ପୁଣି ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୬: ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂଗର୍ଭର ୨୨୦ କିମି ତଳେ ଥିବା ଅନୁମାନ କରାଯାଉଛି। ଇଷ୍ଟ୍‌ ଟିମୋରରେ ମଧ୍ୟ ଏହାର ପ୍ରଭାବ ଅନୁଭୁତ ହୋଇଛି। ଏହାଯୋଗୁ ଅଷ୍ଟ୍ରେଲିଆରେ ମଧ୍ୟ ମୃଦ୍ୟୁ କମ୍ପନ ହୋଇଛି। ଭୂକମ୍ପ ହେବାରୁ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପ ପରେ ସୁନାମୀ ଆଶଙ୍କା ନ ଥିବା ଆମେରିକା ଭୂବିଜ୍ଞାନ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାର୍କିଭରେ ରୁଷିଆ ସେନାଙ୍କ ରକେଟ୍ ବର୍ଷା, ୧୫ ମୃତ୍ୟୁ, ବହୁ ଘର ନଷ୍ଟ

କ୍ୱିଭ/ଖାର୍କିଭ,୨୩ ।୬: ରୁଷିଆ ସେନା ୟୁକ୍ରେନର ଦ୍ୱିତୀୟ ବଡ ସହର ଖାର୍କିଭ ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ଓ ବୁଧବାର ସକାଳେ ରକେଟ୍...

ମାନିଲା ପାକିସ୍ତାନ: ଜମ୍ମୁ-କଶ୍ମୀର ଭାରତର

ନୂଆଦିଲ୍ଲୀ,୧୦।୯: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ...

ଜାପାନରେ ପ୍ରଧାନମନ୍ତ୍ରୀ, ଜୟ ଶ୍ରୀ ରାମ ସ୍ଲୋଗାନ…

ଟୋକିଓ, ୨୩।୫ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ଟୋକିଓରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ...

ଦିନକୁ ୧୬୭ ଟଙ୍କା ରୋଜଗାର କରୁଥିବା ଲୋକ ଗରିବ, ବିଶ୍ୱ ବ୍ୟାଙ୍କର ନୂଆ ମାନଦଣ୍ଡ…

ଓ୍ବାଶିଂଟନ, ୬।୬ : ବିଶ୍ୱ ବ୍ୟାଙ୍କ ବର୍ତ୍ତମାନ ଅତ୍ୟନ୍ତ ଗରିବଙ୍କ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି। ମୁଦ୍ରାସ୍ଫୀତି, ଦରଦାମ୍‌ ବୃଦ୍ଧି , ଜୀବନଧାରଣର...

କ୍ୟାପଟେନ୍‌ଙ୍କ ପ୍ଲାନ୍‌ ବି,ସଂସଦ ଭଙ୍ଗ-୯୦ ଦିନ ମଧ୍ୟରେ ନିର୍ବାଚନ…

ଇସଲାମାବାଦ, ୩।୪ : ପାକିସ୍ତାନରେ କ୍ୟାପଟେନ୍‌ଙ୍କ ପ୍ଲାନ୍‌ ବି କାମ ଦେଇଛି। ଫଳରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଛି।...

କେଶ ଝଡ଼ିବା ଓମିକ୍ରନ୍‌ର ନୂଆ ଲକ୍ଷଣ, ସାବଧାନ !…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ରେ...

ଲ୍ୟାଣ୍ଡିଂ ସମୟରେ ଓଲଟି ପଡ଼ିଲା ଯାତ୍ରୀବାହୀ ବିମାନ, ୧୮ ଯାତ୍ରୀ ସୁରକ୍ଷିତ…

ମସ୍କୋ,୧୭।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦ୍ୟତମ ଉଦାହରଣ ରୁଷିଆରେ ଘଟିଛି। ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣା ଗ୍ରସ୍ତ...

କରାଚି ଆକାଶ ମାର୍ଗ ବନ୍ଦ କଲା ପାକିସ୍ତାନ

ଇସ୍‌ଲାମାବାଦ,୪।୯: ଜମ୍ମୁ-କଶ୍ମୀରରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପରେ ପାକିସ୍ତାନ ବିଚଳିତ ହୋଇପଡ଼ି କ’ଣ କରିବ ଆଉ କ’ଣ ନ କରିବ ସେନେଇ କିଛି ବୁଝିପାରୁନି।...

Advertisement
Archives

Model This Week