ପୁରୀ ଜିଲାରେ କୋହଳ ହେଲା କର୍ଫ୍ୟୁ

ପୁରୀ ଅଫିସ,୨୩।୬: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନେଇ ପୁରୀ ଜିଲାରେ ଏକ ପ୍ରକାର କର୍ଫ୍ୟୁ ଲଗାଯାଇଥିଲା। ଏହାକୁ ମଙ୍ଗଳବାର ସନ୍ଧ୍ୟା ୭ଟାରୁ କର୍ଫ୍ୟୁ କୋହଳ କରାଯାଇଥିବା ଜିଲାପାଳ ବଲଓ୍ବନ୍ତ ସିଂ ସୂଚନା ଦେଇଛନ୍ତି। ହେଲେ କେବଳ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ। ବଡ଼ଶଙ୍ଖଠାରୁ ମାଟିଆପଡ଼ା ବସ୍‌ଷ୍ଟାଣ୍ଡ ଗୋଲେଇ ଅଞ୍ଚଳରେ କର୍ଫ୍ୟୁ ରହିବ। ଗୁଣ୍ଡିଚା ମନ୍ଦିର ନିକଟକୁ ତିନି ରଥ ଆସିଯାଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରିଯାନ ବଢ଼ାଉଛି ପ୍ରଦୂଷଣ

ପାରାଦୀପ,୨୮ା୧୧(ସ୍ବ.ପ୍ର.): ପାରାଦୀପର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ସବୁବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଠାରେ ଥିବା ବେଳାଭୂମି ରାସ୍ତାରେ ସବୁବେଳେ ଲୋକ ଓ ପର୍ଯ୍ୟଟକଙ୍କ ଗହଳି ପରଲିକ୍ଷିତ...

ରାଜ୍ୟର ପ୍ରଥମ କମର୍ସିଆଲ କୋର୍ଟ ଉଦ୍‌ଘାଟିତ

ସମ୍ବଲପୁର, (ବ୍ୟୁରୋ)/କଟକ ଅଫିସ,୧।୫: ସମ୍ବଲପୁର ଜିଲାରେ ରାଜ୍ୟର ପ୍ରଥମ କମର୍ସିଆଲ କୋର୍ଟ ଶୁକ୍ରବାର ଉଦ୍‌ଘାଟିତ ହେବା ସହ ଦ୍ୱିତୀୟ ସିନିୟର ସିଭିଲ କୋର୍ଟ (ଜମି ଅଧିଗ୍ରହଣ...

ଭୁବନେଶ୍ୱର ରେଳଧାରଣାରେ ୫୫କିମି ଚାଲି ଚାଲି ଆସିଲେ ରାଧାକିଶୋରପୁର

ଖୁଣ୍ଟୁଣୀ,୨୮ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱ ଏବେ ଅଚଳାବସ୍ଥା ହୋଇପଡ଼ିଛି। ଅଚାନକ ଲକଡାଉନ ଘୋଷଣା ହେବା ପରେ ଅନେକ ଲୋକ ନିଜ ଗନ୍ତବ୍ୟସ୍ଥଳରେ...

ଇଞ୍ଜିନିୟରିଂ କଲେଜରେ ଚାକିରି ଦେବାକୁ କହି ମହିଳାଙ୍କୁ ବଳାତ୍କାର

ବାରଙ୍ଗ,୯ା୭(ଡି.ଏନ.ଏ)-ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ମେଣ୍ଡାଶାଳ ଫାଣ୍ଡିରେ ଗୁରୁବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଚନ୍ଦକା ଥାନାରେ ନଂ.୧୨୦/୨୦ରେ ଏକ...

୧୦ ଫୁଟର ଅହିରାଜ ଉଦ୍ଧାର

ବାଲିଗୁଡ଼ା,୨୪ା୪: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସଗଡ଼ିଆ ସାହିରୁ ଶନିବାର ୧୦ଫୁଟର ଲମ୍ବର ଏକ ଅହିରାଜ ସାପ ବନ ବିଭାଗ ଉଦ୍ଧାର କରିଛି।...

ସ୍ମୃତିରେ ନନ୍ଦିନୀ: ୮୮ତମ ଜୟନ୍ତୀ ଅବସରରେ ବାରିପଦାରେ କବିତା ପାଠୋତ୍ସବ

ବାରିପଦା ଅଫିସ,୯।୬- ବାରିପଦା ସହରର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ରବିବାର ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ...

ଲାଠୋରରେ ହାତୀ ଉପଦ୍ରବ

ଲାଠୋର, ୩ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଲାଠୋର ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ବନାଞ୍ଚଳ ଅଧୀନ ବେନ୍ଦେର ସଂରକ୍ଷଣ ଜଙ୍ଗଲରୁ ହାତୀପଲ ଆସି ଉପଦ୍ରବ କରୁଥିବାରୁ ଅଞ୍ଚଳବାସୀ...

୧୫୦ତମ ଜନ୍ମବାର୍ଷିକୀର କାର୍ଯ୍ୟକ୍ରମ ଚୂଡ଼ାନ୍ତ: ରାଜ୍ୟରେ ସ୍ଥାପନ ହେବ ଗାନ୍ଧିଜୀଙ୍କ ବିଶାଳ ପ୍ରତିମୂର୍ତ୍ତି

ଭୁବନେଶ୍ୱର,୨୨।୯ (ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ରେ ରାଜ୍ୟବ୍ୟାପୀ ଜୟନ୍ତୀ ଉତ୍ସବ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।...

Advertisement
Archives

Model This Week