ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ ଶୋ’କୁ ଫେରି ପାରନ୍ତି ଅନୁ ମଲିକ !

ମୁମ୍ବାଇ: କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ପୁଣି ଥରେ ‘ଇଣ୍ଡିଆନ ଆଇଡଲ’ରେ ଜଜ୍‌ ହୋଇପାରନ୍ତି। ଏଥିପାଇଁ ତାଙ୍କୁ କୁଆଡ଼େ ଆପ୍ରୋଚ୍‌ କରାଯାଇଛି। ରିଆଲିଟି ଶୋ’ର ପୂର୍ବ ସିଜନ୍‌ ହିଟ୍‌ ଥିବା ବେଳେ ବର୍ତ୍ତମାନ ଏକାଦଶ ସିଜନ୍‌ରେ ତାଙ୍କୁ ନିଆଯାଇପାରେ। ଦଶମ ସିଜନ୍‌ରେ ଅନୁ ଜଜ୍‌ ହୋଇଥିଲେ ସୁଦ୍ଧା ‘#ମିଠୁ’ ମାମଲାରେ ଜଡିତ ହେବା ପରେ ତାଙ୍କୁ ଶୋ’ରୁ ବାହାର କରି ଦିଆଯାଇଥିଲା। ତାଙ୍କ ସହ ବିଚାରପତି ଭାବେ ନେହା କକ୍କଡ଼ ଏବଂ ବିଶାଲ ଦଦଲାନୀ ଥିଲେ। ତେବେ ପୁଣି ଥରେ ଶୋ’ରେ ବିଚାରପତି ଆସନ ଅଳଙ୍କୃତ କରିବା ଲାଗି କେତେ ଉତ୍ସାହିତ ବୋଲି କିଛି ଖବରଦାତା ତାଙ୍କୁ ପ୍ରଶ୍ନ କରିଥିଲେ। ଏ ନେଇ ସେ କିଛି କହିବେ ନାହିଁ ବୋଲି ସେ କହିଛନ୍ତି।
ଅନୁଙ୍କ ଉପରେ ଗାୟିକା ଶ୍ୱେତା ପଣ୍ଡିତ ଅସଦାଚରଣ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଶୋ’ରୁ ବାହାର କରିଦିଆଯାଇଥିଲା। ମାତ୍ର ଅନୁ ନିଜେ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ସଫେଇ ଦେଇଥିଲେ। ଏପରିକି ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି ତାଙ୍କ ଓକିଲ ପ୍ରତିକ୍ରିୟା ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେବାପରେ ନିଜକୁ ଏହି ଉପହାର ଦେଲେ କାର୍ତ୍ତିକ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ମହାମାରୀରୁ ସୁସ୍ଥ ହେବା ପରେ ସେ ତାଙ୍କର ଅଧା ରହିଯାଇଥିବା କାମକୁ ଶେଷ...

ପୁଣି ଫେରୁଛନ୍ତି ଅର୍ଚ୍ଚନା

ବମ୍ବେ: ବିଦା ହେବା ପରେ ପୁଣି ଫେରୁଛନ୍ତି ଅର୍ଚ୍ଚନା ଗୌତମ। ଶାରୀରିକ ହିଂସାକୁ ନେଇ କିଛି ଦିନ ତଳେ ସେ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌ରୁ...

ବିଶାଳ ମନ୍ଦିର ନିର୍ମାଣ କରିବେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଅଚନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ଦେଇ ସେ ବିବାଦ ଘେରକୁ...

‘ବୟକଟ ଟ୍ରେଣ୍ଡ’କୁ ଡରୁଛନ୍ତି କିଙ୍ଗ ଖାନ, ‘ଡନ ୩’କୁ କଲେ ନା

ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଏବେ ତାଙ୍କ ଫିଲ୍ମ ‘ପଠାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏବେ ଏହି ଫିଲ୍ମ ବୟକଟ ହୋଇପାରେ ବୋଲି...

କୃତିଙ୍କ ହେୟାର ମସାଜ୍‌ କରୁଛନ୍ତି ପୁଲକିତ

ମୁମ୍ବାଇ: କୃତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୁହେଁ ଦୀର୍ଘ ଦିନ ହେବ ଲିଭ୍‌ ଇନ୍‌ ରିଲେଶନସିପ୍‌ରେ ରହୁଛନ୍ତି। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌...

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଶାହରୁଖ, ଆଲିଆଙ୍କ ଏହି ଫିଲ୍ମ

ଶାହରୁଖ ଖାନ୍‌ ଓ ଆଲିୟା ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂଙ୍ଗ୍ସ’ ପ୍ରେକ୍ଷାଳୟରେ ରିଲିଜ୍‌ ନ ହୋଇ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି...

ସ୍ତ୍ରୀଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଜୟ

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ମଧ୍ୟରୁ କାଜଲ ଅନ୍ୟତମ। ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ତେବେ ଆଜି କାଜଲ ତାଙ୍କର ୪୮ତମ ଜନ୍ମଦିନ ପାଳନ...

ପିତାଙ୍କ ଶେଷକୃତ୍ୟ ସମୟରେ ଟ୍ରୋଲ୍‌ ହେଲେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ପରିବାର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। ଶୁକ୍ରବାର ଅଭିନେତା ତାଙ୍କୁ ପିତାଙ୍କୁ ହରାଇଛନ୍ତି।...

Advertisement
Archives

Model This Week