ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି କ୍ରମରେ ମଙ୍ଗଳବାର...

ଭେଟେନାରୀ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମୋହନ ଭାଗବତ: ଏପରି ଥିଲା ଆର୍‌ଏସ୍‌ଏସ୍‌ ମୁଖ୍ୟ ହେବାର ଯାତ୍ରା

ନୂଆଦିଲ୍ଲୀ,୧୧।୯: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ ବିଶ୍ୱର ସବୁଠାରୁ ବଡ଼ ସ୍ବୟଂସେବକ ସଂସ୍ଥା ବୋଲି କୁହାଯାଏ। ବର୍ତ୍ତମାନ ଆର୍‌ଏସ୍‌ଏସ୍‌ର ମୁଖ୍ୟ ଅଛନ୍ତି ମୋହନ ଭାଗବତ। ଆଜି ଅର୍ଥାତ...

ଅଷ୍ଟ୍ରେଲିଆରେ ଉତ୍ସବ ମନାଇଲେ ଭାଜପା ସମର୍ଥକ

ସିଡ୍‌ନୀ,୨୩।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି। ଗୁରୁବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭାଜପା...

Coronavirus Update


Archives

Model This Week

Why Dharitri