ପୁଣି ପରଦାକୁ ଫେରୁଛନ୍ତି ଅମିର ଖାଁ

ଅନେକ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ମିଷ୍ଟର ଫରଫେକ୍ଟନିଷ୍ଟ ଅମିର ଖାଁ। ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟରରେ ଅମିରଙ୍କ ସରଦାର ଜୀଙ୍କ ରୂପରେ ଦେଖିବାକୁ ମିଳିଛି। ମୁଣ୍ଡରେ ପଗଡି, ମୁହଁରେ ହାଲ୍‌କା ହସ, ତା’ସହ ବଡ ବଡ ଦାଢିରେ ଅମିର ଏକଦମ୍‌ ନିଆରା ଦେଖାଯାଉଛନ୍ତି। ପୋଷ୍ଟର ଶେୟାର କରି ଅମିର କହିଛନ୍ତି, ‘ସତ୍‌ ଶ୍ରୀ ଅକାଲ୍‌’। ପୋଷ୍ଟରରେ ଅମିରଙ୍କ ଲୁକ୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ହଲିଉଡ୍‌ କ୍ଲାସିକ୍‌ ଫିଲ୍ମ ‘ଫରେଷ୍ଟ୍‌ ଗମ୍ପ୍‌’ର କାହାଣୀରୁ ପ୍ରେରିତ ହୋଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ଅମିରଙ୍କ ବ୍ୟତୀତ ଏହି ଫିଲ୍ମରେ କରିନା କପୁର ଲିଡ୍‌ ରୋଲ୍‌ରେ ନଜର ଆସିବେ। କିରଣ ରାଓଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମଟି ୨୦୨୦ ଖ୍ରୀଷ୍ଟମାସ ଅବସରରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିର ମଣିଷ ଅଶ୍ରୁମୋଚନ

ପିଲାଟି ଦିନରୁ ଘାରି ଥିଲା ଅଭିନୟର ନିଶା: କେନ୍ଦୁଝର ଜିଲାର ଓରାଳିରେ ମୋ ଗାଁ। ବାପା ଆନନ୍ଦପୁରରେ ଓକିଲାତି କରୁଥିଲେ। ଜେଜେ ମଧ୍ୟ ରାଜାଙ୍କ ଓକିଲ...

ବିଜୟଙ୍କୁ ବିବାହିତ କହିଲେ ଜାହ୍ନବୀ!

ବମ୍ବେ: କହୁ କହୁ ବଡ଼ କଥା କହିଦେଲେ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର। ଏକଦା ନିଜର କ୍ରସ ବୋଲି ସେ ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ...

ଆଗାମୀ ଫିଲ୍ମରେ ସ୍ତ୍ରୀ ରୋଗ ବିଶେଷଜ୍ଞ ହେବେ ଆୟୁଷ୍ମାନ: ବିପକ୍ଷରେ ନାୟିକା ସାଜିବେ ଓଲାୟା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଅଭିନୟ କ୍ୟାରିୟରରେ ସବୁବେଳେ ନୂଆ ନୂଆ ଚ୍ୟାଲେଞ୍ଚ ନେବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ସେ ବଲିଉଡ୍‌ରେ ବେଶ୍‌ ପରିଚିତ ମଧ୍ୟ।...

ବିବାହକୁ ନେଇ ମୁହଁ ଖୋଲିଲେ ଆଥିଆ

ବଲିଉଡ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖୁବଶୀଘ୍ର ସେ କ୍ରିକେଟର କେ.ଏଲ...

ମାନହାନି କେସ୍‌ ଜିତିଲେ ଅଭିନେତା ଜନି ଡେପ୍‌, ପୂର୍ବତନ ସ୍ତ୍ରୀ ଦେବେ କ୍ଷତିପୂରଣ

ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ତାଙ୍କ ପୂର୍ବତନ ସ୍ତ୍ରୀ ତଥା ଅଭିନେତ୍ରୀ ଅମ୍ବର ହେର୍ଡଙ୍କ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ଶେଷରେ ସମାପ୍ତ ହୋଇଛି।...

ପ୍ରଥମେ କରୁଥିଲେ ବିରୋଧ,ଏବେ କରୁଛନ୍ତି ପ୍ରଶଂସା…

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ବକ୍ସ ଅଫିସରେ ସଫଳତା ପାଇବାରେ ଲାଗିଛି। ଯେଉଁମାନେ ରିଲିଜ୍‌ ପୂର୍ବରୁ ଫିଲ୍ମକୁ ବିରୋଧ କରୁଥିଲେ, ଏବେ...

ବିବାହର ଗୋଟିଏ ମାସ ପରେ ସୁସ୍ମିତାଙ୍କ ଭାଇ ରାଜୀବ-ଚାରୁଙ୍କ ସମ୍ପର୍କରେ ଫାଟ !

ମୁମ୍ବାଇ: ବିବାହର ଏକ ମାସ ପରେ ସମ୍ପର୍କରେ ଫାଟ। ଏଭଳି କିଛି ଘଟିଛି ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ସ୍ତ୍ରୀ ଚାରୁ...

ଏହି ଅଭିନେତାଙ୍କୁ ଦେଖି ଡରି ଯାଉଥିଲେ ହେମାମାଳିନୀ: ଶୁଟିଂ ସେଟ୍‌ରେ ରହୁଥିଲେ ଦୂରେଇ

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ସେ ପରଦାରେ...

Advertisement
Archives

Model This Week