ପୂର୍ବ ପ୍ରେମିକାଙ୍କ ସହ ଫାର୍ମହାଉସ୍‌ରେ ନୂତନ ବର୍ଷକୁ ସ୍ବାଗତ କଲେ ସଲ୍‌ମାନ

ବମ୍ବେ: ଏକଦା ସଙ୍ଗୀତା ବିଜଲାନୀଙ୍କ ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ ଦବଙ୍ଗ ଖାନ୍‌। ହେଲେ ଏହା ବେଶି ଦିନ ତିଷ୍ଠି ନ ଥିଲା। ଏଣୁ ଦୁହେଁ ଅଲଗା ହୋଇ ଯାଇଥିଲେ। ଇତିମଧ୍ୟରେ ଅନେକ ବର୍ଷ ବିତିଗଲାଣି। ହେଲେ ନୂଆବର୍ଷକୁ ନେଇ ଉତ୍ସବ କରାଯାଉଥିବା ବେଳେ ପୁରୁଣା ପ୍ରେମିକାଙ୍କ ସହ ସଲ୍‌ମାନଙ୍କୁ ଦେଖିବାକୁ ମିଳିଛି।

ପନ୍‌ବେଲରେ ଥିବା ଫାର୍ମହାଉସ୍‌ରେ ନବବର୍ଷକୁ ସ୍ବାଗତ କରିଛନ୍ତି ସଲ୍‌ମାନ। ଏହାକୁ ପାଳନ କରିବା ଲାଗି ସେ ପରିବାର ଓ ବନ୍ଧୁମାନଙ୍କ ସହ ଏକତ୍ର ହୋଇଥିଲେ। ସଙ୍ଗୀତା, ଡେଜି ଶାହ, ବର୍ଦ୍ଧା ନାଦିଆଓ୍ବାଲା , ସୋହେଲଙ୍କ ପୁଅ ନିରଓ୍ବାନ ଖାନ୍‌ ଏବଂ ତାଙ୍କ ବନ୍ଧୁ ପ୍ରମୁଖଙ୍କୁ ଫାର୍ମହାଉସ୍‌ ବାହାରେ ଦେଖାଯାଇଥିଲା। ସଲ୍‌ମାନ ମଧ୍ୟ କଫି ମଗ ଧରି ବୁଲୁଥିବା କ୍ୟାମେରାରେ କଏଦ ହୋଇଛି।

ମୋଟାମୋଟି କହିବାକୁ ଗଲେ ୨୦୧୯ ସଲ୍‌ମାନଙ୍କ ପାଇଁ ଅନେକ ସ୍ମୃତି ନେଇ ଆସିଥିଲା। ଶେଷ ମାସ ଡିସେମ୍ବରରେ ଦବଙ୍ଗ-୩ ରିଲିଜ୍‌ ହୋଇଥିଲା। ଏହା ପରେ ୨୭ ଡିସେମ୍ବରରେ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଠିକ୍‌ ସେହିଦିନ ଅର୍ପିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏସବୁକୁ ଦେଖି ସଲ୍‌ମାନ ବେଶ୍‌ ଖୁସି ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ପରିଣୀତି କରୁଛନ୍ତି କ’ଣ

ପରିଣୀତି ଚୋପ୍ରାଙ୍କ ମୁଣ୍ଡକୁ ଏକ ନୂଆ ଆଇଡିଆ ଜୁଟିଛି। ଏଣିକି ସେ ଗାର୍ଡେନିଂ ପ୍ରତି କୁଆଡେ ମନୋନିବେଶ କରିବେ। କେବଳ ସେତିକି ନୁହେଁ, ପରିବେଶ ସୁରକ୍ଷା...

ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…

ମୁମ୍ବାଇ, ୨୬।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ...

ମା’ ହେବାକୁ ଯାଉଛନ୍ତି କଟ୍ରିନା !

ବମ୍ବେ: ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ର ଗଳିକନ୍ଦିରେ ହେବାକୁ ଲାଗିଛି। ସୋନମ କପୁର ଏବଂ ଆଲିଆ...

ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ୨୦୨୦ କେବଳ ବଲିଉଡ୍‌ ପାଇଁ ନୁହେଁ ବରଂ ଓଲିଉଡ୍‌ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍‌ ଅଭିନେତା...

ମୁଣ୍ଡରେ ଗୋଲାପ ଖୋସି ର଼୍ୟାମ୍ପରେ ଚାଲି ଟ୍ରୋଲ୍‌ ହେଲେ ରାନୁ

ରେଳ ଷ୍ଟେଶନରେ ଗୀତ ଗାଇ ରାତାରାତି ସୋସିଆଲ ମିଡିଆ ସେନସେଶନ୍‌ ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ଦିନେ ନିଜ ପ୍ରତିଭା ଦ୍ୱାରା ସମସ୍ତଙ୍କ...

ପ୍ରିୟଙ୍କାଙ୍କ ଅନ୍ଧବିଶ୍ୱାସ

ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ଟକ୍‌ ଶୋ ‘କଫି ଓ୍ବିଥ୍‌ କରଣ’ର ସପ୍ତମ ସିଜନ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜିନ୍‌ରେ...

ଶାହାରୁଖ୍‌ଙ୍କୁ ସାନିଟାଇଜର ଦେଇ କରୋନା ସଚେତନତା ବାର୍ତ୍ତା ଦେଲେ କାଜଲ

କରୋନା ଭାଇରସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷିତ କରାଯାଇଛି। ଏହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ଖେଳିଯାଇଛି। ଏ ନେଇ ସରକାର ଲୋକଙ୍କୁ...

ବିବାହବନ୍ଧନରେ ବାନ୍ଧି ହେବେ ଅର୍ଚ୍ଚିତା-ସବ୍ୟସାଚୀ

ଭୁବନେଶ୍ୱର,୨୮।୨: ସୋମବାର ଓଲିଉଡ୍‌ ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ଅଭିନେତ୍ରୀ ଅର୍ଚ୍ଚିତା ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିବେ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେସରେ...

Advertisement
Archives

Model This Week