ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ଓ୍ବାଶିଂଟନ,୨୦।୪: ଚିକିତ୍ସା ବିଜ୍ଞାନମାନେ ଏକ ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହାଦ୍ୱାରା ଡେଡ୍‌ ବ୍ରେନ୍‌ କୋଷିକାକୁ ପୁଣି ଜୀବିତ କରାଯାଇପାରିବ। ଗବେଷକମାନେ ୪ ଘଣ୍ଟା ତଳେ ମୃତ୍ୟୁ ଘଟିଥିବା ଏକ ଘୁଷୁରିର ବ୍ରେନ୍‌ କୋଷିକାକୁ ଏକ ବିଶେଷ ପ୍ରକାର ରାସାୟନିକ ପଦାର୍ଥ ଦ୍ୱାରା ପୁଣି ଜୀବିତ କରିବାକୁ ସକ୍ଷମ ହୋଇଛନ୍ତି। ଭବିଷ୍ୟତରେ ଏହା ହାର୍ଟ ଆଟାକ୍‌ ଏବଂ ବ୍ରେନ୍‌ ଷ୍ଟ୍ରୋକ୍‌ରେ ମୃତ୍ୟୁ ଘଟୁଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବ। ଏହି ଜ୍ଞାନକୌଶଳ ଦ୍ୱାରା ବ୍ରେନ୍‌ ମଧ୍ୟରେ ରକ୍ତ ସଞ୍ଚାଳନ ପୁଣିଥରେ ହୋଇପାରିଛି ବୋଲି ଗବେଷକ ଦଳର ମୁଖ୍ୟ ପ୍ରଫେସର ନେନାଦ୍‌ ସେଷ୍ଟନ୍‌ ସୂଚନା ଦେଇଛନ୍ତି। ଅଧିକ ପରୀକ୍ଷାପରେ ଏହାକୁ ମଣିଷଠାରେ ପ୍ରୟୋଗ କରାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ସୋସିଆଲ ମିଡ଼ିଆରେ ଗୁହାରି କଲେ ଝିଅ

ଟରଣ୍ଟୋ,୧୭।୫: ୫୧ ବର୍ଷୀୟ କାନାଡିୟ ବ୍ୟବସାୟୀ ହରଜିତ ସିଂହ ଧଡ୍ଡାଙ୍କୁ ମିସିସାଗାରେ ଗୁଳି କରି ହତ୍ୟା କରାଯାଇଛି। ଡିକ୍ସନ ଏବଂ ହେରି ରୋଡ ନିକଟରେ ଟେଲଫୋର୍ଡ...

ଏଥର ତୁର୍କୀକୁ ଲାଗିବ ଜବରଦସ୍ତ ଝଟକା! ବଡ଼ ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ,୧୭।୫: ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରୁଥିବା ତୁର୍କୀକୁ ବହୁତ ମୂଲ୍ୟ ଦେବାକୁ ପଡୁଛି ବୋଲି ମନେ ହେଉଛି। ଗୋଟିଏ ପଟେ ଦେଶବାସୀଙ୍କ...

ଧମକ ଦେଉଥିବା ପାକିସ୍ତାନଠାରୁ ଛଡ଼ାଇ ନିଆଯିବ ପରମାଣୁ ଅସ୍ତ୍ର? ରାଜନାଥଙ୍କ ବୟାନ ପରେ…

ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହା ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ଏପରିକି...

NATOରୁ ବାହାରିବ ତୁର୍କୀ! ମୋଦି ନେବେ ବଡ଼ ଆକ୍ସନ…

ନୂଆଦିଲ୍ଲୀ,୧୭।୫: ମଧ୍ୟପ୍ରାଚ୍ୟରେ ଦୁଇଟି ବଡ଼ ଦେଶ ହେଉଛି ତୁର୍କୀ ଏବଂ ଇସ୍ରାଏଲ। ୧୯୪୯ ମସିହାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ରହିଛି। ଗୋଟିଏ ସମୟ...

ହମାସ ଷ୍ଟାଇଲରେ ମିଛ ପ୍ରଚାର କରୁଛି ପାକିସ୍ତାନ, ପୋଲ୍‌ ଖୋଲିଲେ ଆମେରିକା ଲେଖକ

ଓ୍ବାଶିଂଟନ,୧୭।୫: ଅପରେଶନ ସିନ୍ଦୁର ପରେ, ଗୋଟିଏ ପଟେ ପାକିସ୍ତାନ ଯୁଦ୍ଧବିରତି କଥା କହୁଥିବା ବେଳେ, ଅନ୍ୟପଟେ ଏହା ସୋସିଆଲ ମିଡିଆ ଏବଂ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକ...

କାଲି ପରେ ପୁଣି ହେବ କି ଯୁଦ୍ଧ? ପାକିସ୍ତାନରୁ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ, ୧୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଭବିଷ୍ୟତ ପାକିସ୍ତାନ ଉପରେ ନିର୍ମର କରୁଛି ବୋଲି ଭାରତ ସ୍ପଷ୍ଟ କରିଛି। ଏପ୍ରିଲ ୨୨ରେ...

ୟୁନୁସ-ବାଲାଂଦେଶୀ ପ୍ରକୃତ ମୁସଲମାନ ନୁହନ୍ତି! କାହିଁକି ସେମାନଙ୍କୁ ଧର୍ମାନ୍ତରିତ କହୁଛି ପାକିସ୍ତାନ… 

ଢାକା,୧୭।୫: ଆଜିକାଲି ଇସଲାମିକ୍‌ ଭାଇଚାରା ନାମରେ, ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ପାକିସ୍ତାନ ସହିତ ହାତ ମିଳାଇବାକୁ ଚେଷ୍ଟା କରୁଛି। କିନ୍ତୁ ପଶ୍ଚିମ ପାକିସ୍ତାନର ମୁସଲମାନମାନେ...

ତୁର୍କୀ ବିରୋଧରେ ବଡ଼ ଆକ୍ସନ ନେଲେ ଭାରତୀୟ, ମାଳଦ୍ୱୀପ ପରି ହୋଇଯିବ ବରବାଦ…

ନୂଆଦିଲ୍ଲୀ,୧୭।୫: ତୁର୍କୀ ଆଜିକାଲି ଭାରତରେ ଖବରର ଶିରୋନାମାରେ ଅଛି ଏବଂ ଏହାର କାରଣ ହେଉଛି ଏହାର ଭାରତ ବିରୋଧୀ ମନୋଭାବ। ସମ୍ପ୍ରତି ତୁର୍କୀ ଭାରତ ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri