ପୁଣି ଏଭରେଷ୍ଟ ଅଭିଯାନରେ କଳ୍ପନା ଦାଶ

ଢେଙ୍କାନାଳ ଅଫିସ, ୧୮।୪- ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗରୁ ଗୁଞ୍ଜରିତ ହେବ ବିଶ୍ୱଶାନ୍ତି, ନାରୀ ସଶକ୍ତୀକରଣ ବାର୍ତ୍ତା। ମାଉଣ୍ଟ ଏଭରେଷ୍ଟରେ ପାଦ ରଖି ପୁଣିଥରେ ଇତିହାସ ରଚିବେ ଢେଙ୍କାନାଳର କଳ୍ପନା ଦାଶ। ଏଥିପାଇଁ ସେ ବୁଧବାର ପହଞ୍ଚତ୍ଛନ୍ତି ନେପାଳର ଲୁକଲାରେ।  ଏହି ଅଭିଯାନରେ ସାମିଲ ହୋଇଛନ୍ତି ନେପାଳର କାଞ୍ଚତ୍ମାୟା ତମାଙ୍ଗ ଏବଂ ଚାଇନାର ଲିଆମୁ ମା। ୧୮ଥର ଏଭରେଷ୍ଟ ଆରୋହଣ କରିଥିବା ମାଉଣ୍ଟେନର ପେମ୍ବା ଧୀରଜେ ସେରପାଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହେବ। ଏ ନେଇ ହ୍ବାଟସଆପ୍‌ରେ ସୂଚନା ଦେଇଛନ୍ତି କଳ୍ପନା। ସାରା ବିଶ୍ୱବାସୀଙ୍କ ନିକଟରେ ବିଶ୍ୱଶାନ୍ତି, ବିଶ୍ୱ ଭ୍ରାତୃତ୍ୱ, ନାରୀ ସଶକ୍ତୀକରଣ ବାର୍ତ୍ତା ପହଞ୍ଚାଇବା ସର୍ବୋପରି ମହିଳାଙ୍କୁ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରାଇବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ବୋଲି କଳ୍ପନା ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, କଳ୍ପନା ଦାଶ ୨୦୦୮ରେ ଏଭରେଷ୍ଟ ଆରୋହଣ କରିଥିଲେ। ଏହାକୁ ବାଦ୍‌ ଦେଲେ ସେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ପର୍ବତ ଆରୋହଣ କରିଛନ୍ତି। କଳ୍ପନାଙ୍କ ସହ ଅଭିଯାନରେ ସାମିଲ ହୋଇଥିବା ଅନ୍ୟ ଦୁଇଜଣ ମହିଳା ପୂର୍ବରୁ ଏଭରେଷ୍ଟ ଆରୋହଣ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଗୁଡ଼ା ଅଞ୍ଚଳରେ ବୁଢୁଛି ଚୋରା ମଦ କାରବାର

ବୁଗୁଡ଼ା,୨୫।୪(ଡି.ଏନ.ଏ.): ବୁଗୁଡ଼ା ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଚୋରା ମଦ କାରାବାର ବୃଦ୍ଧି ପାଉଛି। ବୁଗୁଡା ଅବକାରୀ ବିଭାଗ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ମଧ୍ୟ...

ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ : ପାର୍କିଂ ପାଇଁ ଶତାଧିକ ଟଙ୍କା ଆଦାୟକୁ ବିରୋଧ

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପର୍ଯ୍ୟଟନକେନ୍ଦ୍ରଗୁଡ଼ିକରେ ଗାଡ଼ି ପାର୍କିଂ ପାଇଁ ଶହ ଶହ ଟଙ୍କା ଆଦାୟ କରାଯାଉଥିବାରୁ...

୫ ଏକର ଜମିରୁ ଶାଳ ଜଙ୍ଗଲ ପଦା

ନୟାଗଡ଼ ଅଫିସ,୨୦।୧:ନୟାଗଡ଼ ବନଖଣ୍ଡ ମହିପୁର ରେଞ୍ଜ ଗୁମି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁରିଆମ୍ବା ନୂଆସାହିସ୍ଥିତ ଶାଳ ଜଙ୍ଗଲରୁ ୫ ଏକର ଶାଳ ଗଛ ପଦା ହୋଇଗଲାଣି...

ପାଲାଗାୟକ ଚିନ୍ମୟ ବଳଭଦ୍ର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର, ୮।୫ (ବ୍ୟୁରୋ): ବିଶିଷ୍ଟ ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡାଙ୍କ ପରଲୋକ ହୋଇଛି। ଗୁରୁବାର ରାତିରେ ଗଣ୍ଡରପୁରସ୍ଥିତ ତାଙ୍କ ଝିଅ ଘରେ ସେ ଶେଷ...

ଯାଞ୍ଚରେ ସମସ୍ତ ପ୍ରାର୍ଥିପତ୍ର କାଏମ

ଗଞ୍ଜାମ,୨୨ା୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶନିବାର ଯାଞ୍ଚ ପ୍ରକ୍ରିୟାରେ ସମସ୍ତ ପ୍ରାର୍ଥିପତ୍ର କାଏମ ରହିଥିବା ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।...

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

୮ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ: ୨ ଗିରଫ

ଭଦ୍ରକଅଫିସ,୩୧ା୫: ରବିବାର ସକାଳୁ ଚରମ୍ପା ଓଭରବ୍ରିଜ ନିକଟରୁ ୮୧ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା...

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ମାସରେ ୯ ଦିନ ଉଡ଼ିବ ବିମାନ

ଭୁବନେଶ୍ୱର,୩ା୪(ବ୍ୟୁରୋ):  ଭୁବନେଶ୍ୱରରୁ-ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ। ସପ୍ତାହକୁ ୨ଦିନ ଏବଂ ମାସକୁ...

Advertisement
Archives

Model This Week