Posted inଖେଳ

ପାକିସ୍ତାନ ମହିଳା କ୍ରିକେଟରଙ୍କ ଫିଟ୍‌ନେସ୍‌ ଟେଷ୍ଟ

ଲାହୋର, ୧୧ା୫ (ପି.ଟି.)- ସୋମାବରଠାରୁ ପାକିସ୍ତାନର ୩୮ ଜଣ ଏଲିଟ୍‌ ମହିଳା କ୍ରିକେଟରଙ୍କ ଅନ୍‌ଳାଇନରେ ଫିଟ୍‌ନେସ୍‌ ଟେଷ୍ଟ ହେବ। କରୋନାଭାଇରସ୍‌ ଯୋଗୁ ଖେଳାଳିମାନେ ସେମାନଙ୍କ ଫିଟ୍‌ନେସ୍‌ର ମାନ ବଜାୟ ରଖିପାରୁଛନ୍ତି କି ନା ତାହା ଜଣାପଡ଼ିବ। ଟେଷ୍ଟରେ ବିଫଳ ଖେଳାଳିମାନଙ୍କୁ ଦଣ୍ଡିବଧାନ କରାଯିବ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କହିଛି। ଖେଳାଳିମାନଙ୍କର ପ୍ରୋନ୍‌ ହୋଲ୍‌ଡ, ବୁଲ୍‌ଗାରିଆନ ସ୍କ୍ବାଟ୍ସ, ଭର୍ଟିକାଲ ଜମ୍ପ୍ସ ଏବଂ ପୁଶ୍‌ ଅପ୍‌ ସହ ବଡି ମାସ୍‌ ଇଣ୍ଡେକ୍ସ ପରୀକ୍ଷା ହେବ। ରମଜାନ ପର୍ବ ଚାଲିଥିବାରୁ ଉପବାସ ସମୟ ବାହାରେ ଏହି ପରୀକ୍ଷା ହେବ। ଏହା ମେ’ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାତୀୟ ମହିଳା ସିଲେକ୍ସନ କମିଟି ମୁଖ୍ୟ ଉରୁଜ୍‌ ମମ୍‌ତାଜ କହିଛନ୍ତି ଆଧୁନିକ କ୍ରିକେଟରେ ଖେଳାଳିମାନଙ୍କୁ ସବୁ ସମୟରେ ଫିଟ୍‌ ରହିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ପରେ କ’ଣ ବଲିଉଡ୍‌? ଏଭଳି ପ୍ରଶ୍ନ ଶୁଣି ଧୋନୀ କହିଲେ…

ନୂଆଦିଲ୍ଲୀ,୬।୧୦: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ କମାଣ୍ଡ କରୁଥିବା ଏମ୍‌ଏସ୍‌ ଧୋନୀ ବର୍ତ୍ତମାନ ତାଙ୍କ କ୍ୟାରିୟରର...

ମାନସିକ ଅସୁସ୍ଥତା କାରଣରୁ କ୍ରିକେଟରୁ ଦୂରେଇଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି

ମୁମ୍ବାଇ,୧୬।୨: ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ତଥା ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ କୁଇଣ୍ଟନ ଡି’ କକ୍‌ କ୍ରିକେଟରୁ କିଛି ସପ୍ତାହ...

ଚେନ୍ନାଇରେ ପହଞ୍ଚିଲେ ଇଂଲଣ୍ଡ ଖେଳାଳି

ଚେନ୍ନାଇ,୨୭।୧: ଭାରତ ବିପକ୍ଷରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଅଧିନାୟକ ଜୋ ରୁଟ୍‌ଙ୍କ ସମେତ ଇଂଲଣ୍ଡ କ୍ରିକେଟ ଦଳର କେତେକ ସଦସ୍ୟ ବୁଧବାର...

ଆଇପିଏଲ୍‌ର ୫ ସବୁଠୁ ବଡ଼ କଞ୍ଜୁସ୍‌ ବୋଲର୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ...

ସଲ୍‌ମାଙ୍କ ସ୍ପେଲ୍‌ ନିର୍ଣ୍ଣାୟକ: ସ୍ମୃତି

ଶାରଜା, ୧୧।୧୧(ପି.ଟି.)- ଚଳିତ ବର୍ଷର ମହିଳା ଟି୨୦ ଚ୍ୟାଲେଞ୍ଜ୍‌ରେ ବାଜି ମାରିଛି ଟ୍ରେଲ୍‌ ବ୍ଲେଜର୍ସ। ସୋମବାର ଅନୁଷ୍ଠିତ ଫାଇନାଲରେ ଗତ ୨ ବର୍ଷର ଚାମ୍ପିୟନ ସୁପରନୋଭାସକୁ...

ପ୍ରଶିକ୍ଷାର୍ଥୀଙ୍କୁ ସସ୍ମିତା, ବିଜୟଲକ୍ଷ୍ମୀଙ୍କ ଟିପ୍ସ

ଭୁବନେଶ୍ୱର, ୧୮।୫(କ୍ରୀଡ଼ା ପ୍ରତିନିଧି)-ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିରରେ ଶୁକ୍ରବାର ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ସସ୍ମିତା...

ପଡିଆରେ କିସ୍‌ କଲେ ବିରାଟ କୋହଲି: ଜାଣନ୍ତୁ କାହାକୁ

ମୁମ୍ବାଇ,୨୩।୪: ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି। ପ୍ରଥମ ଥର ପାଇଁ ଦଳ ଗୋଟିଏ ସିଜନରେ କ୍ରମାଗତ ଚାରିଟି...

ଭୁବନେଶ୍ୱର ଆସିବାକୁ ପୁରୁଷ ହକି ଟିମ୍‌କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍‌ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।...

Advertisement
Ten Cric Info


Archives

Model This Week