Posted inଖେଳ

ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ ଘୋଷାଲ ପ୍ରି-କ୍ୱାର୍ଟରରେ

ଦୋହା, ୧୧ା୧୧ (ପି.ଟି.)- ଭାରତର ସୌରଭ ଘୋଷାଲ ଏଠାରେ ଚାଲିଥିବା ପିଏସ୍‌ଏ ପୁରୁଷ ବିଶ୍ୱ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ସେ ଫ୍ରାନ୍ସର ଲୁକାସ ସେରମିଙ୍କୁ ୧୧-୮, ୧୧-୫, ୧୧-୫ରେ ହରାଇ ଦେଇଛନ୍ତି। ଭାରତର ନମ୍ବର ଓ୍ବାନ ଖେଳାଳି ଘୋଷାଲ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଫ୍ରେଞ୍ଚ୍‌ ଖେଳାଳିଙ୍କ ବିପକ୍ଷରେ ମାତ୍ର ୨ଥର ଖେଳିିଛନ୍ତି। ପୂର୍ବରୁ ଗତ ଫେବୃୟାରୀରେ ଚିକାଗୋଠାରେ ଅନୁଷ୍ଠିତ ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ର ଦ୍ୱିତୀୟ ରାଉଣ୍ଡରେ ଦୁଇ ଖେଳାଳି ପରସ୍ପରକୁ ଭେଟିଥିଲେ। ମଙ୍ଗଳବାର ପ୍ରି-କ୍ୱାର୍ଟରରେ ଘୋଷାଲ ବିଶ୍ୱର ୨ ନମ୍ବର ଖେଳାଳି ତଥା ଇଜିପ୍ଟର ମହମ୍ମଦ ଏଲ୍‌ ଶୋର୍‌ବାଗିଙ୍କ ସହିତ ମୁକାବିଲା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ୨ ମିନିଟ ବିରାଟଙ୍କ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ

ବଲିଉଡ୍‌ର ସଫଳ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌। ଲୋକଙ୍କୁ ପ୍ରେରଣା ଦେବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ।...

ମଲିକଙ୍କ ପଛରେ ଟିମ୍‌ ଇଣ୍ଡିଆ ପ୍ରଶଂସକ

ବଡ଼ଦିନ ଅବସରରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କରିଥିବା ଟୁଇଟ୍‌ ଯୋଗୁ ପୂର୍ବତନ ପାକିସ୍ତାନ ଅଧିନାୟକ ସୋଏବ ମଲିକଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ସେ ଭାରତ...

ପନ୍ତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀ! ୟୁଜର୍ସ କହିଲେ ଝିଅ ପାଗଳ ହୋଇଯାଇଛି

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଡିସେମ୍ବର ୩୦ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ନିକଟରେ ତାଙ୍କୁ ଡେରାଡୁନରୁ...

ଖରାପ୍‌ ଶର୍ଟ ଖେଳି ଆଉଟ୍‌ ହୋଇଥିଲେ ରୋହିତ ଶର୍ମା: ସମାଲୋଚନାକୁ ନେଇ କହିଲେ ‘ପଶ୍ଚାତାପ କରୁନାହିଁ’

ବ୍ରିସବେନ୍‌,୧୬।୧: ଦଳକୁ ଆବଶ୍ୟକତା ଥିବା ବେଳେ ଭୁଲ୍‌ ଶଟ୍‌ ଖେଳି ଆଉଟ୍‌ ହେବାକୁ ନେଇ ଭାରତୀୟ ଉପଅଧିନାୟକ ରୋହିତ ଶର୍ମାଙ୍କ ଆଲୋଚନା କରାଯାଉଛି। ଏନେଇ ପ୍ରତିକ୍ରିୟା...

‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍‌ ପଛରେ ଭାରତର ଲିଙ୍କ୍‌’

ଇସ୍‌ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ...

ଏଯାଏ ଦିନିକିଆ କି ଟି-୨୦ରେ ଛକାଟିଏ ମାରି ନାହାନ୍ତି ଏହି ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳରେ ଅନେକ ମହାନ ଖେଳାଳି ଅଛନ୍ତି ଯେଉଁମାନେ ଚୌକା-ଛକା ମାରିବାରେ ସିଦ୍ଧହସ୍ତ। ହେଲେ ଏହି ଦଳରେ ୩ ଜଣ ଏଭଳି ଖେଳାଳି...

ବୁମରାହ, କ୍ୟୁମିନ୍ସ କିମ୍ବା ଷ୍ଟାର୍କ ନୁହନ୍ତି; ଆଫଗାନିସ୍ତାନର ଏହି ବୋଲରଙ୍କ ସାମ୍ନା କରିବାକୁ ଚାହାନ୍ତି ସଚିନ

ନୂଆଦିଲ୍ଲୀ,୧୨।୧୨: କ୍ରିକେଟର ଭଗବାନ କୁହାଯାଉଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ନିଜ କ୍ୟାରିୟରରେ ଅନେକ ବୋଲରଙ୍କ ବଲ୍‌କୁ ଖେଳିଛନ୍ତି। ସେନ ଓ୍ବାର୍ନ, ମୁଥୟା ମୁରଲୀଧରନ୍‌, ଗ୍ଲୋନ୍‌ ମୈକ୍ସୋ, ଓ୍ବକାର...

ଆଇଏସ୍‌ଏଲ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଜାମଶେଦ୍‌ପୁର

ଭାସ୍କୋ,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣରେ ଓଡ଼ିଶା ଏଫ୍‌ ଓ ଜାମ୍‌ଶେଦପୁର ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ତିଳକ ମଇଦାନରେ...

Advertisement
Archives

Model This Week