ପେଙ୍ଗୁଇନ୍‌ ଗଲା ଥାନାକୁ

ଓ୍ବେଲିଙ୍ଗ୍‌ଟନ,୧୯।୭: ନ୍ୟଜିଲାଣ୍ଡର ଓ୍ବେଲିଙ୍ଗଟନ୍‌ରେ ଏକ ଜାପାନୀ ମିଠାଇ ଦୋକାନରେ ଦୁଇଟି ପେଙ୍ଗୁଇନ ବାରମ୍ବାର ପଶି ଦେକାନୀଙ୍କୁ ସମସ୍ୟାରେ ପକାଉଥିଲେ। ସେମାନଙ୍କୁ ଦୋକାନରୁ ବାହାର କଲା ପରେ ପୁଣି ଆସି ପଶିଯାଉଥିଲେ। ଏହାପରେ ଦୋକାନୀ ବିନି ମୋଁରିସ୍‌ ପୋଲିସକୁ ଏ ବିଷୟରେ ଜଣାଇଥିଲେ ଓ ପୋଲିସ୍‌ ସେହିି ପେଙ୍ଗୁଇନ୍‌ ଯୋଡିକୁୁ ଥାନାକୁ ନେଇଥିଲେ। ପେଙ୍ଗୁଇନକୁ ପୋଲିସ କଷ୍ଟୋଡିକୁ ନେବା ଏହା ପ୍ରଥମ ଘଟଣା। ଏହି ନୀଳ ପ୍ରଜାତିର ପେଙ୍ଗୁଇନ୍‌ ଲୋପ ପାଇ ଯାଉଥିବାରୁ ଏହାକୁ ସଂରକ୍ଷଣ କରାଯାଉଛି। ଏଣୁ ପୋଲିସ ପେଙ୍ଗୁଇନ ସଂରକ୍ଷଣ ବିଭାଗ ଓ ଓ୍ବେଲିଙ୍ଗ୍‌ଟନ ଚିଡିଆଖାନା ସହାୟତାରେ ଓ୍ବେଲିଙ୍ଗଟନ ବନ୍ଦରରେ ଛାଡିଥିଲେ। ସେଠାରେ ଏହି ପ୍ରଜାତିର ୬୦୦ ଯୋଡି ପେଙ୍ଗୁଇନ୍‌ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ୧୫୦ ଆଣବିକ ବୋମା ତାଲିବାନ୍‌ କବ୍‌ଜାକୁ ଯିବା ଆଶଙ୍କା…

ଓ୍ବାଶିଂଟନ,୨୮।୯: ପାକିସ୍ତାନ ପାଖରେ ଥିବା ୧୫୦ ଆଣବିକ ବୋମାକୁ ତାଲିବାନ୍‌ ନିଜ କବ୍‌ଜାକୁ ନେବାର ଆଶଙ୍କା ରହିଛି। ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ି ସ୍ବଦେଶ ଫେରିବା...

‘ଓମିକ୍ରନ୍‌କୁ ହାଲୁକା ଭାବରେ ନିଅନ୍ତୁ ନାହିଁ’

ଓ୍ବାଶିଂଟନ,୧୯ା୧: କରୋନା ଭାଇରସ ବିଶେଷକରି ଓମିକ୍ରନକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନମ ଘେବ୍ରେୟେସସ୍‌ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,...

ଟ୍ରମ୍ପଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଲେଖିକା: ଆମେରିକା ରାଷ୍ଟ୍ରପତି କହିଲେ ମିଥ୍ୟା ଖବର

ଓ୍ବାଶିଂଟନ,୨୨।୬: ନ୍ୟୁୟର୍କର ଜଣେ ଲେଖିକା ତଥା କଲମନିଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପlରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଏହା ବିଗତ ୨ ଦଶକ...

ଆମେରିକାରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କଲେ ଖଲିସ୍ତାନୀ ସମର୍ଥକ

ସାନ ଫ୍ରାନ୍ସିସ୍କୋ,୨୧।୩: ଲଣ୍ଡନ ପରେ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସ ଭଙ୍ଗାରୁଜା କରିଛନ୍ତି। ଏ ସମ୍ପର୍କରେ ଭାରତ ପକ୍ଷରୁ ତୀବ୍ର...

କ୍ୟାପିଟଲରେ ଦଙ୍ଗା: ବିଶ୍ୱ ସ୍ତବ୍ଧ

ଓ୍ବାଶିଂଟନ, ୮।୧:ସର୍ବପୁରାତନ ଗଣତାନ୍ତ୍ରିକ ଦେଶର ଇତିହାସରେ ଯୋଡ଼ିହୋଇଛି କଳଙ୍କିତ ଅଧ୍ୟାୟ। କ୍ଷମତା ଲୋଭ ପାଇଁ ଶକ୍ତିଶାଳୀ ଦେଶ ଆମେରିକା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି। ଶେଷ...

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୦.୮୨ କୋଟି, ଚାଇନାର ଆଉ ଏକ ସହରରେ ଲକଡାଉନ

ୱାଶିଂଟନ/ଲଣ୍ଡନ/ବେଜିଂ,୧୧ ।୧: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ସଂକ୍ରମଣକୁ ଦେଖିଲେ ଗତ ୨୪ ଘଣ୍ଟାରେ ୧୮.୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି...

ମସ୍କୋରେ ବିସ୍ଫୋରଣ: ପୁଟିନ୍‌ ସହଯୋଗୀଙ୍କ ଝିଅ ନିହତ

ମସ୍କୋ, ୨୧ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହଯୋଗୀ ଆଲେକ୍‌ଜାଣ୍ଡର ଡଗିନ୍‌ଙ୍କ ଝିଅ ଏକ କାର୍‌ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ୨୯ ବର୍ଷୀୟା ଡାରିଆ ଡଗିନା...

କିଡ୍‌ନୀ ରୋଗୀଙ୍କୁ ପ୍ରଥମ କୋଭିଶିଲ୍ଡ ଡୋଜ୍‌

ଲଣ୍ଡନ, ୫ା୧: ବ୍ରିଟେନରେ ଫାଇଜର ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା କୋଭିଶିଲ୍ଡର ଜରୁରିକାଳୀନ ବ୍ୟବହାରକୁ ଅନୁମତି ମିଳିସାରିଛି। କିଡ୍‌ନୀ ରୋଗରେ ପୀଡ଼ିତ ୮୨ ବର୍ଷୀୟ ବ୍ରିଏନ ପିଙ୍କର...

Advertisement
Archives

Model This Week