ପିଠି ଯନ୍ତ୍ରଣା ପାଇଁ ନୂଆ ଇଞ୍ଜେକ୍‌ସନ

ପିଠିରେ ଯନ୍ତ୍ରଣା କେତେ କଷ୍ଟକର ତାହା ଅନୁଭବୀ ହିଁ ଜାଣେ। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତଙ୍କ ସହ ପରାମର୍ଶ କରିବାକୁ ପଡ଼ିଥାଏ। ସେ ଲେଖିଥିବା ଔଷଧ ଖାଇବା ସହ ତାଙ୍କ ନିର୍ଦ୍ଦେଶରେ ଚିକିତ୍ସିତ ହେବାକୁ ପଡ଼ିଥାଏ। ନିକଟରେ ଏପରି ସମସ୍ୟାରୁ ଉପଶମ ପାଇବା ପାଇଁ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ନୂଆ ଇଞ୍ଜେକସନ ପ୍ରସ୍ତୁତ କରିଛନ୍ତି। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ଇଞ୍ଜେକସନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ତା’ସହ ଏହାକୁ ନେଉଥିବା ବ୍ୟକ୍ତି ଯଦି ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ତାଙ୍କର ରକ୍ତରେ ସୁଗାର ପରିମାଣ ମଧ୍ୟ ଅସନ୍ତୁଳିତ ହେବ ନାହିଁ। ଅପରପକ୍ଷରେ ପରୀକ୍ଷାମୂଳକ ଭାବରେ ଏହି ଇଞ୍ଜେକସନରୁ ସଫଳତା ମିଳିଛି ବୋଲି ଏହାର ପ୍ରସ୍ତୁତକାରୀ ସଂସ୍ଥାର ମୁଖ୍ୟ ପ୍ରଫେସର ଷ୍ଟେଭିନ୍‌ ଲୋହାନ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଶ ସମସ୍ୟା ଓ ସମାଧାନ

ଡା. ସଚ୍ଚିଦାନନ୍ଦ ଶତପଥୀ କେଶ ହେଉଛି ମଣିଷ ଦେହର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ମସ୍ତକର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି...

ଏମାନଙ୍କୁ ହୃଦ୍‌ଘାତ ଆଶଙ୍କା ଅଧିକ

ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭିଟାମିନ ‘ଡି’ ହାର୍ଟ ପାଇଁ ଖୁବ୍‌ ଜରୁରୀ। ଏହା ହାଡ଼କୁ ମଜଭୂତ କରିବା ସହ ହାର୍ଟକୁ ମଧ୍ୟ...

ଓଜନ ବୃଦ୍ଧିକୁ ରୋକେ ପିଜୁଳି ପତ୍ର ଚା’

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ପାଟିକୁ ଯେତିକି ସ୍ବାଦିଷ୍ଟ, ଔଷଧୀୟ ଗୁଣରେ ବି ସେତିକି ଭରପୂର। ଏହା ଶରୀରର ବିଭିନ୍ନ ସମସ୍ୟାକୁ...

ଶୀତ ଦିନେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ସାଧାରଣତଃ ଶୀତଦିନେ ତ୍ୱଚା ଶୁଖିଲା ହୋଇଯାଏ। ଏହାର କାରଣ ହେଲା ଅତ୍ୟଧିକ ଶୀତ ହେବା। ଆଉ ଶୀତରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଗରମ...

ସୁନ୍ଦର ତ୍ୱଚା ପାଇଁ ରସୁଣ

ରସୁଣରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ; ଯାହାକୁ ବ୍ୟବହାର କରି ଆପଣ ଖୁବ୍‌ କମ୍‌ ଖର୍ଚ୍ଚରେ ସୁନ୍ଦର ବେଦାଗ ତ୍ୱଚା ପାଇପାରିବେ। ଜାଣିରଖନ୍ତୁ...

ସମର ଫ୍ୟାଶନ୍‌

ଋତୁ ଅନୁସାରେ ସବୁବେଳେ ଫ୍ୟାଶନ୍‌ ବଦଳିଥାଏ। ଖରାଦିନେ ସାଧାରଣତଃ ହାଲ୍‌କା ରଙ୍ଗର ଆରାମଦାୟକ ପୋଷାକ ପିନ୍ଧିବାକୁ ଭଲ ଲାଗେ। ଏହି ଦୃଷ୍ଟିରୁ ଏବେ ଫ୍ୟାଶନ୍‌ ଟ୍ରେଣ୍ଡରେ...

ଖାଲି ପ୍ରେମରେ କଥା ଚଳେନା, ପୁରୁଷ ସାଥୀଙ୍କଠାରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ମେଡିକାଲ ଅକ୍ସିଜେନ୍‌

ହସ୍‌ପିଟାଲରେ ବ୍ୟବହୃତ ଅକ୍ସିଜେନ୍‌ ସିଲିଣ୍ଡର : ସାଧାରଣତଃ କୌଣସି ହସ୍‌ପିଟାଲରେ ବ୍ୟବହୃତ ଅକ୍ସିଜେନ୍‌ ସିଲିଣ୍ଡରର କ୍ଷମତା ୭ ଘନ ମିଟର (୭ କ୍ୟୁବିକ ମିଟର) ହୋଇଥାଏ,...

Advertisement
Archives

Model This Week