ପୁରୀ ଗସ୍ତରେ ପୋଲିସ ଡିଜି: ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ସମ୍ପର୍କରେ ପଚାରି ବୁଝିଲେ

ପୁରୀ ଅଫିସ, ୨୫।୫: ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୁରୀ ଗସ୍ତରେ ଯାଇ କରୋନା କଟକଣା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌ ପୁରୀ ଜିଲାରେ କିଭଳି ଭାବେ ପାଳନ କରାଯାଉଛି, କରୋନା ସଚେତନତା ଦିଗରେ ପୋଲିସ କର୍ମଚାରୀମାନେ କି ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି ଏହାର ସମୀକ୍ଷା କରିଛନ୍ତି। ଜିଲାର ସବୁ ଥାନାରେ ମାମଲାଗୁଡିକର ସ୍ଥିତି କ’ଣ ରହିଛି ତାହା ପଚାରି ବୁଝିବା ସହ ପୋଲିସ ବାରାକ ମଧ୍ୟ ବୁଲି ଦେଖିଛନ୍ତି।
ପୂର୍ବାହ୍ନରେ ଡିଆଇଜି ଆଶିଷ ସିଂହଙ୍କ ସହ ପୋଲିସ ମହାନିର୍ଦ୍ଦେଶକ ପୁରୀରେ ପହଞ୍ଚିଥିଲେ। ଏସ୍‌ପି ଅଫିସରେ ବରୀଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା କରିଥିଲେ। ବୈଠକ ପରେ ଡିଜି କହିଥିଲେ ଯେ, ଲକ୍‌ଡାଉନ୍‌କୁ ନେଇ ରାଜ୍ୟ ସରକାରଙ୍କ ଯେଉଁସବୁ ଗାଇଡ୍‌ଲାଇନ୍‌ ରହିଛି ତାହାକୁ ପୋଲିସ କେତେଦୂର କାର୍ଯ୍ୟାକରି କରୁଛି ତାହା ସେ ଦେଖିବାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ମହିଳାଙ୍କ ଘର ଭାଙ୍ଗିଲା

ସୋର, ୨୭ା୧୦(ଡି.ଏନ.ଏ.)-ସୋର ବ୍ଲକ ଅନ୍ତର୍ଗତ ସବିରା ପଞ୍ଚାୟତ ଅଧୀନ ବଣପାରିଆ ଗ୍ରାମର ଜଣେ ବିଧବାଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସ୍ବର୍ଗତ ଶମ୍ବୁନାଥ ବାରିକଙ୍କ...

ଜଳକା ନଦୀ ବନ୍ଧରେ ୨୦ ଫୁଟ ଘାଇ

ବସ୍ତା,୨୧ା୮(ଡି.ଏନ.ଏ) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ପତ୍ରଝଡ଼ା ପଞ୍ଚାୟତର ସରଡ଼ିହା ନିକଟରେ ଶୁକ୍ରବାର ଜଳକା ନଦୀବନ୍ଧରେ ୨୦ ଫୁଟର ଘାଇ ହୋଇଛି। ଫଳରେ...

ହରପାର୍ବତୀଙ୍କ ବିବାହ ଲାଗି ଲଗ୍ନଧରା

ବାହାନଗା,୨୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ଖରିଦା ଗ୍ରାମରେ ଥିବା ବିଶାଳପୋଖରୀର ମା’ଶକ୍ତି ପୀଠ ପରିସରରେ ହରପାର୍ବତୀଙ୍କ ବିବାହ ନିମନ୍ତେ ଲଗ୍ନଧରା କାର୍ଯ୍ୟ ଅନୁଷ୍ଠିତ...

ହୋଟେଲରେ ଦେହ ବ୍ୟବସାୟ: ୩ ଗିରଫ, ୫ ବଙ୍ଗୀୟ ଯୁବତୀ ଅଟକ

ପୁରୀ ଅଫିସ,୭ା୧୧- ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବାବେଳେ ବଳିଆପଣ୍ଡା ପୋଲିସ ଚଢାଉ କରି ୫ ବଙ୍ଗୀୟ ଯୁବତୀଙ୍କୁ ଅଟକ ରଖିଥିବାବେଳେ ୩ ଜଣ ଯୁବକଙ୍କୁ ଗିରଫ...

ହାତୀ ଉପଦ୍ରବ, ଚାଷୀ ଚିନ୍ତିତ

ବଇଣ୍ଡା, ୨୨।୧୨(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନ ମାଧପୁର, କଣ୍ଟେଇକୋଳିଆ, ଅଁଳାବେରେଣୀ, ନାଗାଝରଣ, ଅଶ୍ରୁବାହାଳ ଅଞ୍ଚଳରେ କିଛିଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ...

ନୂଆ ରୂପ ପାଇବ ପୁରୀ ପାଣିପାଗ କେନ୍ଦ୍ର

ପୁରୀ ଅଫିସ,୧୬।୯:  ପୁରୀ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନୂଆ ରୂପ ପାଇବ। ଏହି କେନ୍ଦ୍ରର ଅତ୍ୟାଧୁନିକୀକରଣ କରାଯିବ। ପୁରୀର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ପାଣିପାଗ...

କେନ୍ଦୁଝରରେ ଆଉ ୨ ପଜିଟିଭ ଚିହ୍ନଟ

କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ଆଉ ୨ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଘଟଗାଁ...

ଜମିପଟ୍ଟା ଯାଞ୍ଚ ସରିନି, ସ୍ଵର୍ଗଦ୍ୱାର ପାଖରେ ଖୋଲିଲାଣି ମଦ ଦୋକାନ

ପୁରୀ ଅଫିସ,୧୨।୯: ସ୍ଵର୍ଗଦ୍ୱାରକୁ ଲାଗି ଚୈତନ୍ୟ ଛକଠାରୁ ସାତଲହଡ଼ି ମଠ ମଧ୍ୟରେ ନିକଟରେ ୫ଟି ମଦ ଦୋକାନ ଖୋଲିଛି। ତେବେ ଏହି ଦୋକାନଗୁଡ଼ିକ ବିନା ଜମିପଟ୍ଟା...

Advertisement
Archives

Model This Week