ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ଓ୍ବାଶିଂଟନ,୨୦।୪: ଚିକିତ୍ସା ବିଜ୍ଞାନମାନେ ଏକ ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହାଦ୍ୱାରା ଡେଡ୍‌ ବ୍ରେନ୍‌ କୋଷିକାକୁ ପୁଣି ଜୀବିତ କରାଯାଇପାରିବ। ଗବେଷକମାନେ ୪ ଘଣ୍ଟା ତଳେ ମୃତ୍ୟୁ ଘଟିଥିବା ଏକ ଘୁଷୁରିର ବ୍ରେନ୍‌ କୋଷିକାକୁ ଏକ ବିଶେଷ ପ୍ରକାର ରାସାୟନିକ ପଦାର୍ଥ ଦ୍ୱାରା ପୁଣି ଜୀବିତ କରିବାକୁ ସକ୍ଷମ ହୋଇଛନ୍ତି। ଭବିଷ୍ୟତରେ ଏହା ହାର୍ଟ ଆଟାକ୍‌ ଏବଂ ବ୍ରେନ୍‌ ଷ୍ଟ୍ରୋକ୍‌ରେ ମୃତ୍ୟୁ ଘଟୁଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବ। ଏହି ଜ୍ଞାନକୌଶଳ ଦ୍ୱାରା ବ୍ରେନ୍‌ ମଧ୍ୟରେ ରକ୍ତ ସଞ୍ଚାଳନ ପୁଣିଥରେ ହୋଇପାରିଛି ବୋଲି ଗବେଷକ ଦଳର ମୁଖ୍ୟ ପ୍ରଫେସର ନେନାଦ୍‌ ସେଷ୍ଟନ୍‌ ସୂଚନା ଦେଇଛନ୍ତି। ଅଧିକ ପରୀକ୍ଷାପରେ ଏହାକୁ ମଣିଷଠାରେ ପ୍ରୟୋଗ କରାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ ପାଇଁ ଦାୟୀ କିଏ ? ଆମେରିକା ନା ଚାଇନା, ଗବେଷଣା ପାଇଁ ଟଙ୍କା ଦେଇଥିବା ଅବା ଲିକ୍‌ କରିଥିବା ଦେଶ ଦୋଷୀ !…

ଓ୍ବାଶିଂଟନ/ବେଜିଂ,୧୩।୩: କରୋନା ଭୂତାଣୁର ଲିକ୍‌ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏନେଇ ଚାଇନାକୁ ଦୋଷୀ ବୋଲି ସଭତଏଁ କହୁଛନ୍ତି। ତେବେ ଏଥିପାଇଁ ଆମେରିକା ଏବଂ...

ରୁଷିଆ ଆକ୍ରମଣ ବନ୍ଦ କରୁ: ଆଇସିଜେ

ହେଗ୍‌, ୧୭ା୩: ରୁଷିଆ ତୁରନ୍ତ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁ ବୋଲି ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ନିର୍ଦ୍ଦେଶ...

ରୁଷିଆ ସେନାର ହଣ୍ଟ୍‌ ଟୁ କିଲ୍‌ ମିଶନ, ତାଲିକାରେ ଜେଲେନକ୍ସି ସମେତ ବହୁ ଶୀର୍ଷ ନେତା…

ମସ୍କୋ/କ୍ୱିଭ୍‌, ୩୦।୫ : ୟୁକ୍ରେନରେ ଯୁଦ୍ଧ ସମାପ୍ତ ନହେଉଥିବାରୁ ରୁଷିଆର ସୈନ୍ୟବାହିନୀ ଏକ ହଣ୍ଟ୍‌ ଟୁ କିଲ୍‌ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ...

ଭାରତକୁ ଚେତାବନୀ ଦେଲା ପାକିସ୍ତାନ

ଇସଲାମାବାଦ,୧୧।୩: ଭାରତରେ ନିର୍ମିତ ସୁପରସୋନିକ୍‌ ବସ୍ତୁ ପାକିସ୍ତାନର ଭୂଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥି ଲାଗି ଅପ୍ରୀତିକର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ନୂଆଦିଲ୍ଲୀକୁ ଚେତାବନୀ ଦେଇଛି...

ଗାଜା ଉପରେ ଇସ୍ରାଏଲ୍‌ର ବିମାନ ଆକ୍ରମଣ

ଜେରୁଜେଲମ,୨୮।୧: ଇସ୍ରାଏଲ୍‌ ସେନା ଆକ୍ରମଣରେ ୪ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୬୧ ବର୍ଷୀୟା ବୃଦ୍ଧା ଓ ୭ ଜଣ ଉଗ୍ରପନ୍ଥୀ ଅଛନ୍ତି।...

ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ଚାଇନା

ବେଜିଂ,୧୭ା୫: ଚାଇନାର ଏକ ମାଛଧରା ବୋଟ୍‌ ଭାରତ ମହାସାଗରରେ ବୁଡ଼ିଯାଇଛି। ସେଥିରେ ଥିବା ୩୯ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଚାଇନା କ୍ରିଉ ମେମ୍ବର,...

ଗ୍ରିନରଙ୍କୁ ରୁଷିଆରେ ୯ ବର୍ଷ ଜେଲ

ମସ୍କୋ, ୫ା୮: ଡ୍ରଗ୍ସ ଚାଲାଣ ଅଭିଯୋଗରେ ଆମେରିକାର ବାସ୍କେଟବଲ ଖେଳାଳି ବ୍ରିଟନି ଗ୍ରିନରଙ୍କୁ ରୁଷିଆର ଏକ କୋର୍ଟ ଗୁରୁବାର ୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।...

ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ: ୧୨ ମୃତ, ୬୦ରୁ ଅଧିକ ଆହତ

ମସ୍କୋ,୧୫।୮: ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ ଯୋଗୁ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ରେ...

Advertisement
Archives

Model This Week